ବନ୍ଧୁଗଣ କଣ ଆପଣ କେବେ ନିଜକୁ ପ୍ରଶ୍ନ କରିଛନ୍ତି କି ସବୁ କାଟିବା ଜିନିଷ ଥାଇ ବି ଆମର ବୟସ୍କ ଲୋକ ପିଆଜକୁ ଫାଳ କରି କଣପାଇଁ ଖାଉଥିଲେ, କାଟିକରି କଣପାଇଁ ଖାଉନଥିଲେ ତାହାର ଉତ୍ତର କିଛି ଏହିପ୍ରକାରର ଅଟେ । ପିଆଜ ଗତ ୫୦୦୦ ବର୍ଷ ଭାରତ ସାରା ଆଜିକାଲି ସାରା ବିଶ୍ୱରେ ଚାଷ କରି ଖାଉଛନ୍ତି, ପିଆଜ କାଟିଲେ ଯେତେ ଜଲଦି ସେଥିରୁ ମିଳୁଥିବା ପଦାର୍ଥ ରସାୟନିକ କ୍ରିୟା କରିଥାଏ , ସେତିକି କେଉଁ ଅନ୍ୟ ଖାଦ୍ୟ ପଦାର୍ଥରେ କରେ ନାହିଁ । ପିଆଜରେ ସଲଫର୍ ମାତ୍ରା ଅଧିକା ହୋଇଥାଏ , ଅତଃ ରାସାୟନିକ ପ୍ରକିୟାରେ ଯେଉଁ ଅନ୍ତିମ ଉତ୍ପାଦ ହୋଇଥାଏ , ସେ ସଲଫୁରିକ୍ ଅମ୍ଳ(H2so4) ଏହି ଅମ୍ଳ ଏକ ରିଜିଆ ପରେ ମିଳୁଥିବା ସବୁଠାରୁ ଶକ୍ତିଶାଳୀ ଅମ୍ଳ ହୋଇଥାଏ ଯାହା ସୁନା ଓ ପ୍ଲାଟୀନମ୍ କୁ ଛାଡିକରି ଧାତୁ ର ସହ କ୍ରିୟା କରି ତାହାକୁ ନଷ୍ଟ କରିପାରେ ।
ଦ୍ୱିତୀୟ କଥା ପିଆଜର ସବୁ ପରସ୍ତ ଉପରେ ଓ ତଳରେ ଏକ ଝିଲ୍ଲୀ ହୋଇଥାଏ, ଯାହା ଅପାଚ୍ୟ ହୋଇଥାଏ, ସେ ଝିଲ୍ଲୀ ଫୋଡଣା ରୁ ଅଲଗା ହୋଇଥାଏ , କାଟିଲେ ସେ ଏହା କଟିଯାଏ , ଏଥିପାଇଁ ପିଆଜକୁ କେଉଁ ଧାତୁ ଦ୍ୱାର୍ କାଟିବା ଉଚିତ୍ ନୁହେଁ ନିଜେ ଆଧୁନିକ ଦେଖାଇବା ପାଇଁ ଏହାକୁ କାଟିକରି ନୁହେଁ ବରଂ ଫାଳ କରି ନିଜେ କରିବା ଉଚିତ୍ , ଏହି ସଲଫର୍ ଯୁକ୍ତ ପଦାର୍ଥ ପିଆଜ ଉପର ପରସ୍ତ ରେ ଅଧିକା ହୋଇଥାଏ , ତଥା ମଧ୍ୟ ଭାଗରେ ନାମକ ମାତ୍ର ହୋଇଥାଏ , wageningen ବିଶ୍ୱବିଦ୍ୟାଳୟ ନେଦରଲ୍ୟାଣ୍ତର ଖୋଜ୍ ଅନୁସାରେ ପିଆଜ ମଧ୍ୟରେ ମିଳୁଥିବା quercetin ବହୁତ ପ୍ରଭାବି ଆଣ୍ଟିଏକ୍ସିଡେଣ୍ଟ ଅଟେ ଯାହା ଯୌବନକୁ ବନାଇ ରଖିଥାଏ , ତଥା ଭିଟାମିନ୍ ଇ ର ମୁଖ୍ୟ ସ୍ରୋତ ଅଟେ ,ସେମିତି ତ ଏହି ପଦାର୍ଥ ଚାହା ଓ ସେଓ ରେ ମିଳିଥାଏ, କିନ୍ତୁ ପିଆଜ ମଧ୍ୟରେ ମିଳୁଥିବା ପଦାର୍ଥ ଚାହାର ପଦାର୍ଥରୁ ଦୁଇଗୁଣାଓ ସେଓରେ ମିଳୁଥିବା ଏହି ପଦାର୍ଥ ତିନିଗୁଣା ଅଧିକା ଜଲଦି ହଜମ ହୁଏ , ୧୦୦ ଗ୍ରାମ ପିଆଜରେ ଏହା ୨୨,୪୦ ରୁ ୫୧,୮୨ ମିଲିଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।
Bern ବିଶ୍ୱବିଦ୍ୟାଲୟ ସ୍ୱିଜରଲ୍ୟାଣ୍ତରେ ମୁଷାଙ୍କୁ ପ୍ରତିଦିନ ଏକ ଗ୍ରାମ ପିଆଜ ଖୁଆଗଲା, ତେବେ ସେ ହାଡରେ ୧୭ ପ୍ରତିଶତ ପର୍ଯ୍ୟନ୍ତ ମଜବୁତ୍ ହୋଇଗଲା, ପିଆଜ ମଧ୍ୟ ଭାଗ ପେଟର୍ ଅଲସର୍ ଓ ସବୁ ପ୍ରକାରର ହୃଦରୋଗକୁ ଠିକ୍ କରେ, ପିଆଜ ଏହି ମଧ୍ୟରେ ମଧ୍ୟଭାଗରେ ଏକ ପୁରା ବହି ଲେଖାଯାଇପାରିବ, କିନ୍ତୁ ଆଜି ପାଇଁ ଏତିକି ,ବନ୍ଧୁଗଣ କେବେ ବି କାଟିକରି ପିଆଜକୁ ସାଲାଡ୍ ବନାନ୍ତୁ ନାହିଁ । ତାକୁ ମୁକ୍କା ମାରିକରି କିମ୍ବା କେଉଁ ଜିନିଷକୁ ଫାଳ କରି ଖାଆନ୍ତୁ ଏହା ଆପଣଙ୍କୁ ହେଲଥ୍ ବେନିଫିଟ୍ ଦେବ ଓ ଆଖିରୁ ଲୁହ ଆସିବ ନାହିଁ , ଆମର ବୟସ୍କ ଫାଳ କରି ଖାଅନ୍ତି, କିମ୍ବା କ୍ଷେତରୁ ଡାଇରେକ୍ଟ ସବୁଜ ପତ୍ର ଥିବା ପିଆଜ ଆଣନ୍ତି , ଓ ବିନା ଫାଳ କରି ଖାଆନ୍ତି , ଯେପରି ଆପଣ ସେଓ ଓ ପିଜୁଳି ଖାଆନ୍ତି ।