ସତ ହେଇଥିଲେ ବଡ ସାଙ୍ଘାତିକ,ମା ହେବାକୁ Jauchnanti ଏବେ ବର୍ଷା ଭୋଳ,କହିଲେ ଟୁଁଗୁରୁ ତମେ ସବୁ ସାରିକି ଏବେ କୁଆଡେ ଲୁଚିଲ…

Uncategorized

ଆପଣମାନେ ଟୁଙ୍ଗୁରୁ ଓ ବର୍ଷାର କଥା ବିଷୟରେ ତ ନିଶ୍ଚୟ ଜାଣିଥିବେ କାରଣ ସାରା ଓଡ଼ିଶାରେ ସେମାନେ ଭାଇରାଲ ଯେ ହୋଇଛନ୍ତି। ମିଡ଼ିଆରେ ସେମାନଙ୍କ କାହାଣୀ ଓ ତାଙ୍କର ନ୍ୟୁଜ ହିଁ ଭିୟୁ ପାଇବାରେ ଲାଗିଛି ଓ ସେମାନେ ଏବେ ଫେମସ ହୋଇଗଲେଣି। ଏହାରି ଭିତରେ ଏକ ଅଡ଼ିଓ କଲ ସେମାନଙ୍କର ପୁଣିଥରେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଆସନ୍ତୁ ଜାଣିବା ସେହି କଲ ରେକର୍ଡ଼ରେ ବର୍ଷା ଓ ଟୁଙ୍ଗୁରୁ ପରସ୍ପରକୁ କଣ କହିଥିଲେ।ଭାଇରାଲ ହୋଇଥିବା ଏହି କଲ ରେକର୍ଡ଼କୁ ବର୍ଷା ନିଜେ ରେକର୍ଡ଼ କରି ମିଡ଼ିଆକୁ ଦେଇଥିଲେ। ଏଥିରେ ଟୁଙ୍ଗୁରୁ ବର୍ଷାକୁ କହୁଛି କି, “ଦେଖେ ତ ଯଦି ତୋ ହାତ କାଟୁ ତାହେଲେ ତତେ ବହୁତ ମାରିବି”। ଏଥିରେ ବର୍ଷା କଥାରେ କଥାରେ

ଟୁଙ୍ଗୁରୁକୁ ଆପଣ କହିଦେବାରୁ ଟୁଙ୍ଗୁରୁ କହୁଛି ହଉ ଏବେ ମୁଁ ଆପଣ ହେଇଗଲି ନାଇଁ।ବର୍ଷା କହିଲା:- ତୁମ ବାପାଙ୍କ ସହ କଥା ହୋଇଥିଲି ଓ ସେ କହିଲେ, ଦେଖେ ମାଆ ତୁ ଯଦି ମୋ ପୁଅ ଠୁ ଦୁଇ ଚାରିବର୍ଷ ସାନ ହୋଇଥାନ୍ତୁ ତାହେଲେ ମୁଁ ତୋ ବାହାଘର କରାଇ ଦେଇଥାନ୍ତି। ଏଥିରେ ଟୁଙ୍ଗୁରୁ କହୁଛି ତୁ ବ୍ୟସ୍ତ

ବିଲକୁଲ ହଅନା, ମୁଁ ବାପାଙ୍କୁ ବୁଝାଇଦେବି ଓ ସେ ରାଜି ହୋଇଯିବ।ଏହାପରେ ଟୁଙ୍ଗୁରୁ କହୁଛି, ମୋ ମୁଣ୍ଡ ତୁ ଖରାପ କରିଥିଲୁ ବୋଲି ତତେ ମୁଁ ମାରିଲି ନହେଲେ କଣ ମୁଁ ତତେ କେବେ ବାଡ଼ାଏ। ଏହାପରେ ଟୁଙ୍ଗୁରୁ କହୁଛି, ମୁଁ ଏବେ ବହୁତ ଟେନ୍ସନରେ ଅଛି ସିଗାରେଟ ପିଉଛି। ବର୍ଷା ଏହାପରେ କହୁଛି

ତମେ ତ ଶୁଟିଂରେ ବ୍ୟସ୍ତ ଥିବ ତ ମୁଁ ଆଉ ଫୋନ କରୁନି।ଶେଷରେ ଟୁଙ୍ଗୁରୁ ବର୍ଷାକୁ କହୁଛି, ଦେଖେ ମୁଁ ତତେ ବାହାହେବି। ଦୁନିଆ ଦେଖିବ ଆଲୋକ ଆଉ ବର୍ଷାକୁ, ତୁ ବିଲକୁଲ ବି ଚିନ୍ତା କରେନି। ବାକି ରହିଲା ସାହି ପଡ଼ିଶା କଥା, ସେମାନଙ୍କ କଥା ତୁ ବିଲକୁଲ ଭାବେନି ସବୁ ମୋ ଉପରେ ଛାଡ଼ିଦେ

Leave a Reply

Your email address will not be published. Required fields are marked *