ଦାମୀ ଜିନିଷର sauka ରଖୁଥିଲା ଅର୍ଚ୍ଚନା,ସବୁଦିନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କିଣିଥିଲେ ଏହି ଜିନିଷ ଆଉ ଏଭଳି ଭାବେ…

ଅର୍ଚ୍ଚନା ନାଥ ପେଶାରେ ଜଣେ ଆଡଭୋକେଟ କିନ୍ତୁ ସେ ଏମିତି ଏତେ ଜଲଦି ଧନୀ କେମିତି ହୋଇଗଲେ ଏହା କାହାରିକୁ ବିଶ୍ବାସ ହେଉନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଖୁଲାସା ତାହା ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିଲା। ପରଦା ପଛର କାହାଣୀ ଏହାଥିଲା କି, ଅର୍ଚ୍ଚନା ଗୋଟିଏ ସ୍କାଣ୍ଡାଲ କରୁଥିଲେ।

ଏଥିରେ ସେ ବଡ଼ ବଡ଼ ଫିଲ୍ମ ପ୍ରଯୋଜକ, ରାଜନେତା ଓ ଧନୀ ଲୋକଙ୍କୁ ଟାର୍ଗେଟ କରୁଥିଲେ।ପ୍ରଥମେ ସେମାନଙ୍କୁ ଅର୍ଚ୍ଚନା ଲାଳସା ଦେଉଥିଲେ ଓ ହୋଟେଲରେ ସେମାନଙ୍କ ସହିତ ରାତି କଟାଉଥିଲେ। ସେମାନଙ୍କ ଅଜାଣତରେ ତାଙ୍କର ଭିଡ଼ିଓ ରେକର୍ଡ଼ କରୁଥିଲେ ଓ ପରବର୍ତ୍ତୀ ସମୟରେ ଏହି ଭିଡ଼ିଓକୁ ଉକ୍ତ

ବ୍ୟକ୍ତିଙ୍କୁ ଦେଖାଇ ମେଲ କରୁଥିଲେ। ଇଜ୍ବତ ଚାଲିଯିବା ଭୟରେ ଉକ୍ତ ଲୋକମାନେ ଅର୍ଚ୍ଚନାଙ୍କୁ ମୁହଁ ମଗା ଟଙ୍କା ଦେଇ ଏହାକୁ ଚାପି ଦେଉଥିଲେ।ଏମିତି ଅର୍ଚ୍ଚନା ବଡ଼ ବଡ଼ ରାଜନେତା ଓ ଫିଲ୍ମ ପ୍ରଯୋଜକଙ୍କ ସହିତ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ସେ ଏଥିରେ କୋଟି କୋଟି ଟଙ୍କା କମାଇ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଙ୍ଗଳା କିଣିଥିଲେ ଓ ନିଜର ବିଭିନ୍ନ ଶୋଉକ ପୁରା କରିଥିଲେ।ଜଣାଇଦେଉଛୁ ଅର୍ଚ୍ଚନା ଏବେ ନିଜର ଶୋଉକ ପୁରା କରିବାପାଇଁ ଏକ ଧଳା ଘୋଡ଼ାକୁ ଲକ୍ଷାଧିକ ଟଙ୍କା ଦେଇ କିଣିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ଲାଗିଛି। ବର୍ତ୍ତମାନ ପୋଲିସ ଏହାଉପରେ

ତଦନ୍ତ ଜାରି ରଖିଛି ଓ ବହୁତ ଜଲଦି ଅର୍ଚ୍ଚନାକୁ ଗିରଫ କରିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *