Malika କଳିଯୁର ଅନ୍ତ ମିଳିଲା ବଡ ପ୍ରମାଣ,କଳିଯୁଗ ଅନ୍ତ ତଥା ପ୍ରଳୟ ର ସଂକେତ…

Uncategorized

୨୦୧୯ ରୁ ନେଇ ଏବେ ପର୍ଯ୍ୟନ୍ତ ଭାରତରେ ଦେଢ଼ କୋଟି ଲୋକ ହୋଇ ସାରିଲେଣି ଶିକାର। ୨୦୨୨ ର ପ୍ରଥମ ସାତ ମାସରେ ହିଁ ସାଢ଼େ ଚଉଦ ଲକ୍ଷ ଲୋକ ହୋଇ ସାରିଲେଣି। ପଶ୍ଚିମବଙ୍ଗ, ତାମିଲନାଡୁ,ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ଏହା ବ୍ୟାପି ସାରିଲେଣି। ୬୦୦ ବର୍ଷ ପୂର୍ବେ ମହାପୁରୁଷ ଅଚ୍ୟୁତାନନ୍ଦ ଏହି ସମ୍ପର୍କରେ ମାଳିକାରେ କହିଛନ୍ତି, ଯାହା ଆଜି ସତ୍ୟ ହେଉଥିବାର ଦୃଶ୍ୟମାନ ହେଉଛି।

ଏହି କଥା ହେଉଛି ପୋଷା କୁକୁରମାନଙ୍କର।ଯେଉଁ ମାନେ ଏସି ଘରେ ରୁହନ୍ତି, ଭଲ ଭଲ ଖାଦ୍ୟ ଖାଆନ୍ତି, ଯାହାଙ୍କୁ ଅଭୂତ ଆଦରର ସହିତ ଲୋକ ରଖି ଥାଆନ୍ତି, ସେହି କୁକୁର ଆଜି ଭୟଙ୍କର ହୋଇ ଯାଇଛନ୍ତି।ଲୋକମାନେ ନିଜେ ସଉକ ପାଇଁ ତାଙ୍କୁ ନିଜ ଘରେ ପାଳି ଥାଆନ୍ତି। ଲକ୍ଷ ଲକ୍ଷ ଟଙ୍କାର ଔଷଧ ଖର୍ଚ୍ଚ କରି ଥାଆନ୍ତି।

ତାଙ୍କ ପାଇଁ ଅନେକ କିଛି କରି ଥାଆନ୍ତି।କିନ୍ତୁ ସେହି କୁକୁର ଆଜି ହୋଇଗଲେଣି ହିଂସ୍ର। ଏହି ପରି ଘଟଣା ଅନେକ ଜାଗାରେ ଦେଖିବାକୁ ମିଳୁଛି।ଲକ୍ଷନୌରେ ଗୋଟିଏ ପିଟ ବୁଲ ପୋଷା କୁକୁର ତାର ମାଲିକକୁ କାମୁଡି କାମୁଡି ମାରିଦେଲା।ଏହାପରେ ଗାଜିଆବାଦରେ ଏକ ଲିଫ୍ଟରେ ଗୋଟେ ପୋଷା କୁକୁର ଏକ ଛୁଆକୁ କାମୁଡି ଦେଲା।

ଉତ୍ତରପ୍ରଦେଶର ନୋଇଡାରେ ଗୋଟିଏ ଡେଲିଭରି ବଏକୁ ଲିଫ୍ଟରେ ପୋଷା କୁକୁର କାମୁଡି ଦେଲା।ମୁମ୍ବାଇରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଏକ ପୋଷା କୁକୁର ଗୋଟିଏ ଡେଲିଭରି ବଏକୁ କାମୁଡିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି।ଏହାପରେ ତାଙ୍କୁ ମେଡିକାଲରେ ଭର୍ତି

କରାଯାଇଛି।ପୋଷା କୁକୁର ଆଜି ନରଭକ୍ଷୀ ପାଲଟି ଯାଇଛନ୍ତି।ମାଲିକ ହେଉ କିମ୍ବା ଛୋଟ ଛୁଆ କିମ୍ବା ବାହାର ଲୋକ କାହାକୁ ମଧ୍ୟ ସେ ଛାଡୁ ନାହାନ୍ତି।ଗୁରୁ ଅଚ୍ୟୁତାନନ୍ଦ କହିଥିଲେ ଯେ, କଳିଯୁଗ ଶେଷ ସମୟରେ ପୋଷା କୁକୁର ନରଭକ୍ଷୀ ହୋଇଯିବେ।ସନାତନ ଧର୍ମର ଏହି ପବିତ୍ର ମାଟିରେ ସେମାନେ ଗାଈ ନୁହେଁ

କୁକୁର ପାଳିବା ଆରମ୍ଭ କରିବେ।ସେମାନଙ୍କ ମୁଣ୍ଡରେ ବୁଦ୍ଧି ରହିବ ନାହିଁ।ସବୁକିଛି ଭ୍ରଷ୍ଟ ହୋଇଯିବ।ସେମାନେ ନିଜ ହିତାହିତ ଜ୍ଞାନ ହରାଇ ବସିବେ। ବର୍ତ୍ତମାନ କଳିଯୁଗ ଶେଷ ହୋଇ ଯାଉଛି।ଅନ୍ତିମ ସମୟରେ କୁକୁରମାନେ ଘରେ ଘରେ ପଶି ସବୁକିଛି ଖାଇଯିବେ।ମଣିଷକୁ ମଧ୍ୟ ଖାଇ ଯିବେ।କେହି ମଧ୍ୟ ବଞ୍ଚାଇବାକୁ ଆସିବେ ନାହିଁ ।

ତେବେ ଗୋମାତାଙ୍କ ସେବା କର ଘରେ ଗାଈ ରଖ, ସବୁବେଳେ ସୁଖ ଶାନ୍ତି ରହିବ।ଗୋମାତାଙ୍କ ହିଁ ମାଆ, ତାଙ୍କର ପୂଜା କର , ସେବା କର ଭଗବାନ ବି ସନ୍ତୁଷ୍ଟ ହେବେ।

Leave a Reply

Your email address will not be published. Required fields are marked *