ମହିଳା କହିଲେ Babusan ଙ୍କ ବିଷୟରେ ବଡ କଥା,କହିଲେ ମୁଁ ନିଜେ ଦେଖିଚି ଗାଡି ଲାଗେ ଆଉ ସେ ଭିତରକୁ ଯାନ୍ତି…

ଗତ କିଛିଦିନ ତଳେ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଖୁବ ବଡ ବିବାଦ ଦେଖିବାକୁ ମିଳିଥିଲା ଯେଉଁଥିରେ କି ଦେଖିବାକୁ ମିଳିଛି ଯେ ବାବୁସାନ ଓ ପ୍ରକୃତି ଗୋଟେ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଧରିଥିଲେ ଓ ଏହାପରେ ଅନେକ କିଛି ଘଟଣା ଏବେ ଘଟି ସାରିଛି ତେବେ ତାଙ୍କୁ ନିଜ ଆଖିରେ ଦେଖିଥିବା ଲୋକ ଏବେ ନୂଆ ମତ ଦେଇଛନ୍ତି ଓ କହିଛନ୍ତି କିଛି କଥା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜି ବାବୁସାନ ମହାନ୍ତି ହେଉଛନ୍ତି ଏକ ନମ୍ୱର। ଅଭିନେତା ଓ ସାରା ଓଡ଼ିଶାରେ ବହୁତସାରା ଲୋକ ତାଙ୍କର ଫ୍ୟାନ ଅଟନ୍ତି ଓ ବାବୁସାନଙ୍କୁ ସେମାନେ ବହୁତ ଭଲ ମଧ୍ୟ ପାଆନ୍ତି। ଏବେଏବେ ବାବୁସାନ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନରେ ଏକ ଘଟଣା ଘଟି ସାମ୍ନାକୁ ଆସିଥିଲା।

ବାବୁସାନ ମହାନ୍ତି, ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହିତ ଆଫେୟାର ରଖିଥିବାର ଘଟଣା ସାମ୍ନାକୁ ଆସିଲା ଓ ସେମାନେ ବିଚ ରାସ୍ତା ଉପରେ ଧରା ପଡ଼ିଥିଲେ। ବାବୁସାନ ମହାନ୍ତି ନିଜ କାର ଭିତରେ ପ୍ରକୃତି ମିଶ୍ରଙ୍କୁ ବୁଲେଇବାକୁ ନେଉଥିବା ସମୟରେ ତାଙ୍କ ପତ୍ନୀ ତାଙ୍କୁ ଧରି ନେଇଥିଲେ ଓ ସବୁ ସତ୍ୟତା

ସାମ୍ନାକୁ ଆସିଥିଲା ଓ ରାସ୍ତା ମଝିରେ ସମସ୍ତ ଘଟଣା ଘଟିବାର ଦୃଶ୍ୟ ସାରା ଓଡ଼ିଶାର ଲୋକେ ଦେଖିଥିଲେ।ବାବୁସାନ ଯେତେବେଳେ ନିଜ କାରରେ ପ୍ରକୃତି ମିଶ୍ରଙ୍କୁ ନେଇ ଯାଉଥିଲେ ସେତେବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହଠାତ ସାମ୍ନାକୁ ଆସି ଯାଇଥିଲେ ଓ ତାଙ୍କ କାର ଅଟକାଇଥିଲେ। ପ୍ରକୃତି ମିଶ୍ରଙ୍କୁ

ବାବୁସାନଙ୍କ ପାଖରେ ଦେଖି ସେ ସହ୍ୟ କରିପାରିନଥିଲେ ଓ ସେ ପ୍ରକୃତିଙ୍କୁ ଧକ୍କା ମାରିବା ଆରମ୍ଭ କରିଥିଲେ। ଏହି ସମୟରେ ସେଠାକୁ ମିଡ଼ିଆ ଚ୍ୟାନେଲ ଆସି ପହଞ୍ଚି ପଚରାଉଚରା କରିବା ଆରମ୍ଭ କରିଥିଲେ।ଆପଣ କୁହନ୍ତୁ ଯଦି ଆପଣଙ୍କ ପତି ଓ ପତ୍ନୀ ଯଦି ଅନ୍ୟ ଜଣଙ୍କ ସହିତ ସମୟ ଅତିବାହିତ କରେ ଓ ଆପଣ ଏହାକୁ ନିଜ ଆଖି ସାମ୍ନାରେ ଦେଖନ୍ତି ତ କଣ ଆପଣ ଏହାକୁ ସହ୍ୟ କରିପାରିବେ?

https://www.youtube.com/watch?v=OKZKF6WHZ_4

Leave a Reply

Your email address will not be published. Required fields are marked *