Nija ସ୍ୱାମୀଙ୍କୁ ଦେଢ଼କୋଟି ଟଙ୍କାରେ ଅନ୍ୟଜଣେ ମହିଳାଙ୍କୁ ବିକ୍ରି କରିଦେଲା ସ୍ତ୍ରୀ, ଘଟଣା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେବ…

ବନ୍ଧୁଗଣ ଆପଣ ବଲିଉଡ ଫିଲ୍ମ ଜୁଦାଇ ନିଶ୍ଚିତ ରୂପରେ ଦେଖିଥିବେ। ଏହି ଫିଲ୍ମରେ ମୁଖ୍ୟ କଳାକାର ରୂପରେ ଅନୀଲ କାପୂର, ଶ୍ରୀଦେବୀ ଓ ଉର୍ମିଳା ନଜର ଆସିଥିଲେ। ଫିଲ୍ମର ଷ୍ଟୋରୀ ହେଉଛି କେମିତି ଜଣେ ଟଙ୍କା ଲୋଭୀ ମହିଳା ଟଙ୍କା ପାଇଁ ନିଜ ସ୍ୱାମୀକୁ ଅନ୍ୟଜଣେ ମହିଳାଙ୍କୁ ବିକ୍ରି କରିଦେଉଛି। ଏହା ତ ଥିଲା ଏକ ରିଲ ଲାଇଫ ଫିଲ୍ମର ଷ୍ଟୋରୀ

କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରରୁ ଯେଉଁଠାରେ ସ୍ତ୍ରୀ ନିଜ ସ୍ୱାମୀକୁ ଦେଢ଼କୋଟି ଟଙ୍କାରେ ଅନ୍ୟଜଣେ ମହିଳାଙ୍କୁ ବିକ୍ରି କରିଦେଇଛନ୍ତି।ଘଟଣାଟି ମଧ୍ୟପ୍ରଦେଶର ଭୋପାଳ ସହରରେ ଫ୍ୟାମିଲି କୋର୍ଟରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକା

ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପାଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ତାଙ୍କର ଏକ ଅଫିସରେ କାମ କରୁଥିବା ମହିଳା ସହିତ ରହିଛି ଯାହାଦ୍ୱାରା ଘରେ ତାଙ୍କ ବାପାଙ୍କ ପାଇଁ ଅଶାନ୍ତି ଲାଗିରହିଛି ଓ ତାଙ୍କ ପଢ଼ିବାରେ ବାଧା ସୃଷ୍ଟି ହୋଇଛି।ଏଥିରେ ଫ୍ୟାମିଲି କୋର୍ଟ ଉଭୟ ପତି, ପତ୍ନୀ ଏବଂ ଆଫେୟାରରେ

ଥିବା ମହିଳାଙ୍କୁ କୋର୍ଟକୁ ଡ଼କାଇଥିଲେ। ସେଠାରେ ବ୍ୟକ୍ତି ଜଣକ ନିଜ ପ୍ରେମିକା ସହିତ ରହିବାକୁ ଚାହୁଁଥିବାର ଖୁଲାସା କଲେ ଓ ଠିକ ମହିଳା ଜଣକ ମଧ୍ୟ ଏଥିରେ ରାଜିଥିଲେ କିନ୍ତୁ ବ୍ୟକ୍ତି ଜଣଙ୍କ ପତ୍ନୀ ଏହା ରାଜିନଥିଲେ। ଶେଷରେ ସବୁକିଛି ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ସେହି ମହିଳାଙ୍କ ହାତକୁ ଟେକିବାକୁ ରାଜି ହେଲେ।

ସର୍ତ୍ତଟି ଥିଲା ଆଫେୟାରରେ ଥିବା ମହିଳା ନିଜର 27 ଲକ୍ଷ ଟଙ୍କା ଆଉ ରହୁଥିବା ଫ୍ଲାଟ ତାଙ୍କ ନାମରେ କଲେ ଉକ୍ତ ମହିଳା ନିଜ ସ୍ୱାମୀଙ୍କୁ ମୁକ୍ତି ଦେଇଦେବେ। ଏହାପରେ ମହିଳା ଜଣକ ସବୁକିଛି ବ୍ୟକ୍ତିଙ୍କ ପତ୍ନୀ ନାମରେ କରିଦେଲେ ଓ ବ୍ୟକ୍ତିଙ୍କୁ ନିଜ ସାଥି ରୂପରେ ପାଇଥିଲେ। ବୋଧହୁଏ ଭବିଷ୍ୟତରେ ମହିଳା ମାନେ ଟଙ୍କା ପାଇଁ ନିଜ ସ୍ୱାମୀଙ୍କୁ ଏମିତି ବିକ୍ରି କରିପାରନ୍ତି!

Leave a Reply

Your email address will not be published. Required fields are marked *