ନିଜ ବୋହୁ କୁ ବାହା ହେଲା Rasikia ଶଶୁର,କହିଲା କେତେ ଦିନ ଆଉ ସମ୍ଭାଳି ଥାନ୍ତୁ ମୋ ପୁଅ ଯିବା ପରେ ଆମେ…

Uncategorized

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଶଶୁର ଓ ବୋହୂର ସମ୍ପର୍କ ବାପ-ଝିଅ ପରି ଅଟେ। ଝିଅଟି ନିଜ ଶଶୁର ଘରକୁ ବାହାହୋଇ ଆସିବାପରେ ଶଶୁର ରୂପରେ ନିଜର ଆଉଏକ ବାପା ପାଇଥାଏ। କିନ୍ତୁ ସମାଜ କଣ କହିବ ଯେତେବେଳେ ଜଣେ ଶଶୁର ନିଜ ପୁଅ ମଲାପରେ ନିଜ ବୋହୂକୁ ବାହାହୋଇ ଯାଉଛି। ଏହା କେତେଦୂର ଠିକ, କିଛିଲୋକ ତ ଏହିକଥା ଶୁଣିବାପରେ ସେମାନଙ୍କୁ ଖରାପ ଲାଗିବ। ଏହିପରି ଏକ ଘଟଣା ଆମ ଦେଶରେ ଦେଖିବାକୁ ମିଳିଛି।

ଏହି ଘଟଣାରେ ଜଣେ 45 ବର୍ଷୀୟ ବ୍ୟକ୍ତି ଜଣକ ନିଜ 25 ବର୍ଷୀୟା ବୋହୂକୁ ବିବାହ କରିଛନ୍ତି। ଏହି ବ୍ୟକ୍ତି ଜଣକର ପୁଅ ଗୋଟିଏ ଝିଅକୁ ବିବାହ କରିଥିଲେ ଓ ବିବାହର କିଛିବର୍ଷ ପରେ ଯୁବକ ଜଣକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।ଏହାପରେ ତାଙ୍କର ସ୍ତ୍ରୀ ବେସାହାରା ହୋଇଯାଇଥିଲେ ଓ ଶଶୁର

ଏଥିରେ ନିଜ ବୋହୁକୁ ଝିଅ ଭଳି ଘରେ ରଖିବା ବଦଳରେ ତାଙ୍କୁ ବିବାହ କରିଥିଲେ। ଉଭୟ ମନ୍ଦିରକୁ ବିବାହ କରିବାକୁ ଆସିଥିବା ସମୟରେ ମିଡ଼ିଆ ତାଙ୍କୁ ପଚାରିଲେ କି, ନିଜ ବୋହୂକୁ ଝିଅ ରୂପରେ ମାନିବା ବଦଳରେ କଣପାଇଁ ତାଙ୍କୁ ବିବାହ କଲେ ଓ ଏହା କରି କଣ ଆପଣ ଠିକ କଲେ, ସମାଜ ଏଥିରେ କଣ କହିବ?

ଏହାର ଉତ୍ତର ଦେଇ 45 ବର୍ଷୀୟ ଏହି ଶଶୁର ଜଣକ କହିଥିଲେ, ମୋ ପୁଅ ମରି ଯାଇଛି ଓ ମୋ ବୋହୂର ଆଗକୁ ପଛକୁ କେହି ନଥିଲେ ତ ସେଥିପାଇଁ ମୁଁ ତାଙ୍କୁ ବିବାହ କଲି ଓ ଆମ ଘର ଇଜ୍ଵତ ଘରେ ହିଁ ରହିଲା। ସେପଟେ ଝିଅଟିକୁ ପ୍ରଶ୍ନ କରା ଯିବାପରେ ସେ ମଧ୍ୟ ଏହି ବିବାହରେ ରାଜି ବୋଲି ଉତ୍ତର ଦେଇଥିଲା।

କିନ୍ତୁ ଘଟଣା ବିଷୟରେ ଜାଣିବାପରେ ଲୋକେ ଏହାକୁ ନିନ୍ଦା କରୁଛନ୍ତି, ଲୋକମାନେ କହୁଛନ୍ତି ଯେ, ଶଶୁର ଓ ବୋହୁ ଯାହାକି ବାପ-ଝିଅ ଭଳି ପବିତ୍ର ସମ୍ପର୍କକୁ ଏମାନେ ଖାତିର କରୁନାହାଁନ୍ତି। ଏଭଳି ଅସାମାଜିକ କାମ ଗୁଡ଼ିକ ସମାଜକୁ ଖରାପ ସୂଚନା ପ୍ରଦାନ କରୁଛି ଓ ଏଗୁଡିକ ଅଗ୍ରହଣୀୟ ଓ ଅନୁଚିତ ଅଟେ।

ଏହି ବିଷୟରେ ଆମେ ଆପଣଙ୍କ ଠାରୁ ଆପଣଙ୍କ ମତ ପାଇବାକୁ ଚାହୁଁଛୁ। ଏହା କେତେଦୂର ଠିକ ଓ ଭୁଲ ଆପଣ ଆମକୁ ନିଜର କମେଣ୍ଟ ଜରିଆରେ ନିହାତି ଭାବରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *