ସ୍ୱାମୀ ବାହାରକୁ ଗଲେ ଘରକୁ ପଶି ଆସୁଥିଲା ପୁତୁରା Tuna ଓ ଆଉ ଖୁଡି ସହିତ ପୁତୁରା ର ଏଭଳି ଖେଳ ଚାଲିଥିଲା ଜାଣିଲେ ମୁଣ୍ଡରେ ହାତ ଦେବେ…

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ମିଡ଼ିଆ ସାମ୍ନାରେ ମହିଳା ଜଣକ କାକୁତି ମିନତି ହୋଇ ନ୍ୟାୟ ପାଇଁ ପ୍ରାର୍ଥନା କରୁଛନ୍ତି କାରଣ ତାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେଇଛନ୍ତି ଓ ବାପଘର ଲୋକେ ମଧ୍ୟ ଗ୍ରହଣ କରୁନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ପର ପୁରୁଷ ସହିତ ରଖିଥିବା ସମ୍ପର୍କ ତାଙ୍କ ଉପରେ ଭାରି ପଡ଼ିଗଲା।

ମିଡ଼ିଆ ସାମ୍ନାରେ ମହିଳା ଜଣକ କୁହନ୍ତି କି, ମୋ ସ୍ୱାମୀ ଦାଣ୍ଡ ପଟେ ଘରୁ ଚାଲିଯିବାପରେ ଟୁନା ଭାଉଜ ଭାଉଜ କହି ମୋତେ ଆସି କୁଣ୍ଢେଇ ଧରୁଥିଲା ଓ ମୋ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ପ୍ରଥମରୁ ସେ ଭାଉଜ ଦିଅରର ସମ୍ପର୍କକୁ ଅପବିତ୍ର କରିସାରିଥିଲା ସତ। ଏହାପରେ ବଳପୂର୍ବକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା।

ମହିଳା କୁହନ୍ତି କି, ସେ ମୋ ସ୍ଵାମୀଙ୍କ ସାଙ୍ଗ ଥିଲେ ଓ ଆମ ଘରକୁ ମଧ୍ୟ ବହୁତଥର ଆସିଛନ୍ତି। ଦିନେ ମୋ ସ୍ୱାମୀ ନଥିବା ସମୟରେ ସେ ଘରକୁ ଚାଲିଆସିଲେ ଆଉ ମୁଁ ଚମକି ପଡ଼ିଲି, ସେ ଭାଉଜ ଭାଉଜ କହି ମୋତେ ଜୋରରେ ଜାବୁଡ଼ି ଧରିଲେ ଆଉ ମୁଁ ଏ କଣ କରୁଛ ବୋଲି ତାଙ୍କୁ ପଚାରିଲି।

ସେ ଏହାପରେ କିଛି ଶୁଣିଲା ନାହିଁ ଆଉ ମୋତେ କିସ କରିବାକୁ ଲାଗିଲା। ମୁଁ କହିଲି ଦେଖ ତୁମେ ହେଉଛ ମୋ ସ୍ୱାମୀଙ୍କ ବନ୍ଧୁ ଆଉ ସେ ତୁମ ଉପରେ ବହୁତ ବିଶ୍ବାସ କରନ୍ତି ତୁମେ ତାଙ୍କୁ ବିଶ୍ବାସଘାତ କରୁଛ।ମୁଁ ଏହାକହି ତାଙ୍କୁ ଅଟକାଇଲି କିନ୍ତୁ ସେ ବଳପୂର୍ବକ ମୋ ସହ କଲା ଆଉ ମୁଁ ପ୍ରତିରୋଧ କରିବାକୁ

ଚେଷ୍ଟା କଲି ସତ କିନ୍ତୁ ହାର ମାନିଥିଲି। ଏହାପରେ ସେ ସବୁବେଳେ ଏମିତି କରିବାକୁ ଲାଗିଲା ଓ ମୁଁ ତାକୁ କହିଥିଲି, ମୋ ସ୍ୱାମୀ ଆଉ ପୁଅକୁ କହିଦେବି ବୋଲି। ଏଥିରେ ସେ ମୋତେ ଧମକ ଦେଇ କହିଲା, ଯଦି ତୁ କାହାକୁ କହୁ ମୁଁ ତମ ପରିବାରକୁ ମାରିଦେବି। ଏଥିରେ ମୁଁ ଭୟଭୀତ ହୋଇ କିଛି କରି ପାରିନଥିଲି।

ମିଡ଼ିଆରେ କଥା ଭାଇରାଲ ହେବାପରେ ଲୋକେ ନିଜର ରିଆକ୍ସନ ଦେଇ କମେଣ୍ଟ ଜରିଆରେ କହିଥିଲେ, ପ୍ରଥମଥର କରିବାପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏହା ବିଷୟରେ ଜଣାଇଦେବାର ଥିଲା କିନ୍ତୁ କଣପାଇଁ ସେ କହିନଥିଲେ ଓ ଯାହାଦ୍ୱାରା ଦୀର୍ଘ ଛଅମାସ ଧରି ଯୁବକ ତାଙ୍କୁ  କରି ଆସୁଥିଲା।

ଏଥିରେ କିଛିଲୋକ ମହିଳାଙ୍କ ନିନ୍ଦା କରିଛନ୍ତି ଓ ସେମାନେ କହିଛନ୍ତି ଏବେ ସ୍ୱାମୀ ଜାଣିବାପରେ କାହିଁକି ନ୍ୟାୟ ମାଗୁଛ ତୁମକୁ ଏହା ସମ୍ପର୍କରେ ସବୁକିଛି ସ୍ୱାମୀକୁ ଜଣାଇବାର ଥିଲା।

Leave a Reply

Your email address will not be published. Required fields are marked *