କାମ କରିବାକୁ ସ୍ୱାମୀ ବାହାରିଗଲେ,ଘର ଭିତରେ ପଶୁଥିଲେ ସରପଞ୍ଚ ଆଉ ସ୍ତ୍ରୀ CHINKY ସହ ନଉଥିଲା ମଜା,ଯେବେ ଦେଖିଦେଲେ ସ୍ୱାମୀ ତାପରେ ଯାହା ଘଟିଲା…

ସମସ୍ତେ ମନା କରୁଥିଲେ ତଥାପି ମୁଁ ତାକୁ ଭଲ ପାଉଛି ବୋଲି ତାକୁ ବାହା ହେଲି।ଆମ ସମ୍ପର୍କକୁ ୬ ବର୍ଷ ହୋଇଗଲା ତଥାପି ମୁଁ ତାକୁ କେତେ ବୁଝାଇଲେ ବି ସେ ବୁଝୁ ନାହିଁ।ମୁଁ ଯେତେବେଳେ ଘରେ ରହୁ ନାହିଁ କାମ କରିବାକୁ ବାହାରକୁ ଯାଉଚି ସେତେବେଳେ ସରପଞ୍ଚ ଆସି ଘରେ ପଶୁଛି ଆଉ ସେ ତା ସହିତ ପ୍ରେମ ରଖୁଛି।

ଆଉ ମୋ ଦେହରେ ଯାଉନି ମା,ସ୍ବାମୀ ସଦାବେଳେ କାନ୍ଦି କାନ୍ଦି ଯାଇ ପାଖ ପଡୋଶୀ ଘରେ ମା ମାନଙ୍କ ଆଗରେ କହୁଥିଲେ,କହୁଥିଲେ ମୋ ସ୍ତ୍ରୀ କେମିତି ମୋ ଦୁଃଖ ବୁଝୁନି ଆ ସମ୍ପର୍କକୁ ୬ ବର୍ଷ ହୋଇଗଲା କିନ୍ତୁ ରାତି ଦିନ ମୋର ବିଶ୍ବାସ ଭାଙ୍ଗୁଛି ମୋର ସ୍ତ୍ରୀ,ଏଭଳି ସବୁବେଳେ କଷ୍ଟରେ ଛଟପଟ ହେଉଥିଲେ ସ୍ବାମୀ ଆଉ ସବୁବେଳେ ପାଖ ପଡୋଶୀ ମାନଙ୍କୁ ଦୁଃଖ ଜଣାଇଥିଲେ।

ଆଉ ସ୍ବାମୀ ନଥିବା ବେଳେ ଘରେ ପଶୁ ଥିଲେ ପର ପୁରୁଷ ଆଉ ସ୍ତ୍ରୀ ସହ ରଖୁଥିଲେ ପ୍ରେମ ଆଉ ଯେତେବେଳେ ସ୍ବାମୀ ଆସି ଦେଖିଲେ ସେତେବେଳେ ସେହି ପର ପୁରୁଷ ସହ ମିଶି ଜୀବନରୁ ମାରି ଦେଲେ।ଏହି ଘଟଣାରେ ସ୍ବାମୀ ଜୀବନ ହାରି ଦେବା ପରେ ଏହି ଘଟଣାକୁ ନେଇ ସମସ୍ତେ ପ୍ରତିବାଦ କରୁଛନ୍ତି ଆଉ ସମସ୍ତଙ୍କ ମନରେ ରାଗ ଭରି ରହିଛି।

ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳୁଛି,ସରପଞ୍ଚଙ୍କ କୁଷ ପୁତ୍ତଳିକା ଦାହ କରିବା ସହିତ ସମସ୍ତେ ନ୍ୟାୟ ପାଇଁ ଦାବି କରୁଛନ୍ତି।କାରଣ ରାମକୃଷ୍ଣ ଥିଲେ ଜଣେ ସାଧା ସିଧା ଲୋକ ସେ ଚିଙ୍କିକୁ ବିବାହ କରିଥିଲେ,ଆଉ ସ୍ବାମୀ ଯେତେବେଳେ ବାହାରକୁ ଚାଲି ଯାଉଥିଲେ ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖିଥିଲା ଆଉ

ସ୍ବାମୀ ଯେତେବେଳେ ସ୍ବାମୀ ସବୁ ଦେଖିଦେଲେ ସେତେବେଳେ ସ୍ୱାମୀକୁ ଖାତମ କରିଦେଲେ ସ୍ତ୍ରୀ ଜଣଙ୍କ ବୋଲି ଅଞ୍ଚଳରେ ସମସ୍ତେ ଅଭିଯୋଗ କରିଛନ୍ତି।ତେବେ ଦୁଇଟି ପିଲା ଯେତେବେଳେ ପାଠ ପଢିବାକୁ ଚାଲି ଯାଉଥିଲେ,ଆଉ ସ୍ବାମୀ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିଲେ ସେତେବେଳେ ସ୍ତ୍ରୀ

ଏହି ସମୟର ସମ୍ପୁର୍ଣ୍ଣ ଫାଇଦା ଉଠାଇ ଥିଲା ବାପଘର କହି ଚାଲି ଯାଇଥିଲା ଆଉ କେଉଁ ପର ପୁରୁଷ ସହ ସମୟ ବିତାଇ ଘରକୁ ଫେରୁଥିଲା ଯାହା ପରବର୍ତ୍ତୀ ସମୟରେ ସ୍ବାମୀ କାନରେ ପଡୁଥିଲା ଏହି କଥା କିନ୍ତୁ ସ୍ବାମୀ ଅସହାୟ ହୋଇ କିଛି କରୁ ନଥିଲେ ବାରମ୍ବାର ବୁଝାଇ ଚାଲିଥିଲେ।କିନ୍ତୁ ଶେଷରେ ସ୍ତ୍ରୀ କିଛି ବୁଝୁ ନଥିଲା

ଆଉ ଯେତେବେଳେ ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖି ଥିବାର ହଠାତ୍ ଦେଖିଦେଲେ ସ୍ବାମୀ ସେତେବେଳେ ସ୍ତ୍ରୀ କୁଆଡେ ପିଟି ପିଟି ସ୍ୱାମୀକୁ ମାରି ଦେବାର ଅଭିଯୋଗ ହୋଇଛି।ଏହା ଏକ ରିପୋର୍ଟ କୁ ଆଧାର କରି ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *