ମେଡିକାଲ୍ ରେ ମେଡିସିନ୍ କମ୍ପାନୀଗୁଡିକର ଖେଳ ଦେଖନ୍ତୁ , ୫ ଟଙ୍କାର ମେଡିସିନ୍ ଏମିତି ହୋଇଥାଏ ୧୦୬ ଟଙ୍କାର

ଲାଭ ଆଶାରେ ପ୍ରାଇଭେଟ୍ ମେଡିକାଲ୍ ସରକାର ଓ ସରକାରଙ୍କ ନିୟମକୁ ଉଲ୍ଲଘନ କରୁଛି, ନିଜ ଲାଭ ଆଶାରେ ନା କେବଳ ସରକାରଙ୍କ ଦ୍ୱାରା ଶସ୍ତା ଚିକିତ୍ସା ଦେବାର ଛଳନା କରୁଛି, ବରଂ ରୋଗୀଙ୍କ ଜୀବନ ସହ ବି ଖେଳ କରୁଛନ୍ତି , ଏହି କାମରେ ତାଙ୍କ ସହ କିଛି ମେଡିକାଲ୍ ଡିଭାଇସ୍ ଓ ଫାର୍ମା କମ୍ପାନୀ ସାଥ୍ ଦେଉଛନ୍ତି , ମାମଲା ଜଣାପଡିବା ପରେ ଜଣେ ଅନ୍ୟଙ୍କ ଉପରେ ଆରୋପ ଲଗାଉଛନ୍ତି , ଫାର୍ମା ଓ ମେଡିକାଲ୍ ଡିଭାଇସ୍ ଇଣ୍ତଷ୍ଟ୍ରିର ସହ ଡାକ୍ତର ବି ନିଜ ପ୍ରାଇଭେଟ୍ ମେଡିକାଲ୍ ରେ ଏହି କାମରେ ମୁଖ୍ୟ ଦୋଷୀ ଦିଆଯାଉଛି, ଏହା ପର୍ଯ୍ୟନ୍ତ ମେଡିକାଲ୍ ଉପରେ ଲାଗୁଥିବା ଗଂମ୍ଭୀର ଆରୋପ ବି ଚିନ୍ତା ନାହିଁ , ସେମିତି ସରକାର ନିୟମ ବି ଏବେ ପର୍ଦାଫାସ୍ ହେଉଛି ।

କିପରି ହେଉଛି ଏହି ପୁରା ଖେଳ – ଏନ୍ ପିପିଏ ର ଡେପୁଟି ଡାଇରେକ୍ଟରଙ୍କ ଜାରୀ ହୋଇଥିବା ରିପୋର୍ଟ ଅନୁସାରେ ପ୍ରାଇଭେଟ୍ ମେଡିକାଲରେ ରୋଗୀଙ୍କୁ ଲୁଟିବାରେ ୫ ଟଙ୍କାର ମେଡିସିନ୍ କିଣିକରି ତାକୁ ୧୦୬ ଟଙ୍କାରେ ବିକ୍ରି କରୁଛନ୍ତି , ସେ ପ୍ରକ୍ୟୁରମେଣ୍ଟ ରେ ୫ ଟଙ୍କାରେ ମେଡିସିନ୍ କିଣିନିଅନ୍ତି, ଓ ଏହା ଉପରେ ଏନ୍ ପିପି ୧୦୬ ଟଙ୍କା କରିଦିଅନ୍ତି , ସେମିତି ୧୩,୬୪ ଟଙ୍କାର ସିରିଞ୍ଜ୍ କିଣିକରି ତାକୁ ୧୮୯,୯୫ ଟଙ୍କା କରିଦିଆଯାଉଛି  । ରିପୋର୍ଟରେ ଏମିତି ବହୁତ ମେଡିସିନ୍ କିମ୍ବା କଞ୍ଜୁମେବଲ୍ସ ବିଷୟରେ ଆଲୋଚନା ହୋଇଛି, ଯେଉଁଥିରେ ୨୫୦ ପ୍ରତିଶତରୁ ୧୩୭ ପ୍ରତିଶତ ମାର୍ଜିନ୍ ନିଆଯାଏ , ମାନେ ରୋଗୀଙ୍କ ପକେଟରୁ ୧୭ ଗୁଣା ଅଧିକା ନିଆଯାଏ । ରିପୋର୍ଟର ଅନୁସାରେ ମେଡିକାଲ୍ ତରଫରୁ ସେହି ମେଡିସିନ୍ ରେ ଲେଖିବାରେ ଜୋର୍ ଦିଆଯାଏ କି ଯାହା ସରକାରର ଜରୁରୀ ମେଡିସିନ୍ ଲିଷ୍ଟରେ ସାମିଲ୍ ହୋଇନଥିବ

ଅସଲରେ ଜରୁରୀ ମେଡିସିନ୍ ଲିଷ୍ଟରେ ସାମିଲ୍ ମେଡିସିନ୍ ଅଧିକାଂଶ ଦାମ୍ ସରକାର ତୟ କରେ , ଯେଉଁଥିରେ ଅଧିକା ଦାମ୍ ନେବାରେ ଜୋରିମାନା ପ୍ରାବଧାନ ଅଛି, ଏଥିରୁ ବଞ୍ଚିବାପାଇଁ ମେଡିକାଲ୍ ଲିଷ୍ଟରେ ସାମିଲ୍ ମେଡିସିନ୍ ପରିବର୍ତ୍ତେ ନନ୍ ସେଡ୍ୟୁଲ୍ ମେଡିସିନ୍ ବିକ୍ରି କରନ୍ତି , ଯେଉଁଥିରେ ଏନ୍ ଆର୍ ପି ଲୋକଙ୍କୁ ଠକିବାରେ ଛାଡ ମିଳିଯାଉଛି । ମେଡିକାଲ୍ ରେ ସରକାରଙ୍କ ନିୟମର କିଛି ଡର ନାହିଁ , ଏଥିପାଈଁ ସେହି ମେଡିସିନ୍ ଉପରେ ଏନ୍ ଆର୍ ପି ବଢାଇଦିଏ , ଯାହାଙ୍କ ରିଟେଲ୍ ପ୍ରାଇସ୍ ସରକାର ତୟ କରେ, କିଛି ଫାର୍ମା କମ୍ପାନୀ ଚାଲାକି କରି ସେଡ୍ୟୁଲ୍ ମେଡିସିନ୍ ବେସ୍ ରେ ନୁଆ ଡ୍ରଗ୍ସ କିମ୍ବା ଏଫ୍ ଡିସି ବନାଉଛନ୍ତି , ଯାହା ପ୍ରାଇସ୍ କଣ୍ଟ୍ରୋଲ୍ ଦାଇରା ବାହାର ହୋଇଯାଏ । ଓଭରଚାର୍ଜିଙ୍ଗ୍ ମାମଲାରେ ସରକାରଙ୍କ ମେଡିସିନ୍ କମ୍ପାନୀ ଉପରେ ଜୋରିମାନା ଲଗାଏ,  କମ୍ପାନୀ ଏକ୍ସଟ୍ରା ଅର୍ଥରାଶି ଆଦାୟ କରିବାର ପ୍ରାବଧାନ ଅଛି, କିନ୍ତୁ ଏହାପରେ ବି କିଛି କମ୍ପାନୀ ବିନା ଡରରେ ଓଭରପ୍ରାଇସିଙ୍ଗ୍ କରୁଛନ୍ତି

ଏକ ରିପୋର୍ଟର ମୁତାବିକ ଓଭରଚାର୍ଜିଙ୍ଗ୍ ପ୍ରାୟ ୯୦ ମାମଲାରେ ୨୬୦୦ କୋଟି ଟଙ୍କାର ଅଧିକା ବକାୟା ଅଛି, ଆସୋସିଏସନ୍ ଅଫ୍ ଇଣ୍ତିଆନ୍ ମେଡିକାଲ୍ ଡିଭାଇସ୍ ଇଣ୍ତଷ୍ଟ୍ରି ର ଫାଉଣ୍ତର୍ ଫୋରମ୍ କୋ ଅର୍ଡିନେଟର୍ ରାଜୀବ ନାଥଙ୍କ ଏହା ମାନିବା କଥା କି ପ୍ରାଇଭେଟ୍ ମେଡିକାଲ୍ ଏହି ଲୁଟରେ କିଛି ମେଡିକାଲ୍ ଡିଭାଇସ୍ କମ୍ପାନୀ ସାମିଲ୍ ଅଛନ୍ତି , ତାଙ୍କର କହିବା କଥା କି ପୁରା ଇଣ୍ତଷ୍ଟ୍ରିର ଇମେଜ୍ ବିଗାଡୁଛନ୍ତି । ସରକାର ଏହି ମେଡିସିନ୍ ଦାମ୍ ତୟ କରେ କିନ୍ତୁ ତାଙ୍କର ମନିଟରିଙ୍ଗ୍ ପାଇଁ ଏମିତି କିଛି ମଜବୁତ୍ ସିଷ୍ଟମ୍ ନାହିଁ , ଯେଉଁଥିରେ ଉତ୍ପାଦନକର୍ତ୍ତାର ଡର୍ ରହୁ, ସେମିତି ସରକାର ଏବେ ପ୍ରାୟ ପ୍ରଡକ୍ଟ ଉପରେ ଟ୍ରେଡ୍ ମାର୍ଜିନ୍ ତୟ କରିପାରୁନାହିଂ ମେଡିକାଲ୍ ଡିଭାଇସ୍ ଇଣ୍ତଷ୍ଟ୍ରି ଲଗାତାର୍ ଟ୍ରେଡ୍ ମାର୍ଜିନ୍ ତୟ କରିବାର ମାଙ୍ଗ୍ କରୁଛି, ଯଦି ଏମିତି ହେଉଛି , ତେବେ ନିଜେ ହିଁ ଏମ୍ ଆର୍ ପି ଖେଳକୁ ରୋକାଯାଇପାରିବ ,

ଇଣ୍ତିଆନ୍ ଫାର୍ମାସ୍ୟୁଟିକଲ୍ସ ଏଲିଆନ୍ସ ର ସେକ୍ରେଟାରୀ ଜେନେରାଲ୍ ଡିଜି ଶାହଙ୍କ କହିବା କଥା କି ମେଡିସିନ୍ କମ୍ପାନୀ ତ ପ୍ରକ୍ୟୁରମେଣ୍ଟ ସମୟରେ କମ୍ ସେ କମ୍ ଦାମରେ ମେଡିସିନ୍ ଦିଅନ୍ତି , ଏମିତି ବି ଉତ୍ପାଦନକର୍ତ୍ତା ବି ଏମ୍ ଆର୍ ପି ଉପରେ କମ୍ ଦାମ୍ ନିଅନ୍ତି , କିନ୍ତୁ ଆଗକୁ ଷ୍ଟକିଷ୍ଟ ରୁ ମେଡିକାଲ୍ ପହଞ୍ଚୁ ପହଞ୍ଚୁ ତାର ଦାମ୍ ବହୁ ଗୁଣାରେ ବଢିଯାଏ , ଏହି କାମରେ ପ୍ରାଇଭେଟ୍ ମେଡିକାଲ୍ ଦୋଷୀ ଅଟନ୍ତି , ଯାହା ଅନଏଥିକାଲ୍ ପ୍ରାଇସ୍ ଲଗାଇଛନ୍ତି , ଶାହଙ୍କ କହିବା କଥା କି ଯଦି ସରକାରଙ୍କୁ ଲାଗୁଛି କି କେଉଁ ମେଡିସିନ୍ କମ୍ପାନୀ ଦୋଷୀ ଅଛି ତେବେ ତା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଅନ୍ତୁ, ସରକାରଙ୍କ ପାଖରେ ଅଧିକାର ଅଛି କି ସେ ଏକ୍ସଟ୍ରା ଏମାଉଣ୍ଟ ମେଡିସିନ୍ କମ୍ପାନୀରୁ ରିକଭର୍ କରିପାରିବେ , ସେ ଏହା ସଫା କରିଦେଲେ କି ପ୍ରାୟ ସବୁ ମେଡିସିନ୍ କମ୍ପାନୀ ତୟ ରେଟ୍ ରେ ମେଡିସିନ୍ ବିକ୍ରି କରୁଛି, କିନ୍ତୁ ଏମ୍ ଆର୍ ପି କୁ ନେଇକରି ମେଡିକାଲ୍ ରେ କିଛି କଣ୍ଟ୍ରୋଲ୍ ନାହିଁ , ଏହା ଦ୍ୱାରା ଇଣ୍ତିଆନ୍ ଫାର୍ମା ଇଣ୍ତଷ୍ଟ୍ରିର ଇମେଜ୍ କେବଳ ଭାରତରେ ନୁହେଁ ପୁରା ଦୁନିଆଁରେ ଖରାପ ହୋଇଛି

Leave a Reply

Your email address will not be published. Required fields are marked *