ଆପଣଙ୍କ Wife ସହିତ ଏହି ୪ଟି କାମ କରନ୍ତୁ ଯାହା ଦ୍ୱାରା ତାପରେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ବିନା ରହି ପାରିବନାହିଁ,ସବୁବେଳେ ପ୍ରେମ କରିବେ…

ବନ୍ଧୁଗଣ ଆଜିର ସମୟରେ ବହୁତ ବିବାହ ଭାଙ୍ଗିବାର ଦେଖାଯାଉଛି ଓ ବୈବାହିକ ସମ୍ପର୍କ ବହୁତ ସମୟ ଚାଲିପାରୁନାହିଁ। ଏହି ଦାମ୍ପତ୍ୟ ଜୀବନ ଭାଙ୍ଗିବାର କାରଣ ହେଉଛି ମ୍ୟାରେଜ ଲାଇଫରେ ତୃତୀୟ ବ୍ୟକ୍ତି ପ୍ରବେଶ କରିଥାଏ। ଅଧିକତର ପତି ନିଜ ପତ୍ନୀଙ୍କୁ ଭରସା ଯୋଗ୍ୟ ମାନନ୍ତି ନାହିଁ କାରଣ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ।

ଏମିତି ସେତେବେଳେ ହୁଏ ଯେତେବେଳେ ଆପଣ ନିଜ ସ୍ତ୍ରୀ କୁ ସମୟ ଦେଇପାରନ୍ତି ନାହିଁ ଓ ଦିନସାରା କାମ କରି ଆପଣ ରାତିରେ କେବଳ ତାଙ୍କସହ ସେକ୍ସ କରି ଶୋଇପଡ଼ନ୍ତି।ଏହି କାରଣରୁ ଆପଣଙ୍କ ପତ୍ନୀ ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି। ସେଥିପାଇଁ ଆଜି ଆମ ଆପଣଙ୍କ ସହିତ ଏମିତି ୪ଟି ଉପାୟ ଶେୟର

କରିବାକୁ ଯାଉଛୁ ଯାହାକୁ ଆପଣାଇ ଆପଣ ନିଜ ସ୍ତ୍ରୀ କୁ ନିଜ ପାଖରେ ରଖିପାରିବେ ଓ ସ୍ତ୍ରୀ କେବେବି ଆପଣଙ୍କୁ ଛାଡ଼ିକି ଯାଇପାରିବନାହିଁ। ଆସନ୍ତୁ ଜାଣିବା ସେସବୁ ଉପାୟ କଣ କଣ।୧- ସ୍ତ୍ରୀ କୁ ରୋମାଣ୍ଟିକ କଥା କୁହନ୍ତୁ:- ରାତିରେ କେବଳ ସେକ୍ସ କରିବା ଉଚିତ ନୁହେଁ। ପ୍ରତ୍ୟେକ ପତ୍ନୀ ଚାହିଁଥାଏ ତାଙ୍କ ସ୍ୱାମୀ ତାଙ୍କସହ ରୋମାନ୍ସ କରନ୍ତୁ

ଓ ରୋମାଣ୍ଟିକ କଥାବାର୍ତ୍ତା ତାଙ୍କସହ କରନ୍ତୁ। ଏହା କଲେ ପତ୍ନୀଙ୍କୁ ବହୁତ ଖୁସି ଲାଗିଥାଏ ଓ ତାଙ୍କ ମନରେ ଆପଣଙ୍କ ପ୍ରତି ଆହୁରି ଭଲ ପାଇବା ବଢ଼ିଯାଏ।୨- ସ୍ନେହ କରିବା:- ଦିନସାରା କାମର ବ୍ୟସ୍ତତା ମଧ୍ୟରେ ଆପଣ ରାତ୍ରି ସମୟରେ ନିଜ ପତ୍ନୀଙ୍କୁ ନିଜ ବାହୁ ବନ୍ଧନରେ କୁଣ୍ଢେଇ ଶୁଅନ୍ତୁ ଓ ଛୋଟ ପିଲାଙ୍କୁ ଯେମିତି ସ୍ନେହ କରାଯାଏ

ତାଙ୍କୁ ମଧ୍ୟ ସେମିତି ସ୍ନେହ କରନ୍ତୁ ଆଉ ମିଠାମିଠା କଥାକହି ତାଙ୍କ ମଥାକୁ ଚୁମ୍ବନ ଦିଅନ୍ତୁ। ଏମିତି କଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ପ୍ରତି ବିଶ୍ବସ୍ତ ହୋଇ ରହିବ ଆଉ ଅନ୍ୟ କୌଣସି ପୁରୁଷକୁ ଆଖି ଉଠାଇ ଦେଖିବନାହିଁ।୩- କେୟାର/ ପତ୍ନୀଙ୍କ ସେବା କରନ୍ତୁ:- ଦିନସାରା ଘର କାମ କରି ଆପଣଙ୍କ ପତ୍ନୀ ଥକି ଯାଇଥିବେ।

ଏଥିପାଇଁ ଆପଣ ତାଙ୍କୁ ଟିକେ ମସାଜ କରିବେ ଯଦି ବହୁତ ଭଲ ହେବ। ସ୍ତ୍ରୀ ବେଡ଼ ଉପରେ ବସି ରହିଥିବା କିମ୍ବା ଶୋଇ ରହିଥିବା ବେଳେ ଆପଣ ତାଙ୍କ କାନ୍ଧ ଓ ବେକକୁ ହାଲକା ହାତରେ ମସାଜ କରନ୍ତୁ ଯାହାଦ୍ୱାରା ତାଙ୍କୁ ମଜା ଲାଗିବ ଓ ସବୁ ଥକାପଣ ଦୂରେଇ ଯିବ। ଯଦି ସମୟ ପାଉଛନ୍ତି ଆପଣ ନିଜ ସ୍ତ୍ରୀ ର ଚୁଟିକୁ ମସାଜ କରନ୍ତୁ।

୪- ଥଟା ମଜା କରନ୍ତୁ:- ଜୀବନରେ ଯଦି ହସଖୁସି ନରହିବ ତାହେଲେ ଆମକୁ ବହୁତ ବୋରିଂ ଅନୁଭବ ହୋଇଥାଏ। ସେଥିପାଇଁ ଆପଣ ନିଜ ପତ୍ନୀଙ୍କ ସହିତ ହସି ମଜାକ କରନ୍ତୁ ଓ ସମୟ ସମୟରେ ତାଙ୍କସହ କମେଡ଼ି ଓ ଫନି ଭିଡ଼ିଓ କିମ୍ବା ଫିଲ୍ମ ଦେଖନ୍ତୁ। ଏମିତି କରିବାଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ କନେକ୍ସନ ଶକ୍ତ ରହିଥାଏ ଓ ସେମାନେ ମଲା ପର୍ଯ୍ୟନ୍ତ ନିବିଡ଼ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି।

Leave a Reply

Your email address will not be published. Required fields are marked *