ସମୁଦ୍ର (Ocean) ର ଗଭୀରତମ ସ୍ଥାନକୁ ଗଲେ ସେଠାରେ କଣ ହୋଇଥାଏ,ଏହି କଥା କୁ ଆପଣ କେବେ ଶୁଣି ନଥିବେ…ଦେଖନ୍ତୁ Video

ସମୁଦ୍ର ଆମର ଅନେକ ଆବଶ୍ୟକତା ପୂରଣ କରିଥାଏ।ଏହା ସହିତ ସମୁଦ୍ର ସହିତ ଆମର ଅନେକ କଥା ମଧ୍ୟ ଜଡିତ ହୋଇ ରହିଛି।ତେବେ ଆମେ ବର୍ତ୍ତମାନ ସମୁଦ୍ର ସମ୍ପର୍କରେ କିଛି କଥା ଆଲୋଚନା କରିବା।ସମୁଦ୍ରରେ ଅନେକ ଜୀବ ରହି ଥାଆନ୍ତି।ଏହା ସହିତ ସମୁଦ୍ର ଆମର ପୃଥିବୀର କେତେ ଗଭୀରତାକୁ ଯାଇଛି ଏହା ସମ୍ପର୍କରେ କେହି ମଧ୍ୟ ଜାଣି ନାହାନ୍ତି।ଏହା ସହିତ ସମୁଦ୍ର ସହିତ ଏପରି ଅନେକ କଥା ଜଡ଼ିତ ହୋଇ ରହିଛି ଯାହା ଆମକୁ ଅନେକ ଆଶ୍ଚର୍ଯ୍ୟ କରି ଥାଏ।

ଏହା ସହିତ ସମୁଦ୍ରର ଅନେକ ଗଭିରକୁ ଆଜିକାଲି ଲୋକମାନେ ଯାଇ ଥାଆନ୍ତି।ତେବେ ସମୁଦ୍ର ଭିତରକୁ ଗଲେ ସାଧାରଣ ଭାବରେ କେଉଁ କେଉଁ ଅସୁବିଧା ହୋଇ ଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ସମୁଦ୍ର ଭିତରକୁ ଯିବା ପରେ ସାଧାରଣ ଭାବରେ ଆମର ଶରୀର ଉପରେ ପାଣିର ଚାପ ପଡ଼ିଥାଏ।

ଏହା ସହିତ ସମୁଦ୍ର ଭିତରକୁ ଯିବା ପରେ ଆମର ଶରୀର ଉପରେ ସେହି ପରି ଭାବରେ ଚାପ ମଧ୍ୟ ଧୀରେ ଧୀରେ ବଢ଼ି ବଢ଼ି ଚାଲି ଥାଏ।ତେବେ ଆମେ ସମୁଦ୍ରର ଯେତେ ଭିତରକୁ ଯିବା ଆମର ଶରୀର ଉପରେ ଚାପ ସେହିପରି ଭାବରେ ବଢ଼ି ବଢ଼ି ଚାଲିଥାଏ।ତେବେ ଯେତେବେଳେ ଆମର ଶରୀର ଉପରେ ଚାପ ବହୁତ ଅଧିକ ବଢ଼ି ଯାଇଥାଏ

ସେତେବେଳେ ଆମର ଫୁସଫୁସ ଫାଟି ଯିବାର ମଧ୍ୟ ସମ୍ଭାବନା ରହିଥାଏ।ତେଣୁ ସମୁଦ୍ରର ଅଧିକ ଗଭୀରକୁ ଯିବା ଫଳରେ ଏହା ଆମର ଶରୀର ଉପରେ ଅନେକ ଚାପ ପକାଇ ଥାଏ।ତେଣୁ ସମୁଦ୍ରର ଅଧିକ ଗଭିରକୁ ଯିବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଏହା ସହିତ ସାଧାରଣ ଭାବରେ ସମୁଦ୍ରର ଏକ କିମି ଗଭୀର ମଧ୍ୟରେ ସାଧାରଣ ଭାବରେ ସମୁଦ୍ରର ଅନେକ ଜୀବ ରହି ଥାଆନ୍ତି।

ଏହା ସହିତ ସମୁଦ୍ରର ଅଧିକ ଗଭୀରରେ ବହୁତ କମ ଜୀବ ଦେଖା ଯାଇ ଥାଆନ୍ତି।ଏହା ସହିତ ସମୁଦ୍ରର ଅଧିକ ଗଭୀରତାକୁ ଯେତେବେଳେ କୌଣସି ବ୍ୟକ୍ତି ଯିବା ପାଇଁ ଚାହୁଁଥାଏ ସେହି ସମୟରେ ସେ ନିଜ ସହିତ ଅମ୍ଳଜାନ ମଧ୍ୟ ନେଇ ଯାଇଥାଏ।ତେବେ ସେ ଯେତିକି ଅମ୍ଳଜାନ ନେଇ ଯାଇଥାଏ ତାହା କେବଳ ଏକ କିମି ଗଭୀରତାକୁ ଯାଇ ଫେରିବା ପାଇଁ ଅଟେ।

ଏହା ଠାରୁ ଅଧିକ ଗଭୀରତାକୁ ଯିବା ଫଳରେ ଅମ୍ଳଜାନ ଶେଷ ହେବାର ମଧ୍ୟ ସମ୍ଭାବନା ରହି ଥାଏ।ତେଣୁ ସମୁଦ୍ରର ଅଧିକ ଗଭୀରତାକୁ ଯିବା ଆମ ପାଇଁ ଅନେକ ଭାବରେ କ୍ଷତିକାରକ।ଏହା ସହିତ ଆଜି ଯାଏ ମଧ୍ୟ ସମୁଦ୍ରର ସବୁଠାରୁ ଅଧିକ ଗଭୀର। ସ୍ଥାନ କେଉଁ ଠାରେ ରହିଛି ଏହା ସମ୍ପର୍କରେ କେହି ମଧ୍ୟ ସଠିକ ଭାବରେ ଜାଣି ନାହାନ୍ତି।ତେବେ ଏହା କେଉଁ ସ୍ଥାନରେ ରହିଛି ଏହାକୁ ଖୋଜି ବାହାର କରିବା ପାଇଁ କେହି ମଧ୍ୟ ସକ୍ଷମ ହୋଇ ନାହାଁନ୍ତି।ଏହା ସହିତ ଏହା କରିବା ମଧ୍ୟ ବର୍ତ୍ତମାନ ଯାଏ ସମ୍ଭବ ହୋଇ ନାହିଁ।

https://www.youtube.com/watch?v=uxiZxeZIGIU

Leave a Reply

Your email address will not be published. Required fields are marked *