ଓଡ଼ିଆ Film ଜଗତ ପାଇଁ ଆସିଲା ବଡ ଦୁଃଖ ଖବର,ଏବେ ଏବେ ଏହି ଲୋକପ୍ରିୟ ଓଡ଼ିଆ ହିରୋ ଙ୍କ ହେଲା ଦେହାନ୍ତ,କାନ୍ଦିଲେ ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି…

ହୃଦଘାତରେ ଚାଲିଗଲେ ଓଡ଼ିଆ ସିରିୟଲ ପରୀ ର ଏହି ବଡ଼ ହିରୋ।ଚଳିତ ବର୍ଷ ଆରମ୍ଭରୁ ହିଁ ଏହା ଓଡ଼ିଆ ସିନେମା ଜଗତ ଏବଂ ସିରିୟଲ ଜଗତ ପାଇଁ ଏହା ଖୁବ୍ କଷ୍ଟ ପୂର୍ଣ୍ଣ ଅଛି।ପୂର୍ବରୁ ଅନେକ ବରିଷ୍ଠ ଅଭିନେତା ଆମ ଗ୍ରହଣ ରୁ ଚାଲି ଯାଇଥିବା ବେଳେ ଏବେ ଓଡ଼ିଆ ସିରିୟଲ ଜଗତ ପାଇଁ ଆହୁରି ଏକ ଦୁଃଖଦ ଖବର ଆସିଛି। ପରୀ ସିରିୟଲ ର ଏହି ବଡ଼ ହିରୋ ଆଜି

ହୃଦ୍ ଆଘାତ କାରଣରୁ ଆମ ନିକଟରୁ ଚାଲି ଯାଇଛନ୍ତି।ଓଡ଼ିଆ ମେଗା ସିରିୟଲ ପରୀର ଏହି କଳାକାର ସତ୍ୟଜିତ ପୁରୋହିତ ଙ୍କ ହୃଦ୍ ଆଘାତ କାରଣରୁ ମୃତ୍ୟୁ ହୋଇଛି।ମୃତ୍ୟୁ ସମୟରେ ତାଙ୍କର ବୟସ ୩୨ ବର୍ଷ ଥିଲା ବୋଲି କୁହା ଯାଉଛି।ପୂର୍ବରୁ ସତ୍ୟଜିତ କୌଣସି ଅଜଣା ରୋଗରେ ପୀଡିତ ହୋଇ ଭଲ ହୋଇଥିଲେ

ବୋଲି ଖବର ମିଳିଛି।ଆଉ ଆଜିର ଅପରାହ୍ନ ସମୟରେ ସତ୍ୟଜିତ ଙ୍କ ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହେବାରୁ ତାଙ୍କୁ କଣ୍ଟା ବାଞ୍ଛି ରେ ଥିବା ଏକ ଘରୋଇ କ୍ଲିନିକ୍ କୁ ନିଆ ଯାଇଥିଲା।ଏହି କ୍ଲିନିକ୍ ରେ ତାଙ୍କର ଜରୁରୀ କାଳୀନ ଚିକିତ୍ସା କରିବା ପରେ ତାଙ୍କୁ ବଡ଼ ଡାକ୍ତରଖାନା କୁ ନେବା ପାଇଁ କୁହା ଯାଉଥିଲା।

ତେଣୁ ତାଙ୍କୁ ବଲାଙ୍ଗୀରରେ ଅବସ୍ଥିତ ଭୀମ ଭୋଇ ଡାକ୍ତରୀ କଲେଜକୁ ସ୍ଥାନାନ୍ତର କରା ଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ତେବେ ସତ୍ୟଜିତ ଙ୍କ ଏହି ଅକାଳ ବିୟୋଗ ସାରା ଓଡ଼ିଆ ସିନେମା ଏବଂ ଓଡ଼ିଆ ସିରିୟଲ ଜଗତରେ ଦୁଃଖର ବତା ବରଣ ଖେଳାଇ ଦେଇଛି।ଭିନ୍ନ ଭିନ୍ନ ପ୍ରଶ୍ନ ଓ ଉତ୍ତର

ଆମେ ଆଣୁ ଯାହା ଆପଣଂକୁ ଅନେକ ସାହାଯ୍ୟ କରିପାରେ।ପ୍ରଶ୍ନ ଓ ଉତ୍ତର ପଢିବା ଦ୍ଵାରା ଆପଣଙ୍କ ଜ୍ଞାନରେ ବିକାଶ ମଧ୍ୟ ହୁଏ।ତେବେ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ ଅଟେ ତାହା କମେଣ୍ଟ ରେ ଜଣେଇ ପାରିବେ

Leave a Reply

Your email address will not be published. Required fields are marked *