ଦର୍ଶକ ବନ୍ଧୁ ନାରୀ ମାନଙ୍କୁ ୪ ଭାଗରେ ଆଉ ପୁରୁଷ ମାନଙ୍କୁ ୪ ଭାଗରେ ବର୍ଣ୍ଣନା କରାଯାଇଛି।କେଉଁ ନାରୀକୁ ବିବାହ କଲେ ବୈବାହିକ ଜୀବନ ଖୁସିରେ କଟିଥାଏ ସେ ବିଷୟରେ ଆମେ ଚର୍ଚ୍ଚା କରିବା।ଦର୍ଶକ ବନ୍ଧୁ ନାରୀ ମାନେ ୪ ପ୍ରକାରର ହୋଇଥାନ୍ତି,ପଦ୍ମିନୀ ନାରୀ,ଚିତ୍ରିଣୀ ହୋଇଥାନ୍ତି,ସଂଖିନୀ ହୋଇଥାନ୍ତି ଏବଂ ହସ୍ତିନୀ ନାରୀ ।
ଦର୍ଶକ ବନ୍ଧୁ ଆଜି ଆମେ ପ୍ରଥମେ ପଦ୍ମିନୀ ନାରୀ ବିଷୟରେ ଜାଣିବା,ପଦ୍ମିନୀ ନାରୀ ବହୁତ କମ ରହିଥାନ୍ତି,ଏମାନେ ଅଧିକ ପୂଜା ପାଠରେ ବିଶ୍ୱାସ କରନ୍ତି।ମାତା ପିତାଙ୍କର ସେବା କରିଥାନ୍ତି।ଏମାନେ ଦୀର୍ଘ ଆୟୁ ହୋଇଥାନ୍ତି,ଏମାନେ ପୁଣ୍ୟବାନ ମଧ୍ୟ ହୋଇଥାନ୍ତି।ଏମାନେ ସର୍ବଦା ନତ ମସ୍ତକ ସ୍ୱଭାବର ହୋଇଥାନ୍ତି,ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି।
ଏମାନେ ନୃତ୍ୟ ଗୀତକୁ ପସନ୍ଦ କରନ୍ତି,ଏମାନେ ସର୍ବଗୁଣି ହୋଇଥାନ୍ତି।ଦ୍ଵିତୀୟରେ ଚାଲନ୍ତୁ ଜାଣିବା ଚିତ୍ରିଣୀ ନାରୀ ମାନଙ୍କ ବିଷୟରେ,ଦର୍ଶକ ବନ୍ଧୁ ଏମାନେ ବହୁତ ସ୍ନେହୀ ହୋଇଥାନ୍ତି,ଏମାନଙ୍କର ଭୋଗ ଅଭିଳାସରେ ବହୁତ କମ୍ ଇଚ୍ଛା ରହିଥାଏ।ଏମାନେ ବହୁତ ବୁଦ୍ଧିମନ୍ତ ହୋଇଥାନ୍ତି।ଏମାନେ ଟିକେ ଗେଡା ହେଲେ ମଧ୍ୟ ଅତି ସୁନ୍ଦର ହୋଇଥାନ୍ତି।
ଏମାନେ ସତ୍ୟ କହିଥାନ୍ତି,ଏମାନଙ୍କ ଦେହରୁ କ୍ଷୀରର ମହକ ବାହାରିଥାଏ।ଏମାନଙ୍କର ନିଦ୍ରା ମଧ୍ୟମ ଧରଣର ହୋଇଥାନ୍ତି,ଏମାନେ ଟିକେ ଅଧିକ ଲୋଭି ମଧ୍ୟ ହୋଇଥାନ୍ତି।ସଂଖିନୀ ନାରୀ,ଏମାନେ ବହୁତ ଡେଙ୍ଗା ହୋଇଥାନ୍ତି,ଏମାନଙ୍କ ମଧ୍ୟରେ କିଛି ମୋଟା ଆଉ କିଛି ପତଳା ମଧ୍ୟ ରହିଥାନ୍ତି।ଏମାନଙ୍କ ନାକ ମୋଟ ଓ ଆଖି ଅସ୍ତିର ହୋଇଥାଏ।
ଏମାନେ ସ୍ଵାମୀଙ୍କ ଉପରେ ରୁଷ୍ଟ ହୋଇଥାନ୍ତି।ଏମାନେ ବିନା କାରଣରେ କ୍ରୋଧ କରନ୍ତି,ଏମାନଙ୍କ ମନ ସବୁବେଳେ ଭୋଗ ବିଳାସରେ ରହିଥାଏ,ଏମାନେ ସ୍ଵାମୀଙ୍କ କଥା ନମାନି ସ୍ବାମୀଙ୍କୁ କୁହନ୍ତୁ ମୁଁ କଣ ତମ ଚାକର?ଏମାନଙ୍କ ପାଖରେ ଦୟା ଭାବ ନଥାଏ,ଏହି ପ୍ରକାରର ନାରୀ ସବୁବେଳେ ପରିବାର ଠାରୁ ଅଲଗା ରହିବ ପାଇଁ ପସନ୍ଦ କରନ୍ତି।
ଚାଲନ୍ତୁ ଏବେ ଜାଣିବା ହସ୍ତିନୀ ନାରୀ ମାନଙ୍କ ବିଷୟରେ,ଦର୍ଶକ ବନ୍ଧୁ ଏମାନଙ୍କ ସ୍ଵଭାବ ସର୍ବଦା ପରିବର୍ତ୍ତନଶୀଳ ହୋଇଥାଏ।ବା ଏମାନେ ସର୍ବଦା ରଙ୍ଗ ବଦଳାଇ ଥାଆନ୍ତି।ଏମାନେ ସର୍ବଦା ଭୋଗ ଅଭିଳାସରେ ଇଚ୍ଛା ରଖିଥାନ୍ତି।ଏମାନେ ନିଷ୍ଠୁର ହୋଇଥାନ୍ତି।