୩ ଦିନରେ ଷ୍ଟୋନ୍ ଓ ଗୋଟେ ଦିନରେ ଗଣ୍ଠିକୁ ତରଳାଇଦେଇଥାଏ ଏହି ପରିବା, ରୋଗ ପାଇଁ କେଉଁ ବରଦାନରୁ କମ୍ ନୁହେଁ

ଜହ୍ନି ଏକ ପ୍ରକାରର ପରିବା ଅଟେ, ଓ ଏହାର ଚାଷ ଭାରତରେ ସବୁ ଜାଗାରେ କରାଯାଏ , ପୋଷକ ତତ୍ତ୍ୱ ଅନୁସାରେ ଏହାର ତୁଳନା କରାଯାଏ , ବର୍ଷା ରିତୁରେ ଜହ୍ନିର ପ୍ରୟୋଗ ଭୋଜନରେ ଅଧିକା କରାଯାଏ । ଏହା ଥଣ୍ତା ସ୍ଥାନରେ ହୋଇଥାଏ ,

୧) ଷ୍ଟୋନ୍ ବା ପଥରି – ଜହ୍ନିକୁ ଗାଇର କ୍ଷୀର କିମ୍ବା ଥଣ୍ତା ପାଣିରେ ମିଶାଇ ସକାଳ ସମୟରେ ୩ ଦିନ ଯାଏଁ ପିଇଲେ ଷ୍ଟୋନ୍ ପରି ସମସ୍ୟା ଦୁର ହୋଇଯାଏ ।

୨) ବଥର ସମସ୍ୟା- ଜହ୍ନିର ଜଡକୁ ଥଣ୍ତା ପାଣିରେ ଘଷି ବଥ ହେଉଥିବା ସ୍ଥାନରେ ଲଗାଇଲେ ୧ ଦିନରେ ବଥ ଦବିଯାଏ ।

୩) ପିତ୍ତୁଳିର ଦାଗ – ଜହ୍ନିକୁ ଗାଇର ଲହୁଣିରେ ଘଷି ୨ ରୁ ୩ ଥର ପିତ୍ତୁଳି ହୋଇଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ ,

୪) ପାଇଲ୍ସ – ଜହ୍ନିକୁ ସେବନ କଲେ କବଜ୍ ସମସ୍ୟା ଦୁର ହେବାକୁ ଲାଗିଥାଏ, ଯାହାର କାରଣରୁ ପାଇଲ୍ସ ରୋଗ ଠିକ୍ ହୋଇଥାଏ ।

୫) ପରିଶ୍ରାରେ ଜଳାପୋଡା- ଜହ୍ନି ଖାଇଲେ ପରିଶ୍ରା ଜଳାପୋଡା ସମସ୍ୟା ଦୁର ହୋଇଯାଏ ।

୬) ଆଖି ତଳ ପତ୍ତା ଫୁଲିବା- ଆଖିର ପତ୍ତା ଫୁଲିଲେ ଜହ୍ନିର ତାଜା ପତ୍ରକୁ ରସ ବାହାର କରି ସବୁଦିନ ୨/୩ ବୁନ୍ଦା ଦିନରେ ୩-୪ ଥର ଆଖିରେ ପକାଇଲେ ଲାଭ ମିଳିଥାଏ ।

୭) ବାଳକୁ କଳା କରିବା- ଜହ୍ନିର ଖଣ୍ତକୁ ଛାଇରେ ସୁଖାଇ ତାକୁ କୁଟିଦିଅନ୍ତୁ, ଏହାପରେ ଏହାକୁ ନଡିଆର ତେଲରେ ମିଶାଇକରି ୪ ଦିନ ଯାଏଁ ରଖନ୍ତୁ ଓ ତାପରେ ସିଝାଇ ଓ ଛାଣିକରି ବୋତଲରେ ଭରିଦିଅନ୍ତୁ , ଏହି ତେଲକୁ ବାଳରେ ଲଗାଇଲେ ଓ ଏହାକୁ ମୁଣ୍ତରେ ମାଲିସ୍ କରିଲେ ବାଳ କଳା ହୋଇଯାଏ ।

୮) ଅର୍ଶ- ଜହ୍ନି ଖାଇଲେ କବଜ୍ ଠିକ୍ ହୋଈଯାଏ , ଜହ୍ନିକୁ ସିଝାଇ ତାର୍ ପାଣି ବାଇଗଣ ସହ ଭାଜିଦିଅନ୍ତୁ , ବାଇଗଣକୁ ଘିଅରେ ଭାଜି ଗୁଡ ସହ ଖାଇଲେ ପୀଡା ଦୁର ହୋଇଯାଏ ।

୯) ଯୌନରୋଗ- ଜହ୍ନିର ରସରେ ଦହିର ଖଟା ପାଣି ମିଶାଇକରି ପିଇଲେ ଯୌନରୋଗ ଦୁର ହୋଈଯାଏ ।

୧୦) ଆଣ୍ଠୁଗଣ୍ଠିର ରୋଗ- ପାଳଙ୍ଗ,ମେଥି, ଜହ୍ନି, ଆଦି ପରିବାକୁ ସେବନ କରିଲେ ଆଣ୍ଠୁଗଣ୍ଠିର ସମସ୍ୟା ଦୁର ହୋଇଯାଏ ।

୧୧) ପିଲିଆ- ଜହ୍ନିର ରସକୁ ଦୁଇ ତିନି ବୁନ୍ଦା ନାକରେ ପକାଇଲେ ନାକ ଦ୍ୱାରା ହଳଦିଆ ରଙ୍ଗର୍ ପାଣି ବାହାରିବ , ଗୋଟେ ଦିନରେ ପିଲିଆ ରୋଗ ଠିକ୍ ହୋଇଯିବ ।

୧୨) କୁଷ୍ଠରୋଗ- ଜହ୍ନିର ପତ୍ରକୁ ପେଷିକରି ଲେପ ବନାଇଦିଅନ୍ତୁ , ଏହି ଲେପକୁ କୁଷ୍ଠ ହୋଇଥିବା ସ୍ଥାନରେ ଲଗାଇଲେ ଏହି ରୋଗ ଆସ୍ତେ ଆସ୍ତେ ଠିକ୍ ହୋଇଯାଏ ।

୧୩) ଗଳାର ରୋଗ- ଜହ୍ନିକୁ ତମାଖୁ ପରି ଚିଲମରେ ଭରିକରି ତାର ଧୁଆଁ ଟାଣିଲେ ଗଳା ଫୁଲିବା ସମସ୍ୟା ଦୁର ହୋଇଯାଏ ।

୧୪) ବାନ୍ତି କରାଇବାକୁ ହେଲେ- ଜହ୍ନିର ମଞ୍ଜିକୁ ପେଷିକରି ରୋଗୀକୁ ଦେଲେ ତାର ବାନ୍ତି ଓ ପତଳା ଝାଡା ହେବାକୁ ଲାଗେ ।

୧୫) ହାନିକାରକ ପ୍ରଭାବ- ଜହ୍ନି କଫ ତଥା ବାତ ଉତ୍ପନ୍ନ କରିଥାଏ,  ଅତଃ ଦରକାରରୁ ଅଧିକା ସେବନ କରିବା ହାନିକାରକ ହୋଇଥାଏ , ଏହା ପାଚନ ହେବାରେ ଭାରି ଓ ଆମକାରକ ଅଟେ, ବର୍ଷା ରିତୁ ରେ ଜହ୍ନି ସାଗ ରୋଗୀ ବ୍ୟକ୍ତିକୁ ଲାଭଦାୟକ ହୋଇନଥାଏ ।

Leave a Reply

Your email address will not be published. Required fields are marked *