ଓଡ଼ିଆ ହାସ୍ୟ ଅଭିନେତା Gudu ଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଖୁସି ଖବର,ସ୍ତ୍ରୀ Priyanka ଙ୍କ ପାଇଁ ହେଲା ସମ୍ଭବ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆପଣମାନେ ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କମେଡିଆନ ଗୁଡୁଙ୍କୁ ନିହାତି ଭାବରେ ଜାଣିଥିବେ।ତେବେ ଆଜି ଆମେ ତାଙ୍କ ବିଷୟରେ କିଛି ନୂତନ ଅପଡେଟ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ବର୍ତ୍ତମାନ ସମୟରେ ଯେଉଁ ଖବର ଆସୁଛି ସେହି ଅନୁସାରେ ବାହାଘର ପରେ ବଦଳିଯାଇଛି ହାସ୍ୟ ଅଭିନେତା ଗୁଡୁଙ୍କ ଜୀବନ।ତେବେ ଗୁଡୁଙ୍କ ଜୀବନରେ ଆସିଛି ଏକ ବହୁତ ବଡ଼ ଖୁସି ଖବର।ଏହି ଖବର ଜାଣି ତାଙ୍କ ଫ୍ୟାନ ମାନେ ମଧ୍ୟ ଅତ୍ୟନ୍ତ ଖୁସି ହୋଇଛନ୍ତି।କ୍ରିଷ୍ନାଙ୍କ ସହିତ ଗୁଡୁଙ୍କର ଏକ ଫଟୋ ଯାହାକି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।ଏବଂ ତାହାକୁ ଦର୍ଶକ ମାନେ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ତାହା ହେଉଛି ଗୁଡୁଙ୍କ ଆଗକୁ ଆସୁଥିବା ଫିଲ୍ମର ସୁଟିଙ୍ଗ ସେଟ।

ଯେଉଁଥିରେକି ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତା ଗୁଡୁ କମେଡିଆନ କ୍ରିଷ୍ନାଙ୍କ ସହିତ ଅଭିନୟ କରିବାକୁ ଯାଉଛନ୍ତି।କ୍ରିଷ୍ନାଙ୍କୁ ତ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ।ସେ ମଧ୍ୟ ଜଣେ ଖୁବ ସୁନ୍ଦର ହାସ୍ୟ ଅଭିନେତା ଅଟନ୍ତି।ଏବଂ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କୁ ନିଜ କମେଡି ମାଧ୍ୟମରେ ହସାଇଥାନ୍ତି।ଆପଣମାନେ ନିହାତି ଭାବରେ କ୍ରିଷ୍ନାଙ୍କୁ କପିଲ ଶର୍ମା ସୋରେ କମେଡି କରିବାର ଦେଖିଥିବେ।ଏବଂ ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ ଅଟନ୍ତି।

ସେ ଵଲିଉଡ଼ରେ ମଧ୍ୟ ଅନେକ ଫିଲ୍ମରେ ନଜର ଆସିଛନ୍ତି।ତେବେ ଓଲିଉଡର କମେଡିଆନଙ୍କ ସହିତ ଵଲିଉଡ଼ର କମେଡିଆନ ଏକାଠି ହୋଇଛନ୍ତି ଗୋଟିଏ ଫିଲ୍ମରେ ଯାହାକି ଗୁଡୁଙ୍କ ଆଗକୁ ଆସୁଥିବା ଫିଲ୍ମ।ଯାହାର ସୁଟିଙ୍ଗ ବର୍ତ୍ତମାନ ସମୟରେ ଆରମ୍ଭ ହୋଇଯାଇଛି।ଯେଉଁଥିରେ ଆପଣ ମାନଙ୍କୁ କମେଡି କିଙ୍ଗ କ୍ରିଷ୍ନା ନଜର ଆସିବେ।ଏକ ବହୁତ ଜବରଦସ୍ତ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ଗୁଡୁ।ତେବେ ଏଥିପାଇଁ ଗୁଡୁ ତାଙ୍କ ସବୁ ଶ୍ରେୟ ତାଙ୍କ ସ୍ତ୍ରୀଙ୍କୁ ଦେଇଛନ୍ତି।

ସେ କହିଛନ୍ତି ତାଙ୍କ ସ୍ତ୍ରୀ ବା ତାଙ୍କ ଧର୍ମ ପତ୍ନୀ ହେଉଛନ୍ତି ତାଙ୍କ ପାଇଁ ସବୁଠାରୁ ଅଧିକ ଭାଗ୍ୟଶାଳୀ।ଏବଂ ସେ ତାଙ୍କୁ ପାଇବା ପରେ ଜୀବନର ସବୁ କିଛି ଖୁସି ମଧ୍ୟ ପାଇଛନ୍ତି ଏବଂ ଏତେ ବଡ଼ ପ୍ରୋଜେକ୍ଟରେ ମଧ୍ୟ କାମ କରିବାର ଚାନ୍ସ ପାଇଛନ୍ତି।ତେବେ ବିବାହ ପରେ ବେସ ଖୁସି ଥିବାର ଜଣା ପଡିଛନ୍ତି ହାସ୍ୟ ଅଭିନେତା ଗୁଡୁ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା।

ପ୍ରିୟଙ୍କା ମଧ୍ୟ ଗୁଡୁଙ୍କୁ ବହୁତ ସପୋର୍ଟ କରୁଛନ୍ତି ଏବଂ ଆଗକୁ ଯିବାପାଇଁ ପ୍ରୋତ୍ସାହନ ଦେଉଛନ୍ତି।ଓ ଆଗକୁ ବଢ଼ିବାର ରାସ୍ତା ମଧ୍ୟ ଦେଖାଉଛନ୍ତି।ଗୁଡୁଙ୍କ ସମସ୍ତ ଫ୍ୟାନ ଏବଂ ସମଗ୍ର ଓଡିଶା ବାସିଙ୍କୁ ମଧ୍ୟ ଗୁଡୁ ଏବଂ ପ୍ରିୟଙ୍କାଙ୍କ ଯୋଡି ଖୁବ ପସନ୍ଦ ଆସିଛି।ଏବଂ ସେମାନେ ତାଙ୍କ ଆଗାମୀ ଜୀବନ ଖୁବ ଖୁସିରେ ରୁହନ୍ତୁ ବୋଲି ସମସ୍ତେ ଚାହାଁନ୍ତି।ଗୁଡୁଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କ ଆସିବାକୁ ଯାଉଥିବା ନୂତନ ଫିଲ୍ମ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *