Aditya ଙ୍କ ପିପୁଲ ଫର ସେବା ଆଶ୍ରମକୁ ସାହାଯ୍ୟର ହାତ ବଢ଼ାଇଲେ ମହିଳା,କହିଲେ ମୁଁ ଏବେ ସବୁ ପଇସା ଦେବି…

ଦୁନିଆରେ ସବୁ ପୁଅ ଝିଅ ବାପା ମା ପରିଚୟ ନେଇ ବଞ୍ଚୁଛନ୍ତି।ଆମେ ହତଭାଗ୍ୟ ବାପା ମା ପୁଅର ପରିଚୟ ନେଇ ବଞ୍ଚୁଛୁ।ମୁଁ ତ ଦୁଇ ଜଣଙ୍କୁ ମୋ ଦୁଇ ହାତ ଭାବି ଥିଲି।ହେଲେ ଆଜି ସେ ମୋ ଶରୀର ଭଳି ମୋ ପାଖରେ ଠିଆ ହେଲେ।ଆଉ ଯଦି କୋଉ ଭଉଣୀ ଆସି ମତେ ଏହି ଭଳି ସାହାଯ୍ୟ କରନ୍ତେ ମୁଁ ମୋ ପୁଅର ସ୍ବପ୍ନ ପୂରଣ କରି ପାରନ୍ତି।ତାଙ୍କ ମାଆ ବହୁତ କଷ୍ଟରେ କାନ୍ଦି କାନ୍ଦି କହୁଥିଲେ।

ମୁଁ ସେତେବେଳେ ମୋ କାମରେ ଥିଲି। ଆଦିତ୍ୟ ଦାସଙ୍କ ଆଶ୍ରମ ପିପୁଲ ଫର ସେବାକୁ ସାହାର୍ଯ୍ୟର ହାତ ବଢ଼ାଇଲେ ଜଣେ ମହିଳା। କେଉଁଝରର ମହିଳା ଯିଏ ଝାଡ଼ଖଣ୍ଡରେ ଚାକିରୀ କରୁଛନ୍ତି।ଆଜି ସେ ଆଶ୍ରମ ଆସି ଆଦିତ୍ୟଙ୍କ ପିତାମାତାଙ୍କୁ ସାହାଯ୍ୟର ହାତ ବଢାଇଲେ।ସେ କହିଛନ୍ତି କି ମୋ ନାମ ହେଉଛି ସବିତା ମିଶ୍ର।

ମୋ ଘର କେନ୍ଦୁଝରରେ।ମୁଁ କାମ କରେ ଝାଡ଼ଖଣ୍ଡରେ।ତାଙ୍କ ମାଆ କହିଥିଲେ କି ଆଶ୍ରମରେ ଖାଇବା ପିଇବା ସମସ୍ୟା ସମାଧାନ ହୋଇ ଯାଇଛି।ହେଲେ ଭଡା ଦେବାରେ ସମସ୍ୟା ହେଉଛି।ହଁ ମୁଁ ଭଡ଼ା ସମସ୍ୟା ମୋବାଇଲରେ ଶୁଣିଲି।ତାଙ୍କ ମାଆ ବହୁତ କଷ୍ଟରେ କାନ୍ଦି କାନ୍ଦି କହୁଥିଲେ।ଏହା ଶୁଣି ମତେ ବହୁତ କଷ୍ଟ ଲାଗିଲା।

ମୁଁ ତାଙ୍କୁ କଲ କଲି ସବୁ କଥା ପଚାରିଲି।ସେ ମତେ ସବୁ କହିଲେ କି ଏମିତି ଏମିତି ଅସୁବିଧା ହେଉଛି।କେତେ କଣ ଭଡା ମୁଁ ପଚାରିଲି।କହିଲେ ୧୧ ହଜାର ଟଙ୍କା ଭଡ଼ା।ତେଣୁ ମୁଁ କହିଲି ମୁଁ ଯାହା ସାହାଯ୍ୟ କରିବି ଆପଣ ଗ୍ରହଣ କରିବେ ସେ କହିଲେ ହଁ।ମୁଁ ଯେତେବେଳେ ଖବର ପାଇଲି ମୁଁ ସିଧା ଆଦିତ୍ୟଙ୍କ ମାଙ୍କ

ସହ ଆଲୋଚନା କଲି।ଆଦିତ୍ୟ ବାବୁ ଜଣେ ମନବ ପ୍ରେମୀ ଥିଲେ।ମୁଁ ଏ କଥା ଆଗରୁ ଜାଣିଛି ଆଉ ଦେଖିଛି ମଧ୍ୟ।ମତେ ମଧ୍ୟ ଏହି ଭଳି ବୃଦ୍ଧ ଲୋକଙ୍କ ସାହାର୍ଯ୍ୟ କରିବା ପାଇଁ ବହୁତ ଭଲ ଲାଗେ। ମୋଡ ବି ଏହା ଗୋଟିଏ ସ୍ବପ୍ନ ଥିଲା।ତାଙ୍କ ମାଆ କହିଛନ୍ତି କି ମୋ ପୁଅ ଏ ଦୁନିଆରେ ଆଜି ନାହିଁ।ମୁଁ ଗୋଟିଏ ପୁଅର ମାଆ।

ଦୁଃଖ ତ ଲାଗୁଛି।ମୁଁ କିଛି ଜାଣି ପାରିଲି ନାହିଁ ସତ କଥା କଣ।କିଏ ତାକୁ ମାରିଲା।ମୋ କୋଳରୁ ମୋ ଛୁଆକୁ କିଏ ନେଲା।ସବୁବେଳେ ମୁଁ ମୋ ପୁଅକୁ ଖୋଜୁଛି।ମୋ ପୁଅର ଶୂନ୍ୟସ୍ଥାନ କେହି ପୁରା କରି ପାରିବେ ନାହିଁ। ମୋ ଦୁଃଖ କିଏ ପୁରା କରିବ। ଏଇଠୀ ଅନେକ ଲୋକ ଅଛନ୍ତି ଯିଏ ମୋର ସବୁ କଥା ଶୁଣୁଛନ୍ତି।ମୁଁ ଭାବି ନିଏ କି ଏହି ଦୁଇ ଜଣ ମୋର ଦୁଇ ହାତ।ଏହି ଭଳି ସାହାର୍ଯ୍ୟ କଲେ ମୋ ପୁଅ ମଧ୍ୟ ଉପରେ ଥାଇ ବହୁତ ଖୁସି ହେବ।

https://www.youtube.com/watch?v=lHw6tlB7S1s

Leave a Reply

Your email address will not be published. Required fields are marked *