ସକାଳ ସମୟରେ ଖାଲି ପେଟରେ କରନ୍ତୁ ନିମ୍ବର ୨ ପତ୍ରର ସେବନ , ତାପରେ ଦେଖନ୍ତୁ କମାଲ୍

ନିମ୍ବ ଏକ ଏମିତି ଔଷଧୀ ଅଟେ, ଯାହାର ବହୁତ ସାରା ଫାଈଦା ହୋଇଥାଏ, ପୁରୁଣା ଜମାନାରେ ଲୋକେ ସବୁ ଘରେ ନିମ୍ବର ଏକ ଗଛ ଲଗାଉଥିଲେ,  କାରଣ ତେବେ ଘରୋଇ ଉପାୟରୁ ସବୁ ଚିକିତ୍ସା କରାଯାଉଥିଲା,  ଆଜି ଆମେ ଆପଣଙ୍କୁ ନିମ୍ବର କିଛି ଅନୋଖା ଫାଇଦା ବିଷୟରେ କହିବୁ, ସହରରେ ନିମ୍ବ ଗଛ ବହୁତ କମ୍ ମିଳିଥାଏ , କିନ୍ତୁ ଗାଁରେ ନିମ୍ବ ଗଛ ଅଛି, ଯଦି ଆପଣଙ୍କୁ କେଉଁଠି ନିମ୍ବ ଗଛ ଦେଖିଲେ ତାର ପତ୍ର ନିଶ୍ଚିତ ନେଇ ଆସନ୍ତୁ , କାରଣ ନିମ୍ବର ଫାଇଦା ଅନେକ ଅଛି, ନିମ୍ବର ସେବନ କରିଲେ ଆପଣ ବହୁତ ରୋଗରୁ ମୁକ୍ତି ପାଇପାରିବେ , ଚାଳନ୍ତୁ ଜାଣିବା ଆମର ଏହି ରିପୋର୍ଟରେ କଣ ଖାସ୍ ଅଛି ।

ନିମ୍ବର ଜଡ ହେଉ ନିମ୍ବର ଛାଲ, ପତ୍ର,ଫୁଲ ଓ ନିମ୍ବର ମଞ୍ଜି , ଏହାର ମଞ୍ଜିର ତେଲ ଏହି ସବୁରି ନିଜ ନିଜ ଅଲଗା ଅଲଗା ମହତ୍ତ୍ୱ ହୋଇଥାଏ , ଏମିତିରେ ପୁରୁଣା ଜମାନାରେ ଏହାକୁ ରାମବାଣ ଚିକିତ୍ସା କୁହାଯାଉଥିଲା<  ଏତିକି ନୁହେଁ ଯେବେ କାହାକୁ ଜ୍ୱର ହେଉଥିଲା ତେବେ ବଡ ବୟସ୍କ ଡାକ୍ତରଙ୍କ ପାଖକୁ ଯାଊନଥିଲେ , ବରଂ ନିମ୍ବର ପତ୍ରକୁ ଚୋବାଈଦେଉଥିଲେ , ନିମ୍ବର ବହୁତ ସାରା ଫାଇଦା ଅଛି, କହିଦେବୁ କି ନିମ୍ବର ପତ୍ର ନା କେବଳ ଆପଣଙ୍କୁ ଶାରରୀକ ରୁପେ ଫାଇଦା ଦେଇଥାଏ , ବରଂ ଆପଣଙ୍କ ଦିମାଗକୁ ବି ଶାନ୍ତ ଓ ମଜବୁତ୍ କରିଥାଏ , ବହୁତଥର ଆପଣ ଟୀଭିରେ ସାବୁନ୍ କିମ୍ବା ଫେସୱାସ୍ ବିଜ୍ଞାପନ ଦେଖିଥିବେ

ଯେଉଁଥିରେ ନିମ୍ବର ଗୁଣ ବିଷୟରେ କହିଥିବେ , ଏମିତିରେ ଆପଣଙ୍କୁ ସାବୁନର ଦରକାର ପଡିବ ନାହିଁ , ବରଂ ଆପଣଙ୍କୁ ସବୁଦିନ ଦୁଇଟି ନିମ୍ବ ପତ୍ରକୁ ଖାଇଲେ ଆପଣଙ୍କୁ ବହୁତସାରା ଫାଈଦା ମିଳିବ , ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ସେପଟିକ୍ ଗୁଣ ମହଜୁଦ୍ ହୋଇଥାଏ । ଯାହା ଆପଣଙ୍କୁ କିଟାଣୁରୁ ରକ୍ଷା କରେ । ସବୁଦିନ ସକାଲୁ ଯଦି ଆପଣ ଦୁଇଟି ନିମ୍ବର ପତ୍ରକୁ ସେବନ କରିବେ ତେବେ ଆପଣଙ୍କ ତ୍ୱକ୍ଷା ପୁରା ଜବାନ୍ ଦେଖାଯିବ , ତେବେ ଆସନ୍ତୁ ଜାଣିବା ନିମ୍ବ ପତ୍ର ଖାଇବାର ଫାଈଦା ବିଷୟରେ ଜାଣିବା ।

୧) ଯଦି ଆପଣ ସବୁଦିନ ୨ ନିମ୍ବ ପତ୍ରକୁ ଖାଇବେ ତେବେ ଆପଣଙ୍କ ଅଲସର କବଜ୍ , ଓ ଫୁଲିବା ଭଳି ରୋଗ ଦୁର ହୋଇଯିବ , ୨) ଚେହେରାରେ ବୟସ ଦାଗ ଥିଲେ ଏହାର ସେବନ କରନ୍ତୁ, ଯଦି ଆପଣ ଖାଇପାରିବେ ନାହିଁ ,ତେବେ ଏହାର ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ, ଚେହେରାରୁ ବୟସ ଦାଗ କମ୍ ହୋଇଯିବ ।

୩) ପେଟ ଗରମ ହେବା କାରଣରୁ ମୁହଁ, ଗାଲ କିମ୍ବା ଜିଭରେ ଛାଲ ବାହାରେ ଯାହାଦ୍ୱାରା କହିବା, ଖାଇବା ପିଇବାରେ ଅସୁବିଧା ଦେଖାଦିଏ , ଏମିତିରେ ଏଥିରୁ ମୁକ୍ତି ପାଇବାକୁ ହେଲେ ସବୁଦିନ ଖାଲି ପେଟରେ ନିମ୍ବର ପତ୍ରକୁ ଚୋବାଇବା ଉଚିତ୍ ।

୪) ଯଦି ଆପଣଙ୍କୁ ଚିକେନ୍ ପକ୍ସ ବା ହାଡଫୁଟି କିମ୍ବା କୁଣ୍ତିଆ ସମସ୍ୟା ଅଛି, ତେବେ ଆପଣ ଗାଧୋଇବା ସମୟରେ ନିମ୍ବର ପତ୍ରକୁ ପକାଇ ଗାଧୋଇଲେ ଏହା ଆପଣଙ୍କୁ ଆଶ୍ୱସ୍ତି ଦେବ ।

Leave a Reply

Your email address will not be published. Required fields are marked *