କିଏ କିଏ ସବୁ ସାମିଲ ଅଛନ୍ତି ଅର୍ଚନା ନାଗ ଙ୍କ ନାଗ ଫାଶ ରେ,ଆସିଲା List ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ…

ଜଣଙ୍କ କହିବା ଅନୁସାରେ, କୋଉ ଲୋକ ଙ୍କ ଚାପରେ ଅଛି କମିଶନରେଟ ପୋଲିସ।କେଉଁ ବିଜନେସ ମ୍ୟାନ,କେଉଁ ଲୋକ ,କେଉଁ ପୋଲିସ ଲୋକ,କେଉଁ ଲୋକ ମାନେ ତାର ପାଖକୁ ଯାଉଥିଲେ ଯେଉଁ ମାନଙ୍କୁ ସେ ଧମକ ଦେଉଥିଲେ।ନିହାତି ଭାବରେ ଜାଲରେ ପୋଲିସ ଅଛି,ସିଷ୍ଟମ ଅଛି ପୋଲିସ ଫାଶରେ ବାନ୍ଧି ହୋଇ ଅଛି।

ଆଉ ମୁଁ ଜାଣି ପାରୁନି କାହାକୁ ଡରୁଛନ୍ତି କମିଶନରେଟ ପୋଲିସ ଡରୁଛନ୍ତି ବୋଲି ଅର୍ଚ୍ଚନା ଜିନିଷ ଆସିଲା ତାର କେଉଁଠୁ କଣ ଜିନିଷ ଆସିଲା କିଏ କଣ କଲେ ତାର ସବୁ ପ୍ରେସ ମିଟ କଲେ। କାହିଁକି ଚୁପ୍ ଅଛନ୍ତି ସିଏ, କିଏ ଆସି ଏଫ ଆଇ ଆର ଦେଲେ କୋଉ ଡିପାର୍ଟମେଂଟ ଚାପରେ ଅଛି କମିଶନରେଟ ପୋଲିସ।

କେଉଁ ବିଜନେସ ମ୍ୟାନ,କେଉଁ ଲୋକ ,କେଉଁ ପୋଲିସ ଲୋକ,କେଉଁ ଲୋକ ମାନେ ତାର ପାଖକୁ ଯାଉଥିଲେ ଯେଉଁ ମାନଙ୍କୁ ସେ ଧମକ ଦେଉଥିଲେ।ଅର୍ଚ୍ଚନା କେବେ ବି ନିଜେ ଆଗୁଆ ଯାଇ ଆପ୍ରୋଚ କରିଥିବେ ମୁଁ କହୁ ନାହିଁ କି ଅର୍ଚ୍ଚନା ଠିକ୍ କରିଛନ୍ତି ବୋଲି । ଅର୍ଚ୍ଚନା ଗୋଟିଏ ଭୁଲ କାମ କରିଛନ୍ତି ତାର

ପ୍ରମାଣ ଅଛି କିନ୍ତୁ ଆପଣ ମାନେ ବି ବଢ଼ାବା ଦେଇଛନ୍ତି ସେଇମାନେ ବି ବଢାବା ଦେଇଛନ୍ତି ଯେଉଁ ମାନେ ପଇସା ଦେଇଛନ୍ତି।ଆପଣ ଯଦି ଧମକର ଶିକାର ହୋଇ ପଇସା ଦେଉଛନ୍ତି ତାହାଲେ ଆପଣ ବେଶ୍ୟା ବୃତିକୁ ବଢ଼ାଉଛନ୍ତି ।ଏହି ଜିନିଷଟି ପୋଲିସକୁ ଅତି କମରେ ଗୋଟିଏ ସ୍ପେଶାଲ ଟ୍ରିଟମେଣ୍ଟ ଦରକାର

ଯେଉଁ ମାନେ ଏହି ଜିନିଷରେ ଥିଲେ ତାଙ୍କ ପାଇଁ ସବୁଠାରୁ ବଡ଼ ସଜା ହେବ ଯେତେବେଳେ ତାଙ୍କ ନାମଟି ଆଗକୁ ଆସିବ।ସେମାନେ କାହିଁକି ଲୁଚି ବସିଛନ୍ତି ଏପର୍ଯ୍ୟନ୍ତ ଆଜ୍ଞା କମିଶନରେଟ ପୋଲିସ କଣ ଏହାର ଉତ୍ତର ଦେଇ ପାରିବ,କମିଶନରେଟ ପୋଲିସ କଣ କହି ପାରିବ ଯେଉମାନେ ବେଶ୍ୟା ବୃତ୍ତିକୁ ବଢ଼ବା ଦେଉଛନ୍ତି

କମିଶନରେଟ ପୋଲିସ କଣ କହି ପାରିବ।କେଉଁ ଲୋକ ଙ୍କ ଚାପରେ ଅଛନ୍ତି କମିଶନରେଟ ପୋଲିସ କିଛିଟା ପ୍ରଶ୍ନ ଅଛି କମିଶନରେଟ ପୋଲିସ କୁ ଏହି ଜିନିଷ ଦେଖିବା କଥା କିଛି ଜିନିଷ ବୁଝିବା କଥା।ଆପଣ ମାନେ ଯଦି ଏହି ଜିନିଷକୁ ବାହାରକୁ ଆଣିବେ ନାହିଁ ତାହାଲେ ଏହା ବହୁତ ବଡ଼ ପରାଜୟ ହେବ ଓଡ଼ିଶା ବାସୀଙ୍କ ଯାହା ଭରସା ଅଛି ଆପଣ ଠୁ ସେତକ ବି ଉଠି ଯିବ।

Leave a Reply

Your email address will not be published. Required fields are marked *