ମା’ ବାଟ ମଙ୍ଗଳା’ଙ୍କ ସହିତ ଶ୍ରୀ ଜଗନ୍ନାଥଙ୍କ କଣ ରହିଛି ସମ୍ପର୍କ,କାହିଁକି ପ୍ରଥମେ Bata Mangala ଙ୍କୁ ଦର୍ଶନ କରାଯାଏ…ଦେଖନ୍ତୁ Video

ପୁରୀରେ ମା ବାଟ ମଙ୍ଗଳାଙ୍କ ସହିତ ଜଡିତ କିଛି କଥା ରହିଛି ଯାହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ଏହା ସହିତ ଏହା ବିଶେଷ ଭାବରେ ଭଗବାନ ଜଗନ୍ନାଥଙ୍କ ସହିତ ମଧ୍ୟ ଜଡିତ ହୋଇ ରହିଛି ତେବେ ଭଗବାନ ଜଗନ୍ନାଥଙ୍କ ସହିତ ଏପରି ଅନେକ କଥା ଜଡ଼ିତ ହୋଇ ରହିଛି ଯାହା ସମ୍ପର୍କରେ ଅନୁମାନ କରିବା ଅସମ୍ଭବ।ଏହା ସହିତ ତାଙ୍କ ସହିତ ଏପରି ଅନେକ କଥା ମଧ୍ୟ ଜଡ଼ିତ ହୋଇ ରହିଛି ଯାହା ସମ୍ପର୍କରେ ଜାଣିବା ପାଇଁ ଅନେକ ଲୋକ ଅନେକ ପ୍ରୟାସ କରିବା ପରେ ମଧ୍ୟ ତାଙ୍କ ସମ୍ପର୍କରେ ସମସ୍ତ କଥା ଜାଣି ପାରି ନଥାନ୍ତି।

ତେବେ ଭଗବାନ ଜଗନ୍ନାଥଙ୍କ ସେହିପରି ଏକ ମହିମା ସଂପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା ତେବେ ସୂଚନା ଅନୁସାରେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଯେଉଁ ସମୟରେ ହଜି ଯାଇଥିଲା ସେହି ସମୟରେ ଏହାକୁ ଖୋଜିବା ପାଇଁ ରାଜା ଅନେକ ପ୍ରୟାସ କରିଥିଲେ।ଏହା ସହିତ ମନ୍ଦିର ଆଡ଼କୁ ଯିବା ପାଇଁ ଯେଉଁ ରାସ୍ତା ଥିଲା

ଏହା ମଧ୍ୟ ରାଜା ଭୁଲି ଯାଇଥିଲେ।ଏହା ସହିତ ରାଜା ଏହାକୁ ଖୋଜିବାରେ ମଧ୍ୟ ସଫଳ ହୋଇ ପାରି ନଥିଲେ।ତେବେ ରାଜା ମଧ୍ୟ ଭଗବାନଙ୍କୁ ଖୋଜିବାରେ ସଫଳ ହୋଇ ପାରି ନଥିଲେ।ଏହା ସହିତ ଅନେକ ପ୍ରୟାସ କରିବା ପରେ ମଧ୍ୟ ରାଜା ଭଗବାନ ଜଗନ୍ନାଥଙ୍କ ମନ୍ଦିର ପାଇ ପାରି ନଥିଲେ।

ତେବେ ରାଜା ଭଗବାନ ଜଗନ୍ନାଥଙ୍କ ମନ୍ଦିର ଖୋଜିବା ପାଇଁ ଅନେକ ପ୍ରୟାସ କରିବା ପରେ ମଧ୍ୟ ପାଇ ନଥିଲେ।ତେବେ ଶେଷରେ ଭଗବାନଙ୍କୁ ସ୍ୱପ୍ନାଦେଶ ହୋଇଥିଲା କି ମାତା ପାର୍ବତୀଙ୍କୁ ପୂଜା କରିବା ପାଇଁ।ତେବେ ରାଜା ତାଙ୍କୁ ପୂଜା କରିବା ପରେ ଶେଷରେ ଭଗବାନଙ୍କ ମନ୍ଦିର ସମ୍ପର୍କରେ କିଛି ସୂଚନା ପାଇ ଥିଲେ।

ତେବେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଖୋଜିବା ସମୟରେ ରାଜା ଜଣେ ବୃଦ୍ଧ ମହିଳାଙ୍କ ପାଖରେ ପହଞ୍ଚି ଯାଇଥିଲେ।ତେବେ ସେହି ମହିଳା ଜଣଙ୍କ ରାଜାଙ୍କୁ ନେଇ ଭଗବାନଙ୍କ ମନ୍ଦିର ଆଡ଼କୁ ନେଇ ଯାଇଥିଲେ।ଏହିପରି ଭାବରେ ରାଜା ଭଗବାନ ଜଗନ୍ନାଥଙ୍କ ମନ୍ଦିର ପାଇବାରେ ସଫଳ ହୋଇ ପାରିଥିଲେ।

ତେବେ ସେ ମାତା ପାର୍ବତୀଙ୍କ କୃପାରୁ ଭଗବାନ ଜଗନ୍ନାଥଙ୍କ ମନ୍ଦିର ପାଇ ପାରିଥିଲେ।ତେବେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ ଶେଷରେ ରାଜା ପାଇ ପାରିଥିଲେ।ତେବେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ପାଇବା ପରେ ରାଜା ଏହାକୁ ଉଦ୍ଧାର କରି ଥିଲେ।ତେବେ ଏହା ପରଠାରୁ ସେହି ବୃଦ୍ଧ ମହିଳା ଜଣଙ୍କ ବାଟ ମଙ୍ଗଳା ନାମରେ ନାମିତ ହୋଇ ଯାଇଥିଲେ।

ତେବେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଖୋଜିବା ପାଇଁ ଏପରି ହୋଇଥିଲା।ଏହା ସହିତ ଏହା ପରଠାରୁ ଏପରି କୁହା ଯାଇଥାଏ କି ଯଦି କୌଣସି ଭକ୍ତ ଭଗବାନ ଜଗନ୍ନାଥଙ୍କ ମନ୍ଦିର ପାଇ ନଥାଏ ତେବେ ମା ବାଟ ମଙ୍ଗଳା ତାଙ୍କୁ ବାଟ କଡାଇ ନେଇ ଥାଆନ୍ତି ବୋଲି କୁହା ଯାଇଥାଏ।

https://www.youtube.com/watch?v=6GGs7XKfs1s

Leave a Reply

Your email address will not be published. Required fields are marked *