ଓଡ଼ିଆ ଗାୟିକା Namita Agrawal ଙ୍କ ଝିଅ ଏବେ କଣ କରୁଛନ୍ତି,ଆଗରୁ ଆପଣ କେବେ ଦେଖି ନଥିବେ ତାଙ୍କୁ ଏବେ ଦେଖି ନିୟନ୍ତୁ

ସାଙ୍ଗମାନେ ଆଜି ଆମେ ନମିତା ଅଗ୍ରୱାଲଙ୍କ ଝିଅ ଏବେ କଣ କରୁଛନ୍ତି ସେହି ବିଷୟରେ ଜାଣିବା।ଆପଣ ମାନେ ତ ନିଶ୍ଚିତ ଭାବରେ ଓ ବେଶ ଭଲ ଭାବରେ ଆମର ଓଲିଉଡ ଇଣ୍ଡଷ୍ଟ୍ରି ସମ୍ପର୍କରେ ନିଶ୍ଚିତ ଭାବରେ ଜାଣିଥିବେ।ଆପଣ ମାନଙ୍କୁ ଆମର ଓଲିଉଡ ଇଣ୍ଡଷ୍ଟ୍ରିର ସେହି ଆଲବମ ଗୀତ ହଉ ଚଳଚିତ୍ରର ସେହି ଭଜନ ହଉ ସବୁ ଗୁଡିକୁ ଆପଣମାନେ ବେଶ ପସନ୍ଦ ଆସୁଥିବ।

କିନ୍ତୁ ଆପଣ ମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ସେହି ଓଲିଉଡର ଗୀତିକାର ମାନଙ୍କ ବିଷୟରେ?ଯଦି ଜାଣି ନାହାନ୍ତି ତେବେ ଆପଣ ମାନେ ଆଜି ଜାଣିବେ ଓଲିଉଡର ପ୍ରିୟ ଗୀତିକାର ହେଉଛନ୍ତି ନମିତା ଅଗ୍ରୱାଲଙ୍କ ବିଷୟରେ।ତାଙ୍କର ଘର, ପରିବାର, ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏମିତିକି ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ ଯେମିତିକି ତାଙ୍କ ପୁଅ ଝିଅ ସେମାନେ ଦେଖିବାକୁ କେମିତି ସେମାନେ କଣ କରୁଛନ୍ତି ତାହା ବି କହିବି।

ଆପଣ ମାନେ ତ ସଭିଙ୍କ ପ୍ରିୟ ନମିତା ଅଗ୍ରୱାଲଙ୍କ କଣ୍ଠର ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି।ପ୍ରଥମେ ଆସନ୍ତୁ ନମିତା ଅଗ୍ରୱାଲଙ୍କ ବିଷୟରେ ଜାଣିବା।ନମିତା ଅଗ୍ରୱାଲ ଯାହାଙ୍କ ପ୍ରକୃତ ନାମ ହେଉଚି ନିବେଦିତା।କଟକର ତୁଳସିପୁରରେ ୧୯୬୯ ମସିହା ଜାନୁଆରୀ ମାସ ୧ ତାରିଖରେ ଜନ୍ମ ଲାଭ କରିଛନ୍ତି ଆପଣ ମାନଙ୍କ ନିବେଦିତା।ତାଙ୍କର ସ୍ୱାମୀଙ୍କ ନାମ ରହିଛି ସୀତାରାମ ଅଗ୍ରୱାଲ।

ସେ ସିଦ୍ଧାର୍ଥ ମ୍ୟୁଜିକର ମାଲିକ ଅଟନ୍ତି।ଆପଣ ମାନେ ଆଉ ଏକ କଥା ଜାଣି ରଖନ୍ତୁଯେ ସୀତାରାମ ଅଗ୍ରୱାଲଙ୍କ ଘର ହଉଚି ପୁରୀ।୧୯୮୬ ମସିହାରେ ପ୍ରଥମ କରି ନମିତା ଅଗ୍ରୱାଲ ଆକାଶ ବାଣୀରେ ଯୋଗ ଦେଇଥିଲେ।୧୯୯୨ ମସିହାରେ ପ୍ରଥମ କରି ନମିତା ଅଗ୍ରୱାଲଙ୍କ କଣ୍ଠରୁ ନିର୍ମାଣ ହୋଇଥିବା ସଙ୍ଗୀତର କ୍ୟାସେଟ ରିଲିଜ ହୋଇଥିଲା।ତେବେ ଏହା ତାଙ୍କର ପ୍ରଥମ କ୍ୟାସେଟ ଥିଲା।

ଏହି ଗୀତ ସାରା ଓଡିଶା ବାସୀଙ୍କୁ ଏତେ ପସନ୍ଦ ଆସିଲା ଯେ ସେ ସେହି ଗୀତ ପାଇଁ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିଲେ।ଆପଣ ମାନେ ତ ନିଶ୍ଚିତ ଭାବରେ ନମିତା ଅଗ୍ରୱାଲଙ୍କ ସଙ୍ଗୀତ କ୍ୟାରିଅର ବିଷୟରେ ବେଶ ଭଲ ଭାବରେ ଜାଣିଥିବେ।ତାଙ୍କ କଣ୍ଠରୁ ଆପଣ ମାନେ ଭଜନ ହେଉ ବା ଅନେକ ଶ୍ଳୋକ ନିଶ୍ଚିତ ଭାବରେ ଶୁଣିବାକୁ ପାଇଥିବେ।ସେ ଟିଭିରେ ଅନେକ ପ୍ରୋଗ୍ରାମରେ ନିଜ କଣ୍ଠ ପ୍ରଦାନ କରିଛନ୍ତି।

ସେ ଜଣେ କଣ୍ଠଶିଳ୍ପୀ ସହିତ ଜଣେ ଗୃହିଣୀ ଅଟନ୍ତି।ତାଙ୍କର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ରହିଚି।ସେଥିରେ ବହୁତ ଲୋକ ଯୋଡି ହୋଇ ରହିଛନ୍ତି।ତାହା ମଧ୍ୟ ଓଡିଶାରେ ବେଶ ଲୋକପ୍ରିୟତା ହାସଲ କରିଛି।ନମିତା ଅଗ୍ରୱାଲଙ୍କର କୌଣସି ଝିଅ ନାହାନ୍ତି।ତାଙ୍କ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ।ତେବେ ଆପଣ ମାନେ ତ ତାଙ୍କର ପୁଅଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ।

Leave a Reply

Your email address will not be published. Required fields are marked *