ସାର ଆପଣ ମତେ PASS କରେଇ ଦିୟନ୍ତୁ ଆପଣଙ୍କ ସବୁ ଖୁସି ମୁଁ ଦେବି,ଏମିତି କେବେ ଭାବି ନଥିବେ ଯାହା ମିଳିବ…

ଛାତ୍ରୀ କରିଛି ଅଧ୍ୟାପକଙ୍କୁ କଲ ଏବଂ କହୁଛି ଯେ, ମୋତେ ପରୀକ୍ଷାରେ ପାସ କରେଇ ଦିଅ ଏବଂ ମୁଁ ତୁମକୁ ସୁଖ ଦେବି। ବାୟୋଲୋଜି ପରୀକ୍ଷାରେ ନମ୍ବର କମ ଅଛି।ଦୟାକରି ମୋତେ ପାସ କରେଇ ଦିଅନ୍ତୁ।ତେବେ ଶୁଣନ୍ତୁ କଣ କହୁଛି ସେ ସାରଙ୍କୁ।ସେ ସାରଙ୍କୁ କଲ କରି କହୁଛି ଯେ,’ ସାର।ମୁଁ ରିଚା କହୁଛି।ମୋର ଏକ କାମ ଥିଲା ଆପଣଙ୍କ ପାଖରେ। ବର୍ତ୍ତମାନ ଯେଉଁ ପରୀକ୍ଷା ହୋଇଥିଲା,

ସେ ପରୀକ୍ଷାରେ ମୁଁ ଭଲ କରିଛି।କିନ୍ତୁ ବାୟୋଲୋଜିରେ ମୋର ଭଲ ହୋଇ ନାହିଁ।ମୋର ସନ୍ଦେହ ହେଉଛି।’ତେବେ ସାର କହିଥିଲେ ଯେ, ଯାହା ବି କଥା ହୋଇଛି ତାହାକୁ ଆମେ କ୍ଲାସରେ ସମାଧାନ କରିବା।ପୁଣି ସେ ଛାତ୍ରୀ କହିଥିଲା ଯେ,ମୋତେ ବହୁତ ଡର ଲାଗୁଛି। ମୋର ବାୟୋଲୋଜି ପରୀକ୍ଷା ଖରାପ ହୋଇଛି।

ତେବେ ମୋତେ ଟିକେ ସାହାଯ୍ୟ କରନ୍ତୁ।ମାର୍କ ଦେବା ଆପଣଙ୍କ ହାତରେ ରହିଛି।ଆପଣ ମୋତେ ସାହାଯ୍ୟ କଲେ ଆପଣଙ୍କୁ ମୁଁ ନିଶ୍ଚିତ ସାହାଯ୍ୟ କରିବି।’ସାର ବାରମ୍ବାର ବାରମ୍ବାର ମନା କରିଥିଲେ ମଧ୍ୟ ସେ ନମ୍ବର ବଢ଼ାଇବା ପାଇଁ ବାଧ୍ୟ କରିଥିଲେ।ଏହାପରେ ସେ ତାଙ୍କ ଦେଖା କରିବାକୁ ମଧ୍ୟ କହିଥିଲେ।

ଘରେ କେହି ନାହାନ୍ତି ତେଣୁ ଆପଣ ମୋତେ ଦେଖା କରି ପାରିବେ ବୋଲି ଛାତ୍ରୀ ତାଙ୍କୁ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କିଛି ଅଲଗା ପ୍ରକାରର କଥା ବାର୍ତା ଚାଲିଥିଲା।ଛାତ୍ରୀ ସାରଙ୍କ ମ୍ୟାରେଜ କରିବା ନେଇ ମଧ୍ୟ ପ୍ରଶ୍ନ କରିଥିଲା।କହିଥିଲା ଯେ, ଆପଣ ବହୁତ ୟଙ୍ଗ ଲାଗୁଛନ୍ତି।ଆପଣ କେମିତି ମ୍ୟାରେଜ କଲେ।

ଦୁହେଁ କଥା ହୋଇ ଏହାର ପରଦିନ ୧୧ ଟା ବେଳେ ଦେଖା କରିବା ନେଇ କଥା ହୋଇଥିଲେ।ଛାତ୍ରୀ କହିଥିଲେ ଯେ,’ ଆପଣ ଯାହା ବି କରନ୍ତୁ, ଆମେ ଦେଖା କରିବା।କିନ୍ତୁ ଆପଣ ମୋ ମାର୍କ ଟିକେ ଦେଖି ଦିଅନ୍ତୁ।ମୋର ବାୟୋଲୋଜି ପରୀକ୍ଷା ଖରାପ ହୋଇଛି।ଆପଣ ମୋତେ ମାର୍କ ଦିଅନ୍ତୁ।’

Leave a Reply

Your email address will not be published. Required fields are marked *