କିଶୋର ଭାଇନା ମଟନ ହୋଟେଲକୁ BMC ସିଲ କଲା,କିନ୍ତୁ ତାପରେ ମଧ୍ୟ ଏଭଳି କାଣ୍ଡ ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ…

ରିପୋର୍ଟରଙ୍କ ଭାଷାରେ,ଏଠାରେ ଆପଣ ଦେଖୁଛନ୍ତି କି ସେହି ଗ୍ୟାସ ଉପରେ ହଣ୍ଡା ବସିଛି ଆଉ କିଶୋର ଭାଇନାଙ୍କ ମଟନ ରନ୍ଧା ଚାଲିଛି। ଏହି ମଟନ ସ୍ଥାନ ଯେଉଁଠାରେ କି ଭୁବନେଶ୍ୱରର ସବୁଠୁ ଅଧିକ ଭିଡ଼ ଲାଗି ରହୁଥିଲା।ତେବେ ଭୁବନେଶ୍ୱରର ସବୁଠୁ ବଡ ଦୋକାନ ଯାହା ଭିତରେ କି ସବୁବେଳେ ଭିଡ଼ ଆଉ ଗହଳି ଲାଗି ରହୁଥିଲା ସେହି ସ୍ଥାନରେ ଏବେ ଫାଙ୍କା ଫାଙ୍କା ଲାଗୁଛି।

ତେବେ ତାହାକୁ ସିଲ କରିଛି ବିଏମସି କାରଣ ତାଙ୍କ କହିବା କଥା କି କିଶୋର ଭାଇନାଙ୍କ ଦୋକାନରେ ଲାଇସେନ୍ସ ନଥିଲା ଆଉ ସେମାନେ ସେହି ରାସ୍ତା କଡର ଭେଣ୍ଡର ଲାଇସେନ୍ସ ଦ୍ୱାରା ହି ଏପରି ନିଜର ଦୋକାନ ଚଳାଉଥିଲେ।ତେବେ ଏବେ ତାଙ୍କ ଦୋକାନ ଉପରେ ରଦ୍ଦ କରା ଯାଇଛି ଯେଉଁଥିପାଇଁ କି ତାଙ୍କ

ଦୋକାନ ଏବେ ଫାଙ୍କା ପଡିଛି।ଖାଇବା ସ୍ଥାନର ହାଇଯିନକୁ ନେଇକି ଏଠାକୁ ବିଏମସି ଆସିଥିଲେ ଆଉ ସେମାନେ ଏହା ଉପରେ ତାଗିଦ କରିଛନ୍ତି କିଶୋର ଭାଇନାଙ୍କ ଦୋକାନକୁ।ଆହୁରି ମଧ୍ୟ ସେମାନଙ୍କ କହିବା କଥା କି ଖାଇବାର ସ୍ଥାନ ଠାରୁ ଆରମ୍ଭ କରି ଖାଉଥିବା ଖାଦ୍ୟ ଯାଏ ସବୁ କିଛି କିଓଆରୀ ସଫା ରହି

ପାରିବ ତାହା ଉପରେ ସେମାନେ ଚଢ଼ାଉ କରିଥିଲେ।ଆହୁରି କଧ୍ୟ ଏକ୍ସପାୟରି ସସ ଠାରୁ ଆରମ୍ଭ କରି ସମସ୍ତ ମସଲା ଯାଏ ସବୁକିଛି ଉପରେ ତାଗିଦ କରା ଯାଇଥିଲା।ତାଙ୍କ କହିବା କଥା କି ଖାଦ୍ୟର ପରିମାଣ ସଠିକ ରହିବା ସହ ଭଲ କ୍ୱାଲିଟି ମସଲା ମଧ୍ୟ ବ୍ୟବହାର କରାଯିବା ଦରକାର।ଏପରି ତାଙ୍କ ପକ୍ଷରୁ ଶୁଣିବାକୁ ମିଳୁଥିଲା।

ତେବେ ଆପଣ ଯେପରି ଦେଖି ପାରୁଥିବେ କି ଯାହା ଲୋକ କହୁଥିଲେ କି ଗତକାଲି ବିଏମସି ଚଢ଼ଉ କରିଥିଲେ ଆଉ ଦୋକାନ ବନ୍ଦ କରା ଯାଇଥିଲା କାରଣ ଆଜି ସକାଳେ ଦୋକାନ ଖୋଲା ଚାଲିଛି ଆଉ ରୋଷେଇ ମଧ୍ୟ ଚାଲିଛି।କର୍ମଚାରୀ ମାନେ କାମ ମଧ୍ୟ କରୁଛନ୍ତି ଆଉ ଏଠାରେ ଲୋକ ମାନଙ୍କର ଭିଡ ମଧ୍ୟ ଚାଲିଛି।

ଏହା ସହ କର୍ମଚାରୀ ମାନଙ୍କର କହିବା କଥା କି ସେମାନେ ହାଇଯିନ ତଥା ସ୍ୱଚ୍ଛତା ସୁରକ୍ଷା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି।ଅର୍ଥାତ ସେମାନେ ସ୍ୱଚ୍ଛତା ରକ୍ଷା କରୁଛନ୍ତି।ବର୍ତ୍ତମାନ ଆପଣ ଯେପରିକି ଦେଖି ପାରୁଛନ୍ତି କି ମଟନ ରନ୍ଧା ଚାଲିଛି ଆଉ ହଣ୍ଡା ବସିଛି। ସେହି ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ଯାହା କି ଓଡିଶା

ବାସୀଙ୍କର ହୃଦୟରେ ଅଛି। କିଶୋର ଭାଇନାଙ୍କ କହିବା ଅନୁସାରେ ବିଏମସି ତାଙ୍କ ପାଖକୁ ଆସିଲେ ଆଉ ତାଙ୍କ ଫୁଲ ଲାଇସେନ୍ସ ହେବା କଥା କହିବାରୁ ତାଙ୍କ ଦୋକାନ ସିଲ କରା ଯାଇଥିଲା

Leave a Reply

Your email address will not be published. Required fields are marked *