ପୁରୁଷ ମାନେ ଗୋଟେ ମାସ ପିଅନ୍ତୁ ଏହି ଜୁସ୍ , ରକ୍ତ ହୀନତାକୁ କମ୍ କରେ – ଲିଭର ସମସ୍ୟା ଦୂର କରେ

ସେପଟାର ଜୁସ୍ ରେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧୀ ରୋଗରୁ ରକ୍ଷା କରିବାରେ ଗୁଣକାରୀ ଅଟେ । ପୁରୁଷଙ୍କ ପାଇଁ ସେପଟାର ରସ ବହୁତ ଫାଇଦାଦାୟକ ହୋଇଥାଏ , କିଛି ରିସର୍ଚ୍ଚରୁ ଜଣାଯାଏ କି ସେପଟାର ଜୁସ୍ ପୁରୁଷଙ୍କ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ ଲେବୁଲ୍ ଓ ସ୍ପର୍ମ କାଉଣ୍ଟ ବଢାଇବା ପାଇଁ ସାହାଯ୍ୟକାରୀ ହୋଇଥାଏ , ସବୁଦିନ ସେପଟାର ଜୁସ୍ ପିଇଲେ ପୁରୁଷଙ୍କ ଦୁର୍ବଳତା ଓ ଫର୍ଟିଲିଟି ବଢିଥାଏ , ଏହା ନୁହେଁ ସବୁଦିନ ଏକ ଗିଲାସ ସେପଟାର ଜୁସ୍ ପିଇଲେ ପ୍ରାୟ ୩୦ ଦିନରେ ଟେଷ୍ଟୋଷ୍ଟେରନ୍ ଲେବୁଲ୍ ୩୦ ପ୍ରତିଶତର୍ ବୃଦ୍ଧି ହୁଏ ।ବହୁତଥର ଆପଣ ଜୁସ୍ ପିଅନ୍ତି , କିନ୍ତୁ ଫାଇଦା କମ୍ ହୋଇଥାଏ , ଯାହାକି ଆପଣ ସଠିକ୍ ସମୟରେ ଓ ସଠିକ୍ ତରିକାରେ ଏହାକୁ ନିଅନ୍ତି ନାହିଁ ଯେବେ ବି ଆପଣ ଜୁସ୍ ପିଇବେ ତେବେ ସକାଳୁ ଖାଇବା ପରେ ନେଇପାରିବେ , କିମ୍ବା କିଛି ଘଣ୍ଟା ପରେ ନେବା କିନ୍ତୁ ୧୧ ଟା ପୁର୍ବରୁ ନେବାର ଅଛି, ଆପଣ ସେଥିରେ ଗହମର ଦାନା ବରାବର ପାନର ଚୁନ ମିଶାଇପାରିବେ ।

ଧ୍ୟାନ ରଖିବେ ଗହମର ଦାନା ବରାବର ପାନର ଚୁନ ମିଶାଇବାର ଅଛି, ଚୁନରେ ସବୁଠାରୁ ଅଧିକା କାଲସିୟମ୍ ରହିଥାଏ , ଯାହା ନଂପୁସକତା ଦୁର୍ କରେ, ଗର୍ଭବତୀ ମାମାନେ ଜୁସ୍ ସହ ଚୁନ ନେଲେ ଛୁଆଙ୍କ ଦିମାଗ ତେଜ୍ ହୋଇଥାଏ,  ଶରୀର ସୁସ୍ଥ୍ୟ ରହେ , ରୋଗ ସହ ଲଢିବାର କ୍ଷମତା ବଢାଏ , ଆପଣ ଖାଲି ଧ୍ୟାନ ରଖିବେ ଯେଉଁ ଚୁନ ମିଶାଉଛନ୍ତି ସେଥିରେ ଷ୍ଟୋନ୍ ନଥିବ ।

ସେପଟାର ଜୁସ୍ ରେ ଆଣ୍ଟି ଏକ୍ସିଡେଣ୍ଟ୍ ଛଡା ଭିଟାମିନ୍ ଓ ମିନେରାଲ୍ସ ରହିଛି ଯାହା ଦୁର୍ବଳତା ଦୁର କରେ । ସେପଟାର ଜୁସ୍ ରେ ଭରପୁର ପରିମାଣରେ ଆଇରନ୍ ଓ ଫଲିକ୍ ଏସିଡ୍ ରହିଥାଏ , ଏହା ରକ୍ତ ହୀନତାକୁ କମ୍ କରେ । ସେପଟାର ଜୁସ୍ ରେ ମହଜୁଦ୍ ପଲିଫିନାଲ୍ସ ସୃଷ୍ଟି କରୁଥିବା ସେଲସ୍ ଗ୍ରୋଥ ରୋକିକରି କ୍ୟାନ୍ସରରୁ ରକ୍ଷା କରେ । ସେପଟାର ଜୁସ୍ ରେ ମହଜୁଦ୍ ଆଣ୍ଟି ଏକ୍ସିଡେଣ୍ଟ ଓ ଆଣ୍ଟି ଇନଫ୍ଲାମେଣ୍ଟାରି ତତ୍ତ୍ ହାର୍ଟ କୁ ହେଲଦି ରଖିବାର ହେଲଫଫୁଲ୍ ଅଟେ । ସେପଟାର ଜୁସ୍ ହାଇପରଟେନ୍ସନ୍ ବଢାଇବା ଏନଜାଇମ୍ କମ୍ କରି ରକ୍ତଚାପକୁ କମ୍ କରେ ,ସେପଟାର ଜୁସ୍ ରେ ମହଜୁଦ୍ ପଲିଫିନାଲ୍ସ ବଡିରେ ଫ୍ୟାଟ୍ ଡିପୋଜିଟ୍ ହେବାରୁ ରୋକିଥାଏ , ମୋଟାପାରୁ ରକ୍ଷା କରେ । ସେପଟାର ଜୁସ୍ ରେ ବଡିକୁ ଡିଟକ୍ସ କରିଥାଏ,  ଏହା ଲିଭରର ବୋଝକୁ କମ୍ କରିଥଏ,  ଲିଭର ହେଲଦି ରୁହେ । ସେପଟାର ଜୁସ୍ ହାଡକୁ ମଜବୁତ୍ କରିଥାଏ,  ଆଣ୍ଠୁଗଣ୍ଠି ବାତ ଓ ଅର୍ଥରାଇଟିସ୍ ଅସୁବିଧାକୁ ଦୁର କରେ ।ସେପଟାର ଜୁସ୍ ରେ ମହଜୁଦ୍ ପ୍ୟୁନିଟିକ୍ ଏସିଡ୍ ବଡିରେ ଇନସୁଲିନ୍ ରେଜିଷ୍ଟାଣ୍ଟ ଭଲ କରି ଡାଇବେଟିଜ୍ ରୁ ରକ୍ଷା କରେ

Leave a Reply

Your email address will not be published. Required fields are marked *