ଅର୍ଚନା Nag ଏଭଳି ଦେଖେଇ ଦେଖେଇ ରୋଜଗାର କରୁଥିଲେ କୋଟି କୋଟି ଟଙ୍କା,ଆଉ ସ୍ୱାମୀ କହୁଥିଲେ ତୁମେ ମୋ ପାଇଁ…

କାଳାହାଣ୍ଡି ଝିଅ ଅର୍ଚ୍ଚନା ନାଥ ଯିଏକି ଦୁଇଦିନ ହେବ ସୋସିଆଲ ମିଡ଼ିଆରେ ହଙ୍ଗାମା କରିଦେଇଛନ୍ତି। ପୋଲିସର ରିମାଣ୍ଡରେ ଆସିବାପରେ ଲୋକେ ଜାଣିବାକୁ ପାଇଥିଲେ କି, ଅର୍ଚ୍ଚନା କୁଆଡ଼େ ବଡ଼ ବଡ଼ ରାଜନେତା ଓ ଫିଲ୍ମ ପ୍ରଯୋଜକ ମାନଙ୍କ ସହିତ ରାତି କଟାଉଥିଲେ ଓ ଏଥିରୁ ସେ ମୋଟା ଅଙ୍କର ଟଙ୍କା ମଧ୍ୟ ରୋଜଗାର କରୁଥିଲେ।

ନିଜର ନରମ ଦେହରେ ହାତ ମରାଇ ସେ ବଡ଼ ବଡ଼ ଲୋକଙ୍କ ରାତିକୁ ରଙ୍ଗୀନ କରୁଥିଲେ ଓ ଦିନ ହେବାମାତ୍ରକେ ସେମାନଙ୍କୁ ଭିଡ଼ିଓ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରୁଥିଲେ। ଧନୀ ହେବାପାଇଁ ଏହାଥିଲା ଅର୍ଚ୍ଚନାଙ୍କ ଟ୍ରିକସ, ଏହି କାମକରି ସେ ନଖରା ଓ ସତ୍ୟନଗର ଠାରେ ନିଜର ବଙ୍ଗଳା ଛିଡ଼ା କରିସାରିଛନ୍ତି।

ଏହି କାମରେ ଏତେ ବଡ଼ ଲୋକ ହୋଇଯାଇଥିଲେ ଯେ, ସେ BMW ଠାରୁ ଆରମ୍ଭ କରି ମର୍ସିଡେଜ ଓ ବହୁତ ଦାମୀ ଦାମୀ ଗାଡ଼ି ନିଜ ପାଖରେ ରଖିଥିଲେ। ଅର୍ଚ୍ଚନା ନିଜ ଘରେ ୧୧ ଲକ୍ଷ ଟଙ୍କାର ପଲଙ୍କ ଓ ବହୁତ ଦାମୀ ଜିନିଷ ରଖିଥିଲେ। ଏପରିକି ମ୍ୟାଡାମ ବିଦେଶୀ କୁକୁର ଓ ଧଳା ଘୋଡ଼ାକୁ ପସନ୍ଦ

କରିଥାଆନ୍ତି ଓ ସେଥିପାଇଁ ସେ ଏମାନଙ୍କୁ ଲକ୍ଷାଧିକ ଟଙ୍କା ଦେଇ କିଣିଛନ୍ତି।ମ୍ୟାଡାମଙ୍କ ସବୁ କଳା କାରନାମା ଧରାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରି ତାଙ୍କ ଠାରୁ ଲାପଟପ, ମୋବାଇଲ ଫୋନ ଓ କିଛି ପେନଡ୍ରାଇଭ ଜବତ କରିଛି ବୋଲି କୁହାଯାଉଛି। କମିଶନରେଟ ପୋଲିସ ତରଫରୁ କୁହାଯାଉଛି କି

ଏହି ପେନଡ୍ରାଇଭରେ ପାଖାପାଖି ତିରିଶ ଜଣ ନାମୀଦାମୀ ଲୋକଙ୍କ ଭିଡ଼ିଓ ରହିଛି ଯାହାକି ସାମ୍ନାକୁ ଆସିଲେ ହଙ୍ଗାମା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *