ହିଷ୍ଟ୍ରିଆ ବୁଢ଼ା ମତେ ଦେଖି Lungi ଖୋଲି ଦଉଚି ,ଆଉ ଆମ ଆଡକୁ ଦୌଡ଼ି ଆସି ଏଭଳି…

Uncategorized

ଘଟଣାଟି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଅଁଳପୁର ଗ୍ରାମରୁ, ଯେତେବେଳେ ଏହି ଗ୍ରାମରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଥିଲେ ସେହି ଗ୍ରାମରେ ରହୁଥିବା ଏକ ହିଷ୍ଟ୍ରିଆ ବୁଢ଼ା ନାମରେ। ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା।ମହିଳା ମିଡ଼ିଆକୁ କହିଥିଲେ କି, ଆମ ଗାଁ ରେ ଗୋଟିଏ ବୁଢ଼ା ରହୁଛି।

ସେ ଯେତେବେଳେ ଗାଁରେ ଯେକୌଣସି ମହିଳାଙ୍କୁ ଦେଖେ ତା’ ଆଗରେ ଲଙ୍ଗଳା ହୋଇଯାଏ ଓ ଗାଁରେ ଯେଉଁ ଝିଅଟି ସାଇକେଲରେ ଯାଉଥାଏ ତାଙ୍କୁ ଏହି ବୁଢ଼ା ଆଖି ମାରି ଡ଼ାକିଥାଏ। ବୁଢ଼ାଟି ମରିବାକୁ ବସିଲାଣି କିନ୍ତୁ ଝିଅ, ବୋହୂକୁ ଦେଖିଲେ ତାର କଣ ହେଇଯାଏ।ମହିଳା ଜଣକ ଏଥିସହ ଆହୁରି କହିଛନ୍ତି ଯେ

ମୋ ଘରେ କୌଣସି ପୁରୁଷ ନାହାଁନ୍ତି। ମୋ ସ୍ୱାମୀ ବାହାରେ କାମ କରନ୍ତି, ଘରେ କେବଳ ମୁଁ ଅଆଉ ମୋ ଦୁଇ ଝିଅ ଓ ଗୋଟିଏ ପୁଅ ରହୁଛୁ। ଆମେ ଏକଲା ରହୁଥିବାର ସୁଯୋଗ ପାଇ ବୁଢ଼ାଟି ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଆମ ଘର ସାମ୍ନାକୁ ଆସି ମୋ ସାମ୍ନାରେ କିମ୍ବା ମୋ ଝିଅ ସାମ୍ନାରେ ଲଙ୍ଗଳା ହୋଇଯାଏ।

ଏପରିକି ବୁଢ଼ାଟି ମୋ ଘର ସାମ୍ନାରେ ମଳତ୍ୟାଗ କରି ଚାଲିଯାଏ। ମୁଁ ଏହାର ବିରୋଧ କଲେ ସେ ମୋତେ ଅସଭ୍ୟ ଭାଷାରେ ଗାଳିଗୁଲଜ କରେ ଓ ମାରିବାକୁ କହିଥାଏ। ସବୁଦିନ ସେ ଏହିପରି କରେ ଆଉ ମୁଁ ଥରେ ତାକୁ ପ୍ରତିରୋଧ କରିବାରୁ ସେ ମୋତେ ଏକ ଠେଙ୍ଗାରେ ପିଟିଲା ଓ ଚାଲିଗଲା।

ମୁଁ ଏହି ଘଟଣାର ଖବର ଆଳି ଥାନାରେ ଦେଇଥିଲି ଓ ସେମାନେ ଗାଁକୁ ଆସିଥିଲେ କିନ୍ତୁ ଆରୋପୀକୁ ନପାଇବାରୁ ଚାଲିଗଲେ। ଏହାପରେ ମୁଁ ବହୁତବାର ପୋଲିସରେ ମୋ ଦୁଃଖର କଥା ଜଣାଇଲି ଓ ବୁଢ଼ାକୁ ଗିରଫ କରିବାପାଇଁ ପୋଲିସ ପାଖରେ ଗୁହାରି କଲି କିନ୍ତୁ ସେମାନେ ମୋତେ ଆଶ୍ୱାସନା

ଦେଇ ସେଠାରୁ ଫେରାଇ ଦେଲେ ଓ କହିଲେ ଆମେ ଯାଇ ବୁଢ଼ାକୁ ଗିରଫ କରିବୁ କିନ୍ତୁ ପୋଲିସ ତାଙ୍କ କଥା ରଖିନଥିଲେ ଯାହାଦ୍ୱାରା ମୋତେ ବାଧ୍ୟ ହୋଇ ମିଡ଼ିଆରେ ମୋ ଦୁଃଖର କଥାକୁ ଆଣିବାକୁ ପଡ଼ିଲା।

Leave a Reply

Your email address will not be published. Required fields are marked *