ଯେତେବେଳେ ଜଣେ ବୁଢ଼ୀ ମାଆଙ୍କୁ ଦର୍ଶନ ଦେଲେ Mahadeva ଙ୍କ ଶେଷନାଗ,ଏହାପରେ ଯାହାହେଲା ଆପଣ ବିଶ୍ବାସ କରି ପାରିବେନାହିଁ…

ଆମ ହିନ୍ଦୁ ଗ୍ରନ୍ଥରେ ନାଗକୁ ପୂଜା କରାଯାଏ ଓ ବହୁତସାରା ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, ପୂର୍ବ କାଳରେ ନାଗ ଓ ମନୁଷ୍ୟ ଏକତ୍ର ହୋଇ ରହୁଥିଲେ। ନାଗ ମାନଙ୍କ ଆକାର ବିଶାଳକାୟ ଥିଲା କିନ୍ତୁ ସମୟର ପରିବର୍ତ୍ତନ ପରେ ଏମାନଙ୍କ ଆକାର ଛୋଟ ହୋଇଗଲା। କିଛି କ୍ଷେତ୍ରରେ କିଛିଲୋକେ ଦାବି କରିଛନ୍ତି କି, ସେମାନେ ବିଶାଳକାୟ ସାପକୁ ନିଜ ଆଖିରେ ଦେଖିଛନ୍ତି। ଏମିତି ଏକ ଘଟଣା କୁରା ଗ୍ରାମର

ସୀତାବାଇ ଙ୍କ ସହିତ ଦେଖିବାକୁ ମିଳିଥିଲା। ଆସନ୍ତୁ ତାଙ୍କ ସହିତ କଣ ହୋଇଥିଲା ସେ ବିଷୟରେ ଜାଣିବା।ସୀତାବାଇ ଜଣେ ଶିବଭକ୍ତ ଥିଲେ ଓ ଭଗବାନଙ୍କ ପ୍ରତି ତାଙ୍କର ବହୁତ ଆସ୍ଥା ଓ ନିଷ୍ଠା ରହିଥିଲା। ସେ ପ୍ରତିଦିନ ଭଗବାନ ଶିବଙ୍କୁ ପୂଜା କରି ନିଜର ଦିନଚର୍ଯ୍ୟା ଆରମ୍ଭ କରିଥାଆନ୍ତି। ସୀତାବାଇଙ୍କ ପାଖରେ

ଏକ ଅଦ୍ଭୁତ ଗୁଣ ରହିଥିଲା। ଗାଁରେ ଯାହାର କିଛି ହୋଇଥାଏ ସେ ସୀତାବାଇଙ୍କ ପାଖକୁ ଆସି ଝାଡ଼ି ହୋଇଗଲେ ସେ ଜଲଦି ସୁସ୍ଥ ହୋଇଯାଇଥାଏ।ଦିନେ ସୀତାବାଇ ନିଜ ଘରର ବଗିଚାରେ ବସିଥିବା ବେଳେ ଅଚାନକ ଆକାଶରେ ବାଦଲ ଚାଲିବାକୁ ଲାଗିଲା ଓ ସେ କିଛି ବୁଝି ପାରିନଥିଲେ। ହଠାତ ସେ ଦେଖନ୍ତି

ତ ଆକାଶରେ ବାଦଲ ଆକାରର ଏକ ବିଶାଳ ପଞ୍ଚଫେଣି ନାଗ ସେ ତାଙ୍କୁ ଦର୍ଶନ ହୋଇଛି। ଏହାକୁ ଦେଖି ସେ ବିଶ୍ବାସ କରି ପାରିଲେନାହିଁ ଓ ସେ ଏହାକୁ ପ୍ରଣାମ କରିଥିଲେ। ଏହିକଥା ସେ ନିଜର ଘରଲୋକଙ୍କୁ କହିଲେ କିନ୍ତୁ ଘରଲୋକେ ଭାବିଥିଲେ ବୟସ ବହୁତ ହେବା କାରଣରୁ ତାଙ୍କୁ ଏହି ଭ୍ରମ ହେବାରେ ଲାଗିଛି

ଓ ସେ ତାଙ୍କ କଥାକୁ ବିଶ୍ବାସ କଲେନାହିଁ। କିନ୍ତୁ ସୀତାବାଇ ଜାଣନ୍ତି ସେ କଣ ଦେଖିଛନ୍ତି।ଏହିଦିନ ରାତିରେ ସୀତାବାଇଙ୍କୁ ନିଦ ଆସିନଥିଲା ଓ ଏହିକଥା ଭାବିବାକୁ ଲାଗିଲେ। କିଛି ସମୟ ଭାବି ଭାବି ତାଙ୍କୁ ନିଦ ଲାଗିଗଲା ଓ ସେ ସ୍ୱପ୍ନରେ ଦେଖିଲେ ଯେ, ଏକ ବିଶାଳସାପ ତାଙ୍କୁ ସ୍ୱପ୍ନ ଦ୍ୱାରା କହୁଛି ଯେ

ଆସନ୍ତାକାଲି ଭଗବାନ ଶିବଙ୍କ ଲିଙ୍ଗରେ କ୍ଷୀର ଚଢାଇବାକୁ। ସାପଟି ତାଙ୍କୁ ସ୍ୱପ୍ନରେ କହୁଛି କି, ଭଗବାନ ମହାଦେବ ତୁମ ଭକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ଓ ମୃତ୍ୟୁପରେ ତୁମକୁ କୈଳାଶରେ ସ୍ଥାନ ମିଳିବ।ଏଥିରେ ସୀତାବାଇ ବହୁତ ଖୁସି ହୋଇଗଲେ ଓ ନିଜ ଘରଲୋକଙ୍କୁ ଏହିକଥା କହିଲେ କିନ୍ତୁ ସେମାନେ ବିଶ୍ବାସ କରିନଥିଲେ।

ଯେତେବେଳେ ସୀତାବାଇଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ବହୁତ ଗୁଡିଏ ନାଗସାପ ତାଙ୍କ ଜୁଇ ଚାରିପଟେ ଆସି ବସିଥିଲେ। ଏଥିରୁ ଘରଲୋକଙ୍କୁ ଜଣାପଡ଼ିଲା ଯେ, ସୀତାବାଇ ସବୁ ସତ କହୁଥିଲେ। ଘରଲୋକ ଏହାଜାଣି ଖୁସି ହେଲେ ଯେ, ସୀତାବାଇ ବର୍ତ୍ତମାନ କୈଳାଶରେ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *