ଝୁଲରେ ନିତାଇ ଝୁଲ (JHULU RE NITAE JHUL) ଭିଡ଼ିଓ ବଦଳାଇ ଦେଲା ଭାଗ୍ୟ,ରାତାରାତି ହେଇଗଲେ ଚର୍ଚା ଏପରି ଭାବେ…

ନିକଟରେ ଓଡ଼ିଆ ଭଜନ ଝୁଲରେ ନିତାଇ ଝୁଲ ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ ଅନେକ ଭାବରେ ଚର୍ଚ୍ଚିତ ହୋଇ ସାରିଲାଣି।ତେବେ ଏହାକୁ ଏହି ଅଳ୍ପ ଦିନ ତଳେ ଆଉ ଜଣେ ବ୍ୟକ୍ତି ନାରଦ ବେଶରେ ଗାଇ ଥିଲେ।ଏହାକୁ ଗାଇବା ପରେ ସେ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲେ।ଝୁଲରେ ନିତାଇ ଝୁଲ ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ,ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ ହୋଇଛି ସେ ଗୁଲୁଗୁଲୁ,ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ ହୋଇଛି ସେ ଗୁଲୁଗୁଲୁ,ଗୋରା ଚାନ୍ଦ ମୋର ହୋଇଛି ସେ ଗୁଲୁଗୁଲୁ

ଏହି ଭଜନ ଗାଇ ସେ ଅଳ୍ପ ସମୟରେ ଅନେକ ଲୋକପ୍ରିୟ ହୋଇ ଯାଇ ଥିଲେ।ତେବେ ତାଙ୍କର ଭଜନ ଅନେକ ଲୋକଙ୍କୁ ପ୍ରଭାବିତ କରି ଥିଲା।ନିଜର ଭଜନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ଯାଇ ଥିଲେ।ଏହି ଭଜନ ସେ ନାରଦ ବେଶରେ ଗାଇ ଥିଲେ।ତେବେ ଏହି ବେଶରେ ଗାଇବା ପରେ ଏହି ଭିଡିଓ ଅନେକ ଭାବରେ ଭାଇରାଲ ହୋଇ ଥିଲା।

ଏହା ପରେ ଅନେକ ଲୋକ ଏହି ଭଜନ ଦେଖିବା ପାଇଁ ଅନେକ ଭାବରେ ପସନ୍ଦ କରି ଥିଲେ।ତେବେ ଅଳ୍ପ କିଛି ସମୟ ମଧ୍ୟରେ ସେ ନିଜକୁ ଅନେକ ଲୋକଙ୍କ ପାଖରେ ପରିଚିତ କରିବାରେ ସଫଳ ହୋଇ ପାରି ଥିଲେ।ତେବେ ଏହି ଭଜନ ତାଙ୍କର ସମ୍ପୂର୍ଣ୍ଣ ଜୀବନରେ ଅନେକ ଲୋକପ୍ରିୟ ହୋଇ ପାରିଛନ୍ତି

ତେବେ ସେ ବର୍ତ୍ତମାନ ନିଜକୁ ଏକ ବହୁତ ବଡ଼ ଭଜନ କାର ଭାବରେ ପରିଚିତ କରି ପାରିଛନ୍ତି।ଏହି ଭଜନ ଅନେକ ଲୋକଙ୍କୁ ପ୍ରଭାବିତ କରି ପାରି ଥିଲା।ତେବେ ଏହି ଭଜନ ଫଳରେ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରି ଥିଲେ।ଏହା ବ୍ୟତୀତ ତାଙ୍କର ଭଜନ ଅନେକ ଲୋକଙ୍କୁ ଆକର୍ଷିତ କରି ପାରି ଥିଲା।

ତେବେ ସେ ବାସ୍ତବରେ ଅଳ୍ପ ସମୟରେ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇ ଥିଲେ।ନିଜର ଭଜନ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜକୁ ଏକ ବିଶେଷ ପରିଚୟ ଦେବାରେ ଅନେକ ଭାବରେ ସହାୟତା କରି ପାରି ଥିଲା।

https://www.youtube.com/watch?v=_fECSQY46C4

Leave a Reply

Your email address will not be published. Required fields are marked *