ଆଜି ମୃତ୍ୟୁ ବରଣ କଲେ ଏହି ପ୍ରସିଦ୍ଧ Abhineta,ଫିଲ୍ମ ଜଗତରେ ଶୋକରେ ଛାୟା ଖେଳିଗଲା…

ମଣିଷ ଜୀବନରେ ଜନ୍ମ ରହିଛି ଓ ଏହା ସହିତ ମୃତ୍ୟୁ ମଧ୍ୟ ରହିଛି ତେବେ ମଣିଷ ଜୀବନରେ ଯାହା ମଧ୍ୟ ଘଟିଥାଏ ଏହି ମୃତ୍ୟୁ କେବେ ମଧ୍ୟ କାହାକୁ ଛାଡ଼ି ନଥାଏ।ସେ ଯେତେ ବଡ଼ ଅଭିନେତା ହେଉ କିମ୍ବା ଅନ୍ୟ କୌଣସି ବିଶିଷ୍ଟ ବ୍ୟକ୍ତି ହୋଇ ଥାଉ।ତେବେ ବର୍ତ୍ତମାନ ସେହିପରି ଅଭିନୟ ଜଗତରେ ସୋକର ଲହରୀ ଖେଳି ଯାଇଛି ତେବେ ବର୍ତ୍ତମାନ ଯେଉଁ ଖବର ଆସିଛି ଏହା

ସାରା ଦେଶରେ ସମସ୍ତ ଲୋକ ମାନଙ୍କୁ ଦୁଃଖ ଦେଇ ଥିବା କଥା ଜଣା ପଡ଼ିଛି।ତେବେ କ ଜୀବନରେ ମୃତ୍ୟୁର ଆଗମନ କେବେ ହୋଇଥାଏ ଏହା କେହି ଜାଣି ନଥାନ୍ତି ଏହା ସହିତ ମୃତ୍ୟୁ କେବେ ଯେ କେଉଁ ରୂପରେ ଆସିଥାଏ ଓ ଜୀବନ ନେଇ ଚାଲି ଯାଇ ଥାଏ ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

ଅଭିନୟ ଜଗତରେ।ତେବେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ଅଭିନେତା ତେବେ ଏହି ଅଭିନେତା ଅଭିନୟ ଜଗତରେ ଅନେକ ନାମ କରି ଥିଲେ।ତେବେ ହୃଦ ଘାତ ଫଳରେ ଚାଲିଯାଇଛି ଏହି ଅଭିନେତାଙ୍କ ଜୀବନ।ତେବେ ଏହି ଅଭିନେତା ହେଉଛନ୍ତି ସମ୍ବଲପୁର ଅଭିନୟ ଜଗତର ଜଣା ଶୁଣା ଅଭିନେତା

ସତ୍ୟ ପୁରୋହିତ।ଯୁବ ଅଭିନେତାଙ୍କ ଏପରି ଭାବରେ ଜୀବନ ଚାଲିଯିବ ବୋଲି କେହି କେବେ ମଧ୍ୟ ଚିନ୍ତା କରି ନଥିଲେ।ତେବେ ତାଙ୍କର ଏପରି ମୃତ୍ୟୁ ଫଳରେ ସମସ୍ତେ ମର୍ମାହତ ହୋଇ ଯାଇଛନ୍ତି।ତେବେ ପରିବାରର ଲୋକମାନେ ତାଙ୍କୁ ଆଜି କଣ୍ଟାବାଞ୍ଜି ଚିକିତ୍ସାଳୟରୁ ବଲାଙ୍ଗୀର ନେଇ ଯାଇ ଥିଲେ ଏହା

ବ୍ୟତୀତ ତାଙ୍କୁ ସେଠାରେ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସା ମଧ୍ୟ କରା ଯାଇ ଥିଲା।କିନ୍ତୁ ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ହୋଇ ଯାଇ ଥିବା କଥା ଜଣା ପଡ଼ିଛି।ତେବେ ଏହି ଘଟଣା ପରେ ବର୍ତ୍ତମାନ ପରିବାର ଲୋକଙ୍କ ମନରେ ସୋକର ଲହରୀ ଖେଳି ଯାଇଛି।

ତେବେ ସେ ଜଣେ ଲୋକପ୍ରିୟ ସମ୍ବଲପୁରୀ ମେଗା ଧାରାବାହିକ ଯୁବ ଅଭିନେତା ଅଟନ୍ତି।ତେବେ ତାଙ୍କୁ ପ୍ରାୟ ୩୨ ବର୍ଷ ବୟସ ହୋଇଥିଲା।ତେବେ ଏପରି ଭାବରେ ତାଙ୍କର ମୃତ୍ୟୁ ହେବା ଫଳରେ ଅନେକ ଲୋକଙ୍କୁ ଏହା ଅନେକ ଭାବରେ ମର୍ମାହତ କରିଛି।

Leave a Reply

Your email address will not be published. Required fields are marked *