CHAINAରୁ ଓଡ଼ିଶାକୁ ଝିଅ ଆଣୁଥିଲା ଜଗବନ୍ଧୁ, ଏମିତି କାମ କରୁଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ ଆଉ ଦିନକୁ ରୋଜଗାର ୫ ଲକ୍ଷ ହେଉଥିଲା…

ଜଗବନ୍ଧୁଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିବାପରେ ସାରା ରହସ୍ୟ ଖୋଲିବାରେ ଲାଗିଛି। ପୋଲିସ ଗତକାଲି ସିଭିଲ ଡ୍ରେସ ମାଧ୍ୟମରେ ଯାଇ ସତ୍ୟବିହାର ପାଖରେ ଥିବା ଜଗବନ୍ଧୁଙ୍କ ବାସଭବନରୁ ତାଙ୍କୁ ଗିରଫ କରିଥିଲା ଓ ଜଗବନ୍ଧୁଙ୍କୁ ଅଜ୍ଞାତ କେଉଁ ସ୍ଥାନକୁ ନେଇ ପଚରା ଉଚରା କରିବାରେ ଲାଗି ପଡ଼ିଥିଲା।

ଏବେ ଯାହା ସାମ୍ନାକୁ ଆସୁଛି ତାହା ସମ୍ପୂର୍ଣ୍ଣ ରୂପରେ ଜଣକୁ ହଲାଇ ରଖିଦେବ। ଆସନ୍ତୁ ଜାଣିବା ତାହା ବିଷୟରେ ସବୁକିଛି।ଜଗବନ୍ଧୁଙ୍କୁ ଗିରଫ କରିବାପରେ ସେ କହିଥିଲା କି, ବଡ଼ ବଡ଼ ଙ୍କର ଡିମାଣ୍ଡ ଥିଲା କି, ଓଡ଼ିଶା ବ୍ୟତୀତ ବାହାରୁ ତଥା ଚାଇନା ଓ ଜାପାନରୁ ସୁନ୍ଦର ଝିଅକୁ ଆଣନ୍ତୁ, ଯାହାପାଇଁ ଜଗବନ୍ଧୁ

ଚାଇନା ଓ ଜାପାନରୁ ସୁନ୍ଦରୀ ଝିଅକୁ ଆଣିବାପାଇଁ ଯୋଜନା କରୁଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ଏଥିରେ ଏତେ ପାରଙ୍ଗମତା ହାସଲ କରିଥିଲେ ଯେ ସେମାନେ ବାହାରୁ ମଧ୍ୟ ଯୁବତୀ ମଗାଇବା ପାଇଁ ଭୟ କରୁନଥିଲେ।ଚାଇନାର ଏକ ଡ଼ିଲର ଯିଏକି ସୁନ୍ଦରୀ କନ୍ୟା ମାନଙ୍କର ସବୁ ଡ଼ିଟେଲସ ରଖିଛି ତାଙ୍କଠାରୁ

ଜଗବନ୍ଧୁ ଝିଅ ମାନଙ୍କୁ ଲକ୍ଷାଧିକ ଟଙ୍କା ଦେଇ କିଣୁଥିଲେ ଓ ସେମାନଙ୍କୁ ଓଡ଼ିଶା ଆଣୁଥିଲେ। ସେମାନେ ଓଡ଼ିଶାରେ ବଡ଼ ବଡ଼ ନେତା ଓ ବିଲଡ଼ର ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏମିତି ଗୋଟିକ ପରେ ଗୋଟିଏ ରହସ୍ୟ ବର୍ତ୍ତମାନ ଜଗବନ୍ଧୁଙ୍କ ପାଖରୁ ସାମ୍ନାକୁ ଆସିଛି। ଏବେ ଆଶା କରାଯାଉଛି

ଆଗକୁ ଏମିତି ଆଉ ଅନେକ ରହସ୍ୟ ସାମ୍ନାକୁ ଆସିବ ଓ ଆଉ କେଉଁମାନେ ସବୁ ଏଥିରେ ଲିପ୍ତ ଥିଲେ ତାହା ମଧ୍ୟ ଆମକୁ ଆଗାମୀ ସମୟରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *