ଆର ପାରିରେ Mihir Das,ମିହିର ସବୁବେଳେ କହୁଥିଲା ଶେଷ ସମୟ ବାରିପଦାରେ କାଟିବି,ସେ ମୋ ବହୁତ ଭଲ ସାଙ୍ଗ ଆଉ ତାଙ୍କ ଶେଷ ଇଚ୍ଛା ଥିଲା..

ଅଭିନେତା ମିହିର ଦାସଙ୍କ ମୃତ୍ୟୁ ହୋଇ ଯାଇଛି।ତେବେ ଅଭିନେତା ମିହିର ଦାସ ଆମ ଅଭିନୟ ଜଗତ ପାଇଁ ଏକ ବରଦାନ ଥିଲେ।ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରି ରଖି ପାରୁଥିଲେ।ଏହା ସହିତ ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ଭଲ ଲାଗିଥାଏ।ତେବେ ନିଜର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇ ପାରିଥିଲେ।ତେବେ ଏହି ଅଭିନେତାଙ୍କ ଏପରି ଅଚାନକ ମୃତ୍ୟୁ ଘଟିବ ବୋଲି କେହି କେବେ ଚିନ୍ତା ମଧ୍ୟ କରି ନଥିଲେ।

ତେବେ ଏହି ଅଭିନେତା ନିଜର ଅଭିନୟ ଜୀବନ ମଧ୍ୟରେ ଅନେକ ସଫଳତା ପାଇ ପାରିଛନ୍ତି।ନିଜର ଅଭିନୟ ଜୀବନରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେ ସବୁ ସମୟରେ ପ୍ରଶଂସିତ ହୋଇ ଥାଆନ୍ତି।ତେବେ ଓଡ଼ିଆ ଅଭିନୟ ଜଗତକୁ ଅନେକ ଆଗକୁ ନେଇ ଯାଇ ପାରିଛନ୍ତି ସେ।ଅଭିନୟ ଜୀବନରେ ସେ ଅନେକ ସଫଳତା ପାଇ ପାରିଛନ୍ତି।ନିଜର ଅଭିନୟ ପାଇଁ ସେ ସର୍ବଦା ପ୍ରଶଂସିତ ହୋଇ ଥାଆନ୍ତି।

ତେବେ ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ସମସ୍ତଙ୍କ ମନରେ ସବୁ ସମୟ ପାଇଁ ରହିବେ।ତେବେ ଏହି ଅଭିନେତାଙ୍କ ଏପରି ମୃତ୍ୟୁକୁ ଅନେକ ଲୋକ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।ତେବେ ମିହିର ଦାସଙ୍କ ଜଣେ ବନ୍ଧୁ ତାଙ୍କର ଏକ ସାକ୍ଷାତକାରରେ ନିଜର କିଛି ମତ ରଖିଥିଲେ।ସେ କହିଥିଲେ କି ତାଙ୍କର ବନ୍ଧୁ ଏହି ସଂସାରରେ ସବୁଠାରୁ ଭଲ ମଣିଷ ଥିଲେ।

ସେ ସବୁ ସମୟରେ ସମସ୍ତଙ୍କୁ ସାହାଯ୍ୟ କରି ଥାଆନ୍ତି।ଏହା ସହିତ ସେ କାହା ଉପରେ କେବେ ମଧ୍ୟ କ୍ରୋଧିତ ହୋଇ ନଥାନ୍ତି।ତେବେ ତାଙ୍କର ବନ୍ଧୁ ତାଙ୍କୁ କିଛି କଥା କହିଥିଲେ।ସେ କହିଥିଲେ କି ସେ ନିଜର ଶେଷ ସମୟ ବାରିପଦାରେ ଅତିବାହିତ କରିବା ପାଇଁ ଚାହୁଁଛନ୍ତି।ଏହା ସହିତ ସେ କହିଥିଲେ କି ତାଙ୍କର ବନ୍ଧୁ ତାଙ୍କ ସହିତ ଅନେକ ସମୟରେ କଥା ହୋଇ ଥାଆନ୍ତି।ତେବେ ତାଙ୍କର ବନ୍ଧୁଙ୍କ ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ ବୋଲି ସେ ଦୃଢ ଭାବରେ କହିଛନ୍ତି।

ତେବେ ବାସ୍ତବରେ ଏହି ଅଭିନେତାଙ୍କ ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ।ନିଜର ଅଭିନୟ ପାଇଁ ସବୁ ସମୟରେ ସମସ୍ତଙ୍କ ମନରେ ସେ ସବୁବେଳେ ପାଇଁ ରହିବେ।ତେବେ ଏହି ଅଭିନେତା ନିଜର ଅଭିନୟ ପାଇଁ ସବୁବେଳେ ଲୋକଙ୍କ ମନରେ ରହିବେ।ଏହା ସହିତ ନିଜର ଅଭିନୟ ପାଇଁ ସେ ସବୁ ଲୋକଙ୍କ ମନରେ ରହିବେ।ତେବେ ତାଙ୍କର ମୃତ୍ୟୁକୁ ବର୍ତ୍ତମାନ ତାଙ୍କର ପ୍ରଶଂସକ ମାନେ ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।ଏହା ସହିତ ତାଙ୍କର ଆତ୍ମାର ସଦଗତି ପାଇଁ ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *