ଅର୍ଚ୍ଚନାଙ୍କୁ ଝାଡ଼ିଲେ ମାଳିସାହିର ଜଣେ ମହିଳା, ଆଉ କହିଲେ ଆମ Malisai ଲୋକ ତାଙ୍କଠାରୁ ଅଧିକ ଭଲ,ସେ ପଇସା ପାଇଁ…

Uncategorized

ସାରା ଓଡ଼ିଶାରେ ଅର୍ଚ୍ଚନାଙ୍କ ଖବର ଭାଇରାଲ ହୋଇଯାଇଇଛି। କେମିତି ସେ ହାନିଟ୍ରାପ ଜରିଆରେ ବଡ଼ ବଡ଼ ନେତା ଆଉ ଧନଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲା ଓ ପରେ ସେମାନଙ୍କ ଭିଡ଼ିଓ ବନାଇ ସେମାନଙ୍କୁ ହଇରାଣ କରୁଥିଲା ଏହା ତ ଆପଣମାନେ ସମସ୍ତେ ଜାଣିଥିବେ। ଏବେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିସାରିଛି ଓ ତା’ର ସବୁ ରହସ୍ୟ ପର୍ଦାଫାଶ କରିଦେଇଛି।

ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି ଯେଉଁଥିରେ ଜଣେ ଦେହ-ଜୀ-ବୀ ମହିଳା ମିଡ଼ିଆ ସାମ୍ନାରେ ଅର୍ଚ୍ଚନାଙ୍କ ନାମରେ ଏଭଳି କଥା କହିଛନ୍ତି ଯାହାକୁ ଶୁଣିଲେ ଯେକେହିବି ତାଙ୍କର ପ୍ରଶଂସା କରୁଛନ୍ତି। ମିଡ଼ିଆ ତାଙ୍କୁ ପଚାରିଥିଲା ଯେ, କଣ ଅର୍ଚ୍ଚନା ଯାହା କରିଛି ଥିଲା କରିଛି? ଏହି ପ୍ରଶ୍ନରେ ମହିଳା ଜଣକ କହିଥିଲେ

ସେ ଭୁଲ କରିଛି କାରଣ ଆମେ ଏଠି ଆମର ଦେହ ବ୍ୟବସାୟ ନିଜ ପେଟ ପୋଷିବା ପାଇଁ କରୁଛୁ ଯାହାକି ସରକାର ବି ଆମକୁ ମାନ୍ୟତା ଦେଇଛନ୍ତି କିନ୍ତୁ ଅର୍ଚ୍ଚନା ଏହାକୁ ଏକ ବ୍ୟବସାୟ ଭଳି କରିଥିଲା ଓ ରାତାରାତି ଧନୀ ହେବାକୁ ଚେଷ୍ଟା କରିଥିଲା।ଅର୍ଚ୍ଚନାକୁ ଦେ-ହଜୀ-ବୀ କୁହାଯାଇ ପାରିବନାହିଁ କାରଣ

ଦେ-ହଜୀ-ବୀ ତାକୁ କୁହାଯାଏ ଯିଏକି, ନିଜ ପେଟ ପୋଷିବା ପାଇଁ ଏହି ପେଶାକୁ ଆସିଥାଏ କିନ୍ତୁ ଅର୍ଚ୍ଚନା ବଡ଼ ବଡ଼ ନେତାଙ୍କ ସହ ଶୋଇ ତାଙ୍କର ଭିଡ଼ିଓ ରେକର୍ଡ଼ିଂ କରି ସେମାନଙ୍କୁ ଧମକ ଦେଉଥିଲା। ସେଥିପାଇଁ ଏହା ଏକ ହାନିଟ୍ରାପ ଓ ଏଥିରେ ପ୍ରଚୁର ଟଙ୍କା ମଧ୍ୟ କମାଇବା ପାଇଁ ସେ ଚାହୁଁଥିଲା।

ଯେଉଁଥିପାଇଁ ତାକୁ ଦେହ-ଜୀ-ବୀ କୁହାଯାଇ ପାରିବନାହିଁ।ମହିଳା ଜଣକ ଆଗକୁ କହିଥିଲେ, ଜୀବୀ ମାନେ କାହାକୁ ହଇରାଣ କରନ୍ତି ନାହିଁ ସେମାନେ ନିଜ ପେଟ ପୋଷିବା ପାଇଁ ଏହି ବୃତ୍ତି ଅପଣାଇଥାନ୍ତି। ଅର୍ଚ୍ଚନା ଯାହାସବୁ କରିଛି ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପରେ ଅପରାଧ ଓ ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡ ମିଳିବା ଉଚିତ।

Leave a Reply

Your email address will not be published. Required fields are marked *