ସ୍ତ୍ରୀଙ୍କ ଆଗରେ ସ୍ୱାମୀଙ୍କୁ ପଚାର।,କେତେ ଜଣ Gela କରିଛନ୍ତି ଯଦି ଅସଲ ସତ ଜଣ ପଡିଲା ତାହାଲେ ଜାଣିବେ ସେ ମହା ଅଳସୁଆ…

ଅର୍ଚ୍ଚନାଙ୍କ ପାପ କାରନାମା ସମ୍ପର୍କରେ ଜଣେ ବିଶିଷ୍ଟ ବ୍ୟକ୍ତି କହିଥିଲେ ଯେ,’ଏମାନଙ୍କୁ ଜେରା କରାଯାଉ, ସେମାନଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ।ସେଠାକୁ ସେ ବଡ଼ ବଡ଼ ଲୋକ ଯାଉଥିଲେ କଣ ପାଇଁ? ନିଜ ସ୍ତ୍ରୀକୁ ସେ ବଦନାମ କରିବା ପାଇଁ ରଖି ଏଭଳି କାର୍ଯ୍ୟ କରୁଛନ୍ତି।ସ୍ପାଇ କ୍ୟାମେରା ଦ୍ୱାରା ସେ ସେମାନଙ୍କ ଭିଡ଼ିଓକୁ ବ୍ୟବହାର କରୁଥିଲେ। ମୋ ମତରେ ଅର୍ଚ୍ଚନାଙ୍କ ଠାରୁ ଅଧିକ ଦୋଷୀ ଯେଉଁମାନେ ଯାଇ ତାଙ୍କ ସାଙ୍ଗରେ ରହୁଥିଲେ।’

ସେ ଆହୁରି ମଧ୍ୟ କହିଥିଲେ ଯେ,ତାଙ୍କ ସ୍ୱାମୀ ଅଳସୁଆ ସେଥିପାଇଁ ସେ ନିଜ ସ୍ତ୍ରୀଙ୍କୁ ପରି କାମ କରାଉଥିଲେ ଏବଂ ପଇସା ଆଣୁଥିଲେ। କଟକ ବାରବାଟୀ ଷ୍ଟାଡିୟମରେ ସେ ଝିଅକୁ ମାଗଣା ଟିକେଟ ମିଳୁଛି।ଏସବୁ କିଏ କରୁଥିଲା।କାହିଁକି ସେମାନେ ସେ ଝିଅକୁ ସବୁ ସୁବିଧା ଦେଉଥିଲେ ? ଏସବୁ ହେଉଛି

ଆଡ଼ମିନଷ୍ଟ୍ରେଟିଭ କରପସନ।ଆପଣଙ୍କୁ ଯିଏ ବହୁତ ପଇସା ଦେବ, ପଇସା ପାଇଲେ ସେମାନେ ସେଠାରେ ଉପଲବ୍ଧ ହେବେ।ଯେହେତୁ ଏଥିରେ ବହୁତ ବଡ଼ ବଡ଼ ଲୋକ ଅଛନ୍ତି, ସେ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ଫସାଉଛନ୍ତି।ନୈତିକତା ଆଲୁଅ ଥିଲେ ଅଛି, ଅନ୍ଧାର ହେଲେ ଚାଲି ଯାଉଛି।ଆର୍ଥିକ ସ୍ଥିତି ଉପରର

ସବୁ ନିର୍ଭର କରୁଛି। ବଡ଼ ବଡ଼ିଆ ଘରୁ ଆସିଛନ୍ତି। ବହୁତ କମ ଲୋକ ଗରିବ ଘରୁ ଆସିଛନ୍ତି।ରିପୋର୍ଟରେ ପଚାରିଥିଲେ ଯେ,’ ଅନ୍ୟ ସହ ଶାରୀରିକ ସମ୍ପର୍କ ରଖି ଧମକ ଦେଇ କରି ଏପରି ପାପ କାର୍ଯ୍ୟ କରି ସେ ପଇସା ରୋଜଗାର କରୁଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ,’ ତାଙ୍କ ସ୍ୱାମୀ ଅଳସୁଆ।

ସେ ଅନ୍ୟ କେଉଁ କାର୍ଯ୍ୟ ନ କରି ଏହି ଉପାୟରେ ଅନ୍ୟ ଠାରୁ ପଇସା ସଂଗ୍ରହ କରୁଥିଲେ। ଅନ୍ୟକୁ ଟ୍ରାପ କରି ସେ ପଇସା ରୋଜଗାର କରୁଥିଲେ।ଟ୍ରାପ ମଧ୍ୟରେ ବଡ଼ ବଡ଼ିଆ ଲୋକ ଫସି ଯାଉଛନ୍ତି। ଅନ୍ୟ ଦେଶ ତ ବହୁତ ଭଲ। କିନ୍ତୁ ଏଠାରେ ଏହାକୁ ବ୍ୟବସାୟ କରି ପଇସା ରୋଜଗାର କରୁଛନ୍ତି। ନିଜ ସ୍ତ୍ରୀକୁ ବଦନାମ ତାଲିକା ଭିତରେ ରଖି ସେ ପଇସା ରୋଜଗାର କରୁଛନ୍ତି।ବଡ଼ ବଡ଼ିଆଙ୍କ ଠାରୁ ଲୁଟୁଛନ୍ତି।’

Leave a Reply

Your email address will not be published. Required fields are marked *