ଆପଣଙ୍କ ପ୍ରେମିକ ଯଦି ଆପଣାକୁ ଭଲ ପାଉନାହିଁ ତେବେ ଏହି ୩ଟି କାମ କରିଦିଅ Jhia ତୁମକୁ ନିଜେ ଡ଼ାକିବ ତୁମ ସହିତ ସବୁ କରିବ…

ଆଜିର ଏହି ତଥ୍ୟ ଉଭୟ ପୁଅ ଏବଂ ଝିଅ ଦୁଇ ଜଣଙ୍କ ପାଇଁ ଉପଯୋଗୀ ଅଟେ।ଆପଣଙ୍କ ବନ୍ଧୁ ଆପଣଙ୍କ ସହ କଥା ହେଉଛି କିନ୍ତୁ ଆପଣ ପାଖକୁ ଡାକିଲେ ପାଖକୁ ଆସୁ ନାହିଁ ଓ ଯାହା କହିଲେ ତାହା କରୁ ନାହିଁ ତାହାଲେ ଆପଣ ଏଭଳି କରନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ବନ୍ଧୁ ନିଜେ ଆପଣଙ୍କ ପାଖକୁ ଆସିବ ଏବଂ ସବୁ କିଛି କରିବ।

ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ ପାଖକୁ ଆସୁନି,ଅଧିକ କଥା ହେଉ ନାହିଁ ଆଗରୁ ଆସୁଥିଲା ଠିକ୍ ଭାବରେ କଥା ହେଉଥିଲା,ଯାହା କହୁଥିଲେ କରୁଥିଲା କିନ୍ତୁ ଏବେ ଆପଣ ଯାହା କହୁଛନ୍ତି କରୁ ନାହିଁ ତାହାଲେ ଆପଣଙ୍କ ପ୍ରେମ ଉପରୁ ତାର ଧିରେ ଧିରେ ଉତ୍କଣ୍ଠା କମିବାରେ ଲାଗିଲାଣି ସେ ଯେତେ ମନା କଲେ ମଧ୍ୟ

ଏହି କଥା ସତ ଯଦି ଏପରି ହୋଇଥାଏ ତାହାଲେ ନିଜର ବନ୍ଧୁଙ୍କୁ ପୂର୍ବ ପରି ଆଣିବା ପାଇଁ ଆପଣ ସର୍ବେ ପ୍ରଥମେ ତାକୁ ଏହା କହିବା ଛାଡି ଦିଅନ୍ତୁ କି ତୁମେ ଆଉ ଆଗ ଭଳି ନାହିଁ।ଆପଣ ତାକୁ ନିଜର ସମୟ ଦିଅନ୍ତୁ,ତାକୁ କଲ କରନ୍ତୁ ମେସେଜ କରନ୍ତୁ ଯଦି ବି ସେ ଆପଣଙ୍କୁ କଲ କିମ୍ବା ମେସେଜ କରୁ ନାହିଁ ଆପଣ

ଚିନ୍ତା କରନ୍ତୁ ନାହିଁ ଆପଣ ତାଙ୍କୁ ମେସେଜ କରନ୍ତୁ କଲ କରନ୍ତୁ।ସେ ଯଦି ଆପଣଙ୍କ ସହ କଥା ହେଉଛି ତାହାଲେ କଥାବାର୍ତ୍ତା ଜାରି ରଖନ୍ତୁ ନହେଲେ ମଧ୍ୟ ତାକୁ ମେସେଜ କରନ୍ତୁ କଲ କରନ୍ତୁ ତାର ସମ୍ମୁଖରେ କେବେବି ବାହାରକୁ ଯିବା କଥା କି ଅନ୍ୟ କିଛି କଥା କୁହନ୍ତୁ ନାହିଁ ତାର ଆଗରେ କେବେବି ଅଭିଯୋଗ

କରନ୍ତୁ ନାହିଁ।ଆପଣ ସବୁବେଳେ ତାର ସମ୍ମୁଖରେ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ।ଆପଣ ଯେଉଁ କାମ କରୁଛନ୍ତି ସେହି କାମରେ ବ୍ୟସ୍ତ ରୁହନ୍ତୁ ଏମିତି ବି ନୁହେଁ କି ତାଙ୍କର କଲ ଆଉ ମେସେଜ ଆଦୌ ଉତ୍ତର ଦେବେ ନାହିଁ।ଆପଣ ଯେଉଁ କାମ ବି କରୁଛନ୍ତି ତାକୁ ଧ୍ୟାନ ଲଗାଇ କରନ୍ତୁ ଆସି ସବୁବେଳେ ନିଜର

ବନ୍ଧୁ ଆଗରେ ନିଜର କାମ କଥା କୁହନ୍ତୁ କି କିପରି ଆଜି ଆପଣ କାମ କଲେ,ଆପଣ ନଥିଲେ କିଛି କରି ପାରି ନଥାନ୍ତେ ଇତ୍ୟାଦି।ସବୁବେଳେ ନିଜ ଅଫିସ କିମ୍ବା କାମ କରୁଥିବା ସ୍ଥାନର ଫୋଟୋ ସୋସିଆଲ ମିଡିଆରେ ଛାଡନ୍ତୁ।ପାଠ ପଢୁଥିଲେ ବି ସମ୍ପୁର୍ଣ୍ଣ ଧ୍ୟାନ ଦେଇ ପାଠ ପଢନ୍ତୁ।

Leave a Reply

Your email address will not be published. Required fields are marked *