ହେଙ୍ଗୁ ପାଣିରେ ମିଶାଇକରି ପିଇଲେ ହୋଇଥାଏ ଏହି ଫାଇଦାଗୁଡିକ – ଓଡ଼ିଆ ଲୋକମାନେ ଏହି କଥା ଜାଣିବା ଦରକାର

ହେଙ୍ଗୁର ପାଣି ପିଇବାର ଫାଇଦା_ ଡାଲିରେ ତଡକା ଲଗାଇବା ଓ ତରକାରୀରେ ସ୍ୱାଦ ବଢାଇବା ପାଇଁ ବହୁ ଦିନରୁ ହେଙ୍ଗୁର ବ୍ୟବହାର କରାଯାଉଛି, ହେଙ୍ଗୁ ନା କେବଳ ଖାଦ୍ୟର ସ୍ୱାଦ ବଢାଇଥାଏ, ବରଂ ଏହାର ବ୍ୟବହାରରେ ନାନାପ୍ରକାରର୍ ରୋଗର ଚିକିତ୍ସା ବି କରାଯାଇପାରିବ, ସବୁଦିନ ଗୋଟେ ଗିଲାସ ହେଙ୍ଗୁବାଲା ପାଣି ନଖ ଉଷୁମ ପାଣିରେ ହେଙ୍ଗୁ ମିଶାଇକରି ପିଇଲେ ବହୁତ ଅଧିକା ଲାଭ ହୋଇଥାଏ, ଏହି କାରଣରୁ ଏହାର ବ୍ୟବହାର ସବୁ ରୋଷେଇରେ କରାଯାଏ ।ହେଙ୍ଗୁ କିମ୍ବା ଇଂରାଜୀରେ କହିପାରିବା ଏସଫେଟିଡ୍- ଆୟୁର୍ବେଦରେ ହେଙ୍ଗୁକୁ ଔଷଧୀ ହିସାବରେ କୁହାଯାଇଛି, ସବୁଦିନ ଏହାର ସେବନ କରିଲେ ବହୁତ ଫାଈଦା ହୋଇଥାଏ , ଛୋଟ ଛୁଆଙ୍କ ପେଟ ପୀଡା କିମ୍ବା ମାହବାରୀର ପୀଡା ହେଉ ଏକ ଚୁଟକି ହେଙ୍ଗୁ ସେବନ କରିଲେ କିଛି ସମୟ ମଧ୍ୟରେ ପିଡା ଦୁର ହୋଇଯାଏ , ଯଦି ଆପଣ ସବୁଦିନ ଗୋଟେ ଚୁଟକି ହେଙ୍ଗୁକୁ ପାଣିରେ ମିଶାଇକରି ପିଇବେ ତେବେ ସୁସ୍ଥ୍ୟ ରହିବେ ଏହା ସହ ବହୁତ ରୋଗର ସର୍ବନାଶ୍ ହେବ , ଆସନ୍ତୁ ଜାଣିବା ଆୟୁର୍ବେଦିକ ଔଷଧୀ ମାନେ ଏକ ଚୁଟକି ହେଙ୍ଗୁର ପାଣି ପିଇବାର ଫାଇଦା ।

୧) ପେଟର ଅସୁବିଧାକୁ କରେ ଦୁର- ଅପଚ କିମ୍ବା ପେଟ ସଂବନ୍ଧିତ ଅନ୍ୟ କିଛି ଅସୁବିଧାରୁ ମୁକ୍ତି ପାଇବାକୁ ହେଲେ ହେଙ୍ଗୁକୁ ବ୍ୟବହାରରେ ନେଇପାରିବେ , ହେଙ୍ଗୁର ପାଣିରେ ମହଜୁଦ୍ ଆଣ୍ଟି ଇଫ୍ଲେମେଣ୍ଟ୍ରି ଓ ଆଣ୍ଟି ଅକ୍ସିଡେଣ୍ଟ୍ସ ପେଟ ଖରାପ, ଏସିଡିଟି, ପେଟରୁ କୁର୍ମି ଦୁର କରିବା ସହ ଅପଚ ସମସ୍ୟାକୁ ଦୁର କରିଦିଏ ।

୨) ମହିଳାଙ୍କ ପାଇଁ ଅଟେ ଲାଭକାରୀ- ହେଙ୍ଗୁରେ ମହଜୁଦ୍ ଆଣ୍ଟି ଇନଫ୍ଲାମେଣ୍ଟାରୀ ତତ୍ତ୍ୱ ମହିଳାଙ୍କ ମାସିକ ଧର୍ମ ସମୟରେ ସମସ୍ତ ପୀଡାରୁ ମୁକ୍ତି ଦେଇଥାଏ, ହେଙ୍ଗୁକୁ ନଖ ଉଷୁମ ପାଣିରେ ପକାଇ ପିଇଲେ ଲ୍ୟୁକୋରିଆ ଓ କ୍ୟାଡିଡା ଇନଫେକ୍ସନ୍ ବି ଜଲଦି ଠିକ୍ ହୋଇଯାଏ ।

୩) ପୁରୁଷଙ୍କ ଯୌନ ସମସ୍ୟା ପାଇଁ ଅଟେ ହୀତକାରୀ- ନଖ ଉଷୁମ ପାଣିରେ ହେଙ୍ଗୁ ମିଶାଇକରି ପିଇଲେ ପୁରୁଷଙ୍କ ମଧ୍ୟରେ ନଂପୁସକତା, ଶିଘ୍ରପତନ, ସ୍ପର୍ମର କମି ଓ ଯୌନ ସମସ୍ୟାରୁ ମୁକ୍ତି ମିଳିଥାଏ, ଏହା ଛଡା ଏହା ଶରୀରରେ ବ୍ଲଡ୍ ସର୍କୁଲେସନ୍ ବି ତେଜ୍ କରିଦିଏ , ଯେଉଁଥିରେ ଲିବିଡୋ ବଢିଥାଏ, ଆୟୁର୍ବେଦରେ ହେଙ୍ଗୁର ଶକ୍ତିବର୍ଦ୍ଧକ ମେଡିସିନ୍ ଭାବେ କୁହାଯାଇଛି, ହେଙ୍ଗୁର ବ୍ୟବହାର ଖାସକରି ପୁରୁଷଙ୍କ ପାଇଁ ବହୁତ କାରଗାର ଅଟେ, ତାହା ସହ କାମନାଇଚ୍ଛା କୁ ବି ବଢାଇଥାଏ ।

୪) ଏହା ବ୍ଲଡ୍ ସୁଗର୍ ଲେବୁଲ୍ କୁ କଣ୍ଟ୍ରୋଲ୍ କରିଥାଏ, ଯାହା ଅଗ୍ନାଶୟ ଓ କୋଶିକାକୁ ଉତ୍ତୋଜିତକରିଥାଏ, ଏଥିରେ ଡାଇବେଟିଜ୍ ସମସ୍ୟା କମ୍ ହୋଇଯାଏ ,

୫) ପୀଡାରୁ ଦେଇଥାଏ ମୁକ୍ତି- ନଖ ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇଲେ ଦାନ୍ତପୀଡା, ମାଇଗ୍ରେନ୍ ପରି ପିଡାରୁ ମୁକ୍ତି ମିଳେ , ଏଥିରେ ମହଜୁଦ୍ ଆଣ୍ଟିଏକ୍ସିଡେଣ୍ଟ ପୀଡା ନିବାରକ ତତ୍ତ୍ୱ ମହଜୁଦ୍ ହୋଇଥାଏ । ଯାହା ପୀଡାକୁ ନିବାରଣ କରାଏ

୬) ଏହା କ୍ୟାନ୍ସର୍ ବିପଦକୁ ବି କମ୍ କରେ ଏଥିରେ ଅକ୍ସିଡେଣ୍ଟ୍ସ ଫ୍ରୀ ରେଡିକିଲ୍ସ ଶରିରର କୋଷିକା ରକ୍ଷା କରିଥାଏ, ହେଙ୍ଗୁର କ୍ୟାନ୍ସର ବିରୋଧି ଗତିବିଧି କ୍ୟାନ୍ସର କୋଶିକାକୁ ବିକାର ହେବାରେ ରୋକିଥାଏ ।

୭) ହାଡ ଓ ଦାନ୍ତକୁ କରିଥାଏ ମଜବୁତ୍- ହେଙ୍ଗୁର ପାଣିରେ ଆଣ୍ଟି ଇନଫ୍ଲାମେଣ୍ଟାରି ପ୍ରୋପଟୀଜ୍ ହୋଇଥାଏ ଯାହାଦ୍ୱାରା ହାଡଗୁଡୀକ ମଜବୁତ୍ ହୋଇଥାଏ, ଏଥିରେ ମହଜୁଦ୍ ଅକ୍ସିଡେଣ୍ଟ ଦାନ୍ତକୁ ମଜବୁତ୍ କରିଥାଏ ଓ ବିଟା କ୍ୟାରୋଟିନ୍ ଆଖିକୁ ହେଲଦ୍ଦି ରଖିଥାଏ ।

୭) ତ୍ୱଚା ସମସ୍ୟା ଦୁର କରେ- ହେଙ୍ଗୁରେ ଆଣ୍ଟି ଇନଫ୍ଲାମେଣ୍ଟାରି ତତ୍ତ୍ୱ ହୋଇଥାଏ , ଯାହାକୁ ନେଇ ଏହାକୁ ଲଗାଇଲେ ତ୍ୱଚାରୁ ଜଳ୍ୱନ ଦୁର ହୋଇଯାଏ , ଓ ବ୍ୟାକ୍ଟେରିଆ ସଫା କରିଦିଏ ।

୮) ଏହା ଇମ୍ୟୁନୋ ସିଷ୍ଟମକୁ ମଜବୁତ୍ କରେ- ଏହାର ପାଣିରେ ଆଇରନ୍ ହୋଇଥାଏ, ଯାହା ଏନିମିଆ ମାନେ ରକ୍ତର କମି କୁ ଦୁର କରେ , ଏହା ଶରୀରରେ ଇମ୍ୟୁନୋ ସିଷ୍ଟମ୍ ଦୁର କରେ, ଏହା ଖାସ ଇନଫେକ୍ସନ୍ ରୁ ବି ରକ୍ଷା କରେ ।

୯) ଆସ୍ତମା ଓ ୟୁରିନ୍ ସମସ୍ୟାରୁ ରକ୍ଷା କରେ- ହେଙ୍ଗୁର ପାଣିରେ ଡାଇୟୁରୋଟୀକ୍ ପ୍ରୋପଟିଜ୍ ଥାଏ, ଯାହା ୟୁରିନ୍ ସମସ୍ୟାରୁ ରକ୍ଷା କରେ, ଯାହା ଆସ୍ତମାରୁ ରକ୍ଷା କରେ । ଏହା ଗର୍ଭନିରୋଧକ ଉପଚାର ବୋଲି ମାନାଯାଏ ,

୧୦) ହେଙ୍ଗୁର ପାଣି ପିଇଲେ ପାଚନ କ୍ରିୟା ବି ସୁଦୃଢ ହୁଏ, ହେଙ୍ଗୁର ପାଣି ଯୋଗୁଁ ଏସିଡ୍ ଶେଷ ହୋଇଯାଏ,  ଓ ପେଟରୁ ବହୁତ ରୋଗ ସମାପ୍ତ କରିଦିଏ, କିଡନୀ ଅସୁବିଧା ରହିଲେ ଏହାର ପାଣି ସଂକ୍ରମଣକୁ କାଟିଦିଏ , ଓ ଏହା ମୁତ୍ରମାର୍ଗ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର୍ କରିଦିଏ , ହେଙ୍ଗୁର ପାଣି କାଛୁ କୁଣ୍ତିଆରୁ ମୁକ୍ତି ଦେଇଥାଏ , ତାହା ସହ ଯଦି ଦାନ୍ତରେ ପୋକ ଖାଉଛନ୍ତି ତେବେ ଏହାକୁ ପିଇଲେ ପୋକ ସବୁ ମରିଯାଆନ୍ତି, ଓ ଦାନ୍ତର ପୀଡା ଦୁର ହୋଇଯାଏ । ହେଙ୍ଗୁର ପାଣିରେ ଆଣ୍ଟିଏକ୍ସିଡେଣ୍ଟ ମାନାଯାଏ, ତେବେ ଏହାର୍ ପାଣିକୁ ଗ୍ରହଣ କରିଲେ ଶରୀରେ ବହୁତ ସଂକ୍ରମଣ ଦୁର ହୋଇପାରିବ, ଓ ଦୁର୍ବଳତା ଦୁର ହୋଇଥାଏ, ଯଦି ସ୍ୱାଦ ପାଇଁ ମହୁ ମିଶାଇଦିଆଯାଏ ତେବେ ଏହାର୍ ଗୁଣ ଆହୁରି ବଢିଯାଏ, କିନ୍ତୁ ସବୁ ଲାଭ ତେବେ ମିଳିବ ଯେବେ ଲଗାତାର ୭ ଦିନ ଯାଏଁ ହେଙ୍ଗୁର ପାଣି ପିଇଲେ ଏହି ହେଙ୍ଗୁବାଲା ପାଣି ପିଇଲେ ବହୁତ ଫାଇଦା ହୋଇଥାଏ, ଏକ ଗିଲାସପାଣିରେ ଅଧା ଚାମଚ ହେଙ୍ଗୁ ମିଶାଇକରି ଖାଲି ପେଟରେ ପିଇଲେ ବହୁତ ଲାଭ ମିଳିଥାଏ । ଏହା ସହ ପାଚନ ତନ୍ତ୍ରକୁ ବି ମଜବୁତ୍ କରେ ।

Leave a Reply

Your email address will not be published. Required fields are marked *