ଜଣେ କହୁଛନ୍ତି,ଜଉଁ ଲିଭ ଇନ ରେଲେସନ ରେ ରହୁଛନ୍ତି,ସେମାନେ ଯଉଁ ବିବାହ ପୂର୍ବରୁ ସମ୍ପର୍କ ରଖି ଦେଉଛନ୍ତି ଯାହା ଫଳରେ ସେମାନଙ୍କ ସହ ସଂପର୍କ ରଖି ଦେଲା ପରେ ସେମାନଙ୍କର ମନ ଖଟା ହେଇଗଲା ପରେ ସେମାନେ ଆଉ ଗୋଟେ ଅନ୍ୟ ଝିଅ ପ୍ରତି ବା ପୁଅ ମନେ ଅନ୍ୟ ଆଉ ଗୋଟେ ଝିଅ ପ୍ରତି ଆଗ୍ରହ ଦେଖାଉଛନ୍ତି।
କିନ୍ତୁ ଆମର ଆଗରୁ ଜଉଁ ଥିଲା ବିବାହ ପରେ ଯାଇକି ସଂପର୍କ ରଖିବ।ପିଲାମାନେ ପୁଅ କଣ ଝିଅମାନେ ସମସ୍ତେ ଦେଖୁଛନ୍ତି ବଡ଼ ବଡର ପୁଅ ହେଲେ କି ବଡ଼ ବଡ଼ର ଝିଅ ହେଲେ ସମସ୍ତେ ପଇସା ପାଇଁ ବି ବଡ ବଡ ଝିଅକୁ କି ପୁଅକୁ ହାତେଇ ଦେଉଛନ୍ତି।ସେ ଜଉଠି ମନ ନ ମିଳିବ ଜଉଠି ବୁଝାମଣା ଠିକ ନ ରହିବ
ସେ ଜାଗାରେ ଝଗଡ଼ା ହେବ ତାପରେ ଯିଏ ଯାହାକୁ ଛାଡ଼ି ଦେଇ ପଳାଉଛନ୍ତି।ପିଲାମାନେ ଯଦି ଚାକିରି ଛାଡ଼ି ଅର୍ଥ ପଛରେ ଗୋଡେଇଲେ ଆମ ପିଲାମାନେ ଜଉ କଲେଜ ଯାଉଛନ୍ତି ସେ କଲେଜ ଯାଉଛନ୍ତି କି ଓୟୋ ହଟେଲ ଯାଉଛି ଆମେ ସେକଥା ଦେଖୁଛନ୍ତି କି ତେଣୁ ପିଲାକୁ ଆମେ ସମୟ ଦେଇ ପାରୁ ନାହାଁନ୍ତି।
ଆଉ ପିଲାକୁ ଗୋଟେ ଭଲ ପରିବେଶ ମିଳିଲେ ସେ ଭଲ ରହିବ ଆଉ ଯଦି ପିଲା କୁ ସଙ୍ଗତରେ ପଡି ଯାଉଛି ବା ପରିବେଶ ତାର ଭଲ ରହୁନି ତାହେଲେ ପିଲାଟା ବାଧ୍ୟ ହେଇକି ଖରାପ ଲାଇନରେ ଯାଉଛି।ଆମେ ଆଗରୁ ପ୍ରେମକୁ କହୁ ପ୍ରେମ ସତ୍ୟ ତ ପ୍ରେମ ସାସ୍ୱତ ପ୍ରେମ ଚିରନ୍ତନ୍ୟ କିନ୍ତୁ କାଳ କ୍ରମେ ବର୍ତ୍ତମାନ
ଅର୍ଥ ସର୍ବସ୍ବ ବୋଲି ଭାବୁଛନ୍ତି।କାହିଁକି ନା ସମସ୍ତେ ଏବେ ଜଉ ପ୍ରେମ କରୁଛନ୍ତି,ସେମାନେ ଅର୍ଥ ପଛରେ ବେଶି ଗୋଡାଉଛନ୍ତି।ଯେଉଁମାନେ ଦେଖୁଛନ୍ତି ଭଲ ଭଲ ଘରର ପିଲା ସେମାନଙ୍କୁ ଫସେଇ ଲିଭ ଇନ ରେ ରହି ତାପରେ ତାଙ୍କୁ ପ୍ରତାରଣା କଟି ଲାଷ୍ଟ ବେଳକୁ ସେମାନେ ଅଘଟଣ କରିବା ଯାଏ ଯାଉଛନ୍ତି।
ଏଠି କହିବାର ମାନେ ଯେତେବେଳେ ଆଗରୁ ଆମର ପୁରୁଣା କାଳରେ ଯେତେବେଳେ ପୁରୁଷ ଆଉ ସ୍ତ୍ରୀ ମାନେ ବାହା ହଉଥିଲେ ଗୋଟେ ବୈଦିକ ରୀତିରେ ବାହା ହଉଥିଲେ।ଗୋଟେ ସ୍ନେହ ଆଉ ପ୍ରେମ ରହୁଥିଲା ଆଉ ସେ ସାତ ଫେର ନଉଥିଲେ,ଦୋଷ ହେଲେ କ୍ଷମା କରି ଦେଉଥିଲେ।ବାହାଘର ଆଗରୁ
କେତେ କଣ ରୀତି ନୀତି ହୁଏ ଆଉ କେତେ କଣ ପ୍ରତିଜ୍ଞା କଲା ଭଳି ହୁଏ ତେଣୁ ତାଙ୍କ ଭିତରେ ଗୋଟେ ଭରସା ରହୁଥିଲା। କଳି ଝଗଡ଼ା ହେଲେ ବି ଏକାଠି ରହୁଥିଲେ।