ଭାଇରାଲ ହେଲେ Purna ମଉସା,ପୁଅ ମୋର ବଡ ଲୋକ ଗୀତ କାର୍ତ୍ତିକୀ ଚର୍ଚା ରେ..ଦେଖନ୍ତୁ Video

Uncategorized

ପୁଅ ମୋର ବଡ଼ ଲୋକ ବଡ଼ ଅଫିସର କେତେବଡ ଫ୍ଲାଟ ତାର ବଡ଼ ବଡ଼ କାର।ମିଡିଆ:ପୁଅ ମୋର ବଡ଼ ଲୋକ ବଡ଼ ଅଫିସର କେତେବଡ ଫ୍ଲାଟ ତାର ବଡ଼ ବଡ଼ କାର,ତ ପୁଣି କେତେବେଳେ ମୋ ଆଲଣା, ମୋ ବିଛଣା ଫିଙ୍ଗା ହେଲାଣି।ସ୍ୱର୍ଣ୍ଣ ମଉସା:ମୋ ଆଲଣା, ମୋ ବିଛଣା ଫିଙ୍ଗା ହେଲାଣି ପୁଅ ଗ୍ୟାରେଜ ଘରେ।ଖାଇବା ମନା ବସିବା ମନା ଏମିତି କେତେ କଣ ଗୀତରେ ରିଲ ବନେଇ ସୋସିଆଲ ମିଡିଆରେ ହିରୋ ପାଲଟିଛନ୍ତି ଏହି ବ୍ୟକ୍ତିଜଣକ।

ପୁଅ ବୋହୂ ଆସିଶିଆନ ପୁଅ ବୋହୂ ଆସିଶିଆନ ଘରେ ଜାଗା କଣ?ତେଣୁ ମୋ ଠିକଣା ଟା ଅନାଥ ଆଶ୍ରମ।ତେଣୁ ମୋ ଠିକଣା ଟା ଅନାଥ ଆଶ୍ରମ।ଗୀତରେ ଏମିତି ଅଭିନୟ କରିଛନ୍ତି ଯେ ଦେଖିବା ଲୋକ ବାରମ୍ବାର ତାଙ୍କ ରିଲ ଦେଖିବାକୁ ବାଧ୍ୟ ହଉଛନ୍ତି।ଆପଣମାନେ ବି ଥରେ ଦେଖନ୍ତୁ ତାଙ୍କର ଏହି ରିଲ ଭିଡିଓ।

ଏ ହେଉଛନ୍ତି ବାଲେଶ୍ଵର ସୀମାନ୍ତ ନୂଆଁ ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ।ବୟସ ହେଲାଣି ସତ କିନ୍ତୁ ସେ ହାର ମାନି ନାହାନ୍ତି ବୟସର ତାଳେ ତାଳେ ତାଙ୍କ ଭିଡିଓରେ ମିଲିଅନ ମିଲିଅନ ଭିଉ ମଧ୍ୟ ହଉଛନ୍ତି।ଦେଖୁ ନାହାନ୍ତି ଦାରୁଭୂତ ମୁରାରି ରେ କେମିତି ଅଭିନୟ କରୁଛନ୍ତି।ପୂର୍ଣ୍ଣ ମଉସା:ମୁଁ ଭିଡିଓ ବନେଇତେ ବନେଇତେ

ଆଜି ମୋର ସୋସିଆଲ ମିଡିଆରେ ଏଇ ଗୀତଟା ଭାଇରାଲ ହେଇଛି।ଓଡ଼ିଶାର ବହୁତ ଲୋକ ଦେଖୁଛନ୍ତି ବାରମ୍ବାର ଦେଖୁଛନ୍ତି ଲାଇକ କରିଛନ୍ତି ସେୟାର କରୁଛନ୍ତି ବହୁତ ଭଲ ପାଇବା ଦେଉଛନ୍ତି ମତେ ବହୁତ ଖୁସି ଲାଗୁଛି।ପରିଶ୍ରମ କିଛି ନାହିଁ ମତେ ବହୁତ ଖୁସି ଲାଗୁଛି କାରଣ ଲୋକମାନେ ମତେ ବହୁତ ଭଲ ପାଉଛନ୍ତି।

ମତେ ବହୁତ ଖୁସି ଲାଗୁଛି ମୋର ୮ ମିଲିଅନ ଫୋଲର ହେଲେଣି ୟାଠୁ ଆଉ ବଡ ଧନ କଣ?ମୋଟ ଉପରେ ସମସ୍ତ ଲୋକଙ୍କୁ ବାୟା କରିଛି ପୂର୍ଣ୍ଣ ଦାଦା ଙ୍କ ରିଲ ଭିଡିଓ। ଟୋକାରୁ ବୁଢ଼ା ସମସ୍ତେ ତାଙ୍କ ରିଲ ଭିଡିଓରେ ମଜବୁତ।ସ୍ଥିତି ଏମିତି ହେଲାଣି ଯେ ପୂର୍ଣ୍ଣ ମଉସାଙ୍କୁ ଅଧିକରୁ ଅଧିକ ଭିଡିଓ ବନେଇବାକୁ ଲୋକମାନେ

ବହୁତ ଅନୁରୋଧ କରୁଛନ୍ତି। ରିଲରେ ସେ କେମିତି ଅଭିନୟ କରୁଛନ୍ତି ଦେଖି ନିଅନ୍ତୁ।ସେ ଯେମିତିକା ଗୀତ ହେଇଥାଉ ନା କାହିଁକି ପୁରା ନିଖୁଣ ଅଭିନୟ କରୁଛନ୍ତି ପୂର୍ଣ୍ଣ।ସେ ଏମିତି ଅଭିନୟ କରୁଛନ୍ତି ଯେ କେତେବେଳେ ଆପଣ ହସିବାକୁ ବାଧ୍ୟ ହେବେ ତ ଆଉ କେତେବେଳେ କାନ୍ଦିବାକୁ ବାଧ୍ୟ ହେବେ।ଏ

ଯେମିତି ଜୀବନ ଯେତିକି କାମନା ସେତିକି ଗୀତରେ ଅଭିନୟ କରି ଦର୍ଶକ ଙ୍କୁ ବିମୋହିତ କରୁଛନ୍ତି ପୂର୍ଣ୍ଣ ମଉସା

Leave a Reply

Your email address will not be published. Required fields are marked *