Chiken ସହିତ ଏହି ଜିନିଷ ଖାଇଲେ ଆପଣଙ୍କ ଦୃଷ୍ଟିଶକ୍ତି କମିଯିବ,ଆପଣ ଧୀରେ ଧୀରେ ଅଳ୍ପ ଦେଖିବାକୁ ଲାଗିବେ…

ଆଜିର ଜୀବନଶୈଳୀ ଏମିତି ହୋଇଯାଇଛି ଯେ, ଲୋକମାନେ କୌଣସି ନା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ବହୁତ ଜଲଦି ପଡିଯାଉଛନ୍ତି। ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ନିଜ ସ୍ୱାସ୍ଥ୍ୟ ଓ ବାସ୍ତୁଶାସ୍ତ୍ରକୁ ଉଚିତ ସମୟ ଦେଇପାରୁନାହାନ୍ତି ଯାହାଦ୍ୱାରା ସ୍ୱାସ୍ଥ୍ୟରେ ଅବନତି ଦେଖାଦେବା ସହ ପରିବାରରେ ଆଶାନ୍ତି ଲାଗିରୁହେ। ଆଜି ଆମେ ଏହି ଆର୍ଟିକଲ ମାଧ୍ୟମରେ ବାସ୍ତୁଶାସ୍ତ୍ର ସହ ଜଡ଼ିତ ସ୍ୱାସ୍ଥ୍ୟ ଓ ପାରିବାରିକ ଖୁସି କେମିତି ପାଇବେ ତାହା ବିଷୟରେ ଜଣାଇବୁ।

ଦାନ୍ତମୂଳ ଫୁଲୁଥିଲେ:-ଯଦି ଆପଣଙ୍କ ଦାନ୍ତମୂଳ ଫୁଲୁଛି ଓ ବହୁତ କଷ୍ଟ ଅନୁଭବ ହେଉଛି ତାହେଲେ ଆପଣ ବଉଳ ଫୁଲର ପତ୍ର କିମ୍ବା ଫୁଲକୁ ଦାନମୂଳରେ ରଖିବା ଦ୍ୱାରା ଏହି କଷ୍ଟରୁ ଆପଣଙ୍କୁ ଉପଶମ ମିଳିଥାଏ।ଦୃଷ୍ଟିଶକ୍ତି କମୁଥିଲେ:-ଯଦି ଆପଣଙ୍କ ଆଖିର ସମସ୍ୟା ଦେଖାଦେଉଛି ଓ ଦୃଷ୍ଟିଶକ୍ତି କମୁଛି ତାହେଲେ ଆପଣ କାଠ ଚମ୍ପା ଫୁଲକୁ ଆଣି ଏହାକୁ ଶୁଙ୍ଘନ୍ତୁ ଯାହାଦ୍ୱାରା ଏହି ସମସ୍ୟାରୁ ଆପଣଙ୍କୁ ଉପଶମ ମିଳିବ।

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରର ଉତ୍ତର ଦିଗରେ ଶୁଆ ରଖୁଛନ୍ତି ତାହେଲେ ଏହା ଆପଣଙ୍କ ଘରକୁ ଶୁଭ ସଂକେତ ଆଣି ଆସିଥାଏ।ଯଦି ଆପଣ ଖଟ ଉପରେ ବସି ଖାଉଛନ୍ତି ତାହେଲେ ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହିତ ଘରେ ଅଶାନ୍ତି ଆଣିଥାଏ।ଯଦି ଆପଣଙ୍କ ଘର ସାମ୍ନାରେ ଥିବା ତୁଳସୀ ଗଛ ଶୁଖିଯାଉଛି ତାହେଲେ ଆପଣଙ୍କ ଘରକୁ କିଛି ଅଶୁଭ ସଂକେତ ଆସୁଛି ବୋଲି ମାନାଯାଇଥାଏ। ଏହାସହ ଯଦି ଘର ସାମ୍ନାରେ ଥିବା ତୁଳସୀ ଗଛ ଭରି ଯାଉଛି ତାହେଲେ ଆପଣଙ୍କ ଘରକୁ କିଛି ଶୁଭ ସଂକେତ ଆସୁଛି ବୋଲି ଜଣାପଡ଼ିଥାଏ।

ସୂର୍ଯ୍ୟାସ୍ତ ପରେ ବାହାର ଲୋକକୁ କ୍ଷୀର,ଦହି,ପିଆଜ, ଲଙ୍କା ଓ ସିନ୍ଦୂର ଦେବା ଅନୁଚିତ କାରଣ ଏହା ଦେଲେ ଆପଣଙ୍କ ଘରର ଅମଙ୍ଗଳ ହୋଇଥାଏ। ଏହାସହ ସୂର୍ଯ୍ୟାସ୍ତ ପରେ ନଖ, ବାଳ ଇତ୍ୟାଦି କାଟିବାଦ୍ୱାରା ଘରେ ଧାର ଓ।କରଜ ବୃଦ୍ଧି ପାଇଥାଏ।

ସୂର୍ଯ୍ୟାସ୍ତ ପରେ ବାହାରେ କୌଣସି ବସ୍ତ୍ର ଶୁଖାଇବା ଅନୁଚିତ କାରଣ ଏଥିରେ ଘର ପରିବାର ଲୋକେ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଥାନ୍ତି। ସୂର୍ଯ୍ୟାସ୍ତ ପରେ ବାସନକୁସନକୁ ଘଉଡ଼ାଇ ରଖିବା ଉଚିତ।

ପୁରାଣ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କୌଣସି ମୃତବ୍ୟକ୍ତିକୁ ସଂସ୍କାର କରିବା ଉଚିତ ନୁହେଁ କାରଣ ଏମିତି କଲେ ସେ ଆରଜନ୍ମରେ ପଙ୍ଗୁ ହୋଇ ଜନ୍ମ ହୋଇଥାଏ। ପୁରାଣରେ ଏହାମଧ୍ୟ ଉଲ୍ଲେଖ ଅଛି କି, ସୂର୍ଯ୍ୟାସ୍ତ ପରେ ଭାତ ଖାଇବା ଉଚିତ ନୁହେଁ କାରଣ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ।

ରାତିରେ ଘରେ ଝାଡ଼ୁ ପୋଛା କରିବା ଦ୍ୱାରା ଏହାକୁ ଅଶୁଭ ମାନାଯାଇଥାଏ। ଏହାସହ ଯଦି ଚାଉଳ ବସ୍ତା ଭିତରୁ ପିମ୍ପୁଡି ବାହାରୁଛି ତାହେଲେ ଏହାକୁ ଶୁଭ ବୋଲି ମାନାଯାଇଥାଏ। ଘରୁ ଯଦି ବହୁତ ମାତ୍ରାରେ ନାଲି ପିମ୍ପୁଡ଼ି ଦେଖାଯାଉଛନ୍ତି ତାହେଲେ ଏହା ଆମ ପାଇଁ ବହୁତ ଅଶୁଭ ହୋଇଥାଏ ଓ ଘରେ ବିବାଦ ଲାଗିରହିଥାଏ।

ଯଦି ଉତ୍ତର କିମ୍ବା ଦକ୍ଷିଣ ଦିଗରୁ ଘର ଭିତରକୁ ପିମ୍ପୁଡ଼ି ପ୍ରବେଶ କରୁଛନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ମାନାଯାଏ। ଯଦି ଏହା ପୂର୍ବ ଦିଗରୁ ଆସନ୍ତି ତାହେଲେ ବହୁତ ଅଶୁଭ ବୋଲି ମାନାଯାଏ।

ଘରର ଦକ୍ଷିଣ ଦିଗରେ ଯଦି ଲାଲ ରଙ୍ଗର ପରଦା ଟଣାଯାଏ ତାହେଲେ ଏହା ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ନିଜ ବାସଘରେ ଯଦି ଆପଣ ନାରଙ୍ଗୀ ରଙ୍ଗର ପରଦା ଲଗାଉଛନ୍ତି ତାହେଲେ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିଥାଏ। ଠାକୁର ଘରେ ହଳଦିଆ ରଙ୍ଗର ପରଦା ଲଗାଇବା ଅତ୍ୟନ୍ତ ଶୁଭଦାୟକ।

ଯଦି ଆପଣଙ୍କୁ ଧାର କରଜ କରିବାକୁ ପଡ଼ୁଥାଏ ଓ ଆପଣ ଚାହିଁ ମଧ୍ୟ ଏହାକୁ ବନ୍ଦ କରି ପାରୁନାହାଁନ୍ତି ତାହେଲେ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାଇଦିଅନ୍ତୁ। ବହୁତ ପରିଶ୍ରମ କରିବାପରେ ଯଦି ଆପଣଙ୍କୁ ସଫଳତା ମିଳୁନାହିଁ ତାହେଲେ ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାଇ ଦିଅନ୍ତୁ।

ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଟାଣିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ମନକୁ ଶାନ୍ତ ଓ ଉର୍ଜା ପ୍ରଦାନ କରିଥାଏ। ଯଦି ଆପଣ ନିଜ ଅଫିସ କିମ୍ବା ଘରେ ଲାଫିଙ୍ଗ ବୁଦ୍ଧ କିମ୍ବା କଇଁଛର ମୂର୍ତ୍ତି ରଖୁଛନ୍ତୁ ତାହେଲେ ଆପଣଙ୍କ ମସ୍ତିଷ୍କ ଠିକ ରହିବା ସହିତ ଧନର ମାର୍ଗ ଖୋଲିଯାଇଥାଏ।

Leave a Reply

Your email address will not be published. Required fields are marked *