Sura ଭାଇ କହିଲେ ମୋ ଭୋଜିରେ ନବୀନ ଦେଢ଼ ଘଣ୍ଟା ଖାଇଥିଲେ,ଆଉ ଯାହା କହିଲେ…ଦେଖନ୍ତୁ Video

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ସୋସିଆଲ ମିଡିଆରେ ଅନେକ ଖବର ଚର୍ଚ୍ଚାରେ ଅଛି।ତେବେ ଏହି ପରି ଏକ ଭିଡିଓ ସାମ୍ନାକୁ ଆସିଛି।ଭିଡିଓରେ ଅଛନ୍ତି ଓଡ଼ିଶାର ଚର୍ଚ୍ଚିତ ନେତା ସୁର ରାଉତରାଏ।ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ସାଙ୍ଗମାନେ ଆପଣ ମାନେ ତ ସୁର ରାଉତରାଏଙ୍କୁ ଜାଣିଥିବେ।

ସେ ଓଡ଼ିଶାର ଜଣେ ଜଣା ଶୁଣା ଓ ନାମୀ ଦାମୀ ନେତା।ଅନେକ ତାଙ୍କର ପ୍ରଶଂସକ ଅଛନ୍ତି। ତାଙ୍କୁ କିଏ ବା ନ ଜାଣେ।ତେବେ ତାଙ୍କର କଥା ବାର୍ତ୍ତାକୁ ନେଇ ସେ ବହୁତ ଚର୍ଚ୍ଚିତ।ସେ ଏକ ସାକ୍ଷାତକାରରେ ନବୀନ ବାବୁଙ୍କ କଥା କହିଥିଲେ।ସେ କହିଥିଲେ କି ନବୀନ ବାବୁ ଓ ତାଙ୍କର ସମ୍ପର୍କ ବହୁତ ଭଲ।ତାଙ୍କ ବାପା ଥିବା ସମୟରେ ସୁର ରାଉତରାୟ ଥିଲେ।

ସେ ମଧ୍ୟ କହିଥିଲେ କି ନବୀନ ବାବୁଙ୍କୁ ଖାଦ୍ୟ ଖାଇବା ବହୁତ ପସନ୍ଦ।ସେ ସବୁ ପ୍ରକାରର ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି। ଏହା ସହ ସେ କହିଛନ୍ତି କି ତାଙ୍କର ଯେଉଁ କାର୍ଯକ୍ରମ ସବୁ ହୁଏ ସେଥିରେ ନବୀନ ବାବୁ ଯୋଗ ମଧ୍ୟ ଦିଅନ୍ତି।ନବୀନ ବାବୁଙ୍କ ଖାଇବାକୁ ଦେଇଥିଲୁ ତମେ ଏମଏଲଏ ମାନଙ୍କୁ ସାମ୍ବାଦିକ ମାନଙ୍କୁ ପଚାରିବ। ଚନ୍ଦକା ଅଭୟାରଣ୍ୟରେ ଦେଢ଼ ଘଣ୍ଟା ସେ ଖାଇ ଥିଲେ।

ବଢିଆ ଚିଙ୍ଗୁଡ଼ି ବଢିଆ କଙ୍କଡା ବଢିଆ ମଟନ ଦେଶୀ କୁକୁଡ଼ା ଛେନା ଫଳମୂଳ ସବୁ ପ୍ରକାରର ଭୋଜନ ହୋଇଥିଲା।ଗୋଟିଏ ତୃପ୍ତି ଭୋଜନ ହୋଇଥିଲା।ନବୀନ ବାବୁ ଖାଦ୍ୟ ପ୍ରେମୀ ଲୋକ ଯେ।ଆଉ ଥର ଡାକୁ ନାହାନ୍ତି।ହଁ ଡାକିବା ସେ ଯିବେ।ଏବେ କୋଭିଡ ଛାଡ଼ି ଗଲାଣି ଏବେ ଯିବେ।ସେ ମୋର ସବୁ ପ୍ରୋଗ୍ରାମରେ ଯାଆନ୍ତି। ଡାକିବା ଯିବେ।ଆପଣ ମାନେ ବି ଯିବେ।ଗୋଟିଏ ବଢିଆ ଭୋଜନ ଟିଏ ହେବ।

https://www.youtube.com/watch?v=LiqEaOe2Uto

Leave a Reply

Your email address will not be published. Required fields are marked *