MEERA ଚାକିରି ନାମରେ ମତେ ଅଲଗା ଧନ୍ଦାରେ ଲଗାଉ ଥିଲା,ଆଉ ମୋ ପଇସା ଖାଇକି…ଦେଖନ୍ତୁ Video

ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରୋଡ ସମ୍ମୁଖରେ ଅନେକ କିନ୍ନର ଏକାଠି ଭାବରେ ଧାରଣା ଦେଇ ଥିବାର ଦେଖିବାକୁ ମିଳି ଥିଲା।ତେବେ ସେମାନେ ଏପରି କରିବାର କାରଣ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ସୂଚନା ଅନୁସାରେ ଏହି କିନ୍ନର ମାନେ ମୀରା କିନ୍ନରଙ୍କ ନାମରେ ଅଭିଯୋଗ ଆଣିବା ସହିତ ତାଙ୍କୁ ଅନେକ ଭାବରେ ଭୁଲ କହିଛନ୍ତି।ତେବେ ସେ ତାଙ୍କ ଉପରେ ଅନେକ ଭାବରେ ଅତ୍ୟାଚାର କରି ଥିଲେ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ତେବେ ତାଙ୍କର କହିବା ଅନୁସାରେ ମୀରା କିନ୍ନର ଜଣେ ପୁରୁଷ ଅଟନ୍ତି।ଏହା ବ୍ୟତୀତ ଜଣେ କିନ୍ନର କହି ଥିଲେ କି ସେ ଯେତେବେଳେ ପ୍ରଥମେ ସେଠାକୁ କାମ କରିବା ପାଇଁ ଆସି ଥିଲେ ସେହି ସମୟରେ ସେ ଏହା ସମ୍ପର୍କରେ କିଛି ମଧ୍ୟ ଜାଣି ନଥିଲେ ଏହା ବ୍ୟତୀତ ସେହି ସମୟରେ ସେ ତାଙ୍କୁ ଧନ୍ଦାରେ ଲଗାଇବା ଆରମ୍ଭ କରି ଦେଇ ଥିଲେ।

ଏହିପରି ଭାବରେ ତାଙ୍କର ନାମରେ ସେ ଅଭିଯୋଗ ଆଣି ଥିଲେ।ଏହା ବ୍ୟତୀତ ସେ ଜଣେ ଭଲ ଲୋକ ନୁହନ୍ତି ବୋଲି ସେ ଅଭିଯୋଗ କରି କହି ଥିଲେ।ତେବେ ସେଠାରେ ଜଣେ କିନ୍ନର କହି ଥିଲେ କି ସେ ପ୍ରତିଦିନ ଯେଉଁ ଅର୍ଥ ଆଣି ଥାଆନ୍ତି ଏଥିରୁ ସେ କେବଳ ୧୦୦ ଟଙ୍କା ତାଙ୍କୁ ଦେଇ ଥାଆନ୍ତି ଏହା ବ୍ୟତୀତ ଆଉ ସମସ୍ତ ଟଙ୍କା ସେ ରଖି ଦେଇ

ଥାଆନ୍ତି ବୋଲି ସେ କହି ଥିଲେ।ଏହା ବ୍ୟତୀତ ସେ କହିଥିଲେ କି ସେ ଅନେକ ଭାବରେ ତାଙ୍କର ଉପରେ ଅନେକ ଅତ୍ୟାଚାର ମଧ୍ୟ କରିଛନ୍ତି ତେବେ ସେମାନଙ୍କୁ ଅନେକ କାର୍ଯ୍ୟରେ ଲଗାଇବା ସହିତ ନିଜର ଘରର କାର୍ଯ୍ୟ ମଧ୍ୟ ସେ ତାଙ୍କ ଦ୍ଵାରା କରି ଥାଆନ୍ତି ବୋଲି ଜଣେ କିନ୍ନର କହି ଥିଲେ।ତେବେ ସରକାରଙ୍କ ପକ୍ଷରୁ

ତାଙ୍କୁ ଯେଉଁ ସମର୍ଥନ ଦିଆ ଯାଉଚି ଏହାକୁ ସେମାନେ ଘୋର ବିରୋଧ କରି ଥିଲେ।ଏହା ବ୍ୟତୀତ ସେମାନେ ସେଠାରେ ଅଭିଯୋଗ କରି ଥିଲେ କି ଏପରି କରିବା ଫଳରେ ସେମାନଙ୍କ ପାଇଁ ଏହା ଅନେକ ଭାବରେ ସମସ୍ୟା ଆରମ୍ଭ କରିବ ବୋଲି ସେମାନେ ସେଠାରେ ଧାରଣା ଦେଇ ଥିବାର ଦେଖିବାକୁ ମିଳି ଥିଲା।ଏହା ବ୍ୟତୀତ ସମସ୍ତ କିନ୍ନର ସେଠାରେ ବର୍ଷାରେ ଧାରଣା ଦେଇ ନିଜର ଦାବି ଉପସ୍ଥାପନ କରି ଥିଲେ।

https://www.youtube.com/watch?v=1tH0kRQ0WpY

Leave a Reply

Your email address will not be published. Required fields are marked *