ବାବୁସାନ ପ୍ରକୃତି ମାମଲାରେ ପ୍ରଯୋଜକ କହିଲେ ମନ୍ମଥ ମିଶ୍ରଙ୍କୁ କହୁଛି ଆପଣଙ୍କ ଝିଅଙ୍କୁ ଟିକେ ବୁଝାନ୍ତୁ ନହେଲେ ସେ ସମସ୍ତଙ୍କ…ଦେଖନ୍ତୁ Video

ବାବୁଶାନ୍ ଙ୍କ ପରିବାର ହେଉଛି ଓଡ଼ିଶାର କିଛି ସୁପରିଚିତ ପରିବାର ମାନଙ୍କ ଭିତରୁ ଗୋଟିଏ ମୁଁ ଅପରାଜିତା ମହାନ୍ତି ଙ୍କୁ ବହୁତ ସମ୍ମାନ କରେ ଆଉ ମୁଁ ମନ୍ମଥ ମିଶ୍ର ଙ୍କୁ ମଧ୍ୟ ବହୁତ ସମ୍ମାନ କରେ ତେଣୁ ମୁଁ ମନ୍ମଥ ମିଶ୍ର ଙ୍କୁ କହିବାକୁ ଚାହୁଁଛି ପ୍ରକୃତି ମିଶ୍ରଙ୍କ ବାପାଙ୍କୁ କି ସାର୍ ଦୟାକରି ଆପଣଙ୍କ ଝିଅକୁ ବୁଝାନ୍ତୁ ଭୁଲ କରି କ୍ଷମା କରିଦେବା ଦରକାର ଏପରି

ଆଗତୁରା ହେବା କିଛି ଦରକାର ନାହିଁ।ତମେ ଯାହା ସବୁ କରୁଛ ତାହା ଠିକ୍ ନୁହେଁ।ତମେ ଯେଉଁ କହୁଛ କି ଓଡ଼ିଶା ମତେ ଗୋଟିଏ ରାଜ୍ୟ ସ୍ତରୀୟ ପୁରସ୍କାର ଦେଲା ହେଲେ ରାଜ୍ୟ ସ୍ତରୀୟ ପୁରସ୍କାର ତୁମକୁ ମିଳିଲା କଣ ପାଇଁ ଆଦର୍ଶ ପାଇଁ ହେଲେ ତୁମେ ଏବେ କଣ କରୁଛ।ତୁମକୁ ଯେଉଁ ବର୍ଷ ରାଜ୍ୟ ସ୍ତରୀୟ ପୁରସ୍କାର ମିଳିଥିଲା

ସେହି ବର୍ଷ ଭଲ ହିରୋଇନ୍ ପୁରସ୍କାର କାହାକୁ ମିଳିଥିଲା କଣ କେହି ଜାଣି ନାହାଁନ୍ତି।ତୁମେ ଯେଉଁ ଜଜ,ସୁପ୍ରିମକୋର୍ଟ,ହାଇକୋର୍ଟ ଓକିଲ ଯାହା ପାଖକୁ ଗଲେ ମଧ୍ୟ କିଛି ହେବ ନାହିଁ ଓଡ଼ିଶା ବାସୀ ନିଷ୍ପତି ନେବେ କେଉଁଟା ଠିକ୍ କେଉଁଟା ଭୁଲ।ଓଡ଼ିଶା ବାସୀଙ୍କ ଉପରେ କେହି ନାହାନ୍ତି ସେମାନେ ହିଁ କୋର୍ଟ ଆଉ ସେମାନେ

ହିଁ ଜଜ।ଓଡ଼ିଶା ବାସୀ ଯାହା କହିବେ ତାହା ହିଁ ଶେଷ ନିଷ୍ପତି କୋର୍ଟକୁ କେହି ଘରକୁ ଆଣନ୍ତି ନାହିଁ ତୁମେ କୋର୍ଟକୁ ଘରକୁ ଆଣିଛ ତେଣୁ ତୁମେ ଭୁଲ କରିଛ ତାହାର ପ୍ରାୟଶ୍ଚିତ କର।ତେବେ ବାବୁଶାନ୍ ପ୍ରକୃତି ବିବାଦ ଏବେ ନୂଆ ମୋଡ଼ ନେଉଛି।ପୂର୍ବରୁ ପ୍ରକୃତି ମିଶ୍ର ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଥିଲେ

ତାହା ଉପରେ ବିଶେଷ କିଛି ପଦକ୍ଷେପ ନିଆ ଯାଇ ନଥିଲା।ତେଣୁ ପ୍ରକୃତି ମିଶ୍ର ପୁଣି ଥରେ ତୃପ୍ତି ଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା କରିଛନ୍ତି ଏବଂ ଜୋରିମାନା ଭାବରେ ୫ କୋଟି ୧୦ ହଜାର ଟଙ୍କା ମାଗିଛନ୍ତି।ତେବେ ତୃପ୍ତି କେଉଁଠି ଆଣିବେ ଏତେ ଜମା ରାଶି ଆଣିବେ ତାହା ଚିନ୍ତାର ବିଷୟ ଅଟେ କଣ ତାଙ୍କ

ଶାଶୁଘର ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିବ।ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେବ ତାହା ଦେଖିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି।

https://www.youtube.com/watch?v=Wv4zJOIJ59U

Leave a Reply

Your email address will not be published. Required fields are marked *