ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ଙ୍କୁ ଝିଅ ଦିଅ ସେ ଖୁସି,ହିରୋଇନ ଙ୍କୁ ଧରିକି Puri ଯିବା ପରେ ସେଠାରେ କାମ ଚାଲେ…

ପ୍ରଯୋଜକ ମାନେ ଆମର ଯିଏ ଅଛନ୍ତି ତାଙ୍କୁ ନିର୍ଦ୍ଦେଶକ ମାନେ ଗୋଟେ ଗୋଟେ ଝିଅ ଦେଇ ଦେଲେ ସିଏ ସେଥିରେ ଖୁସି।ଫିଲ୍ମ କୁଆଡେ ଗଲା ସିଏ ଆଉ ଚେକ କରୁ ନାହାଁନ୍ତି ଆଜ୍ଞା।ଯଦି ଗୋଟେ ପ୍ରଯୋଜକ ଗୋଟେ ନିର୍ଦ୍ଦେଶକକୁ କଣ କରି ଟଙ୍କା ୧୦ ୨୦ ଲକ୍ଷ ଦେଇ ଦେଲା ସେ ନିର୍ଦ୍ଦେଶକ ରଙ୍ଗୀନ ହୋଇ ଗାଡ଼ିରେ ବୁଲି ଗୋଟେ ଝିଅ ପ୍ରଯୋଜକକୁ ଧରେଇ ଦେଲେ।

ପ୍ରଯୋଜକ ଜଣକ ସେ ଝିଅକୁ ଧରି ପୁରୀ କି ଗୋଆ ପଳେଇଲେ।ଫିଲ୍ମ କଣ ହେଲା ଫ୍ଲୋର ଉପରେ ସେଇଟା କେହି ଦେଖିଲେ ନାହିଁ।ଇଗୋ ଆମର ଓଡ଼ିଆ ଅଭିନେତା ମାନଙ୍କ ପାଖରେ ବହୁତ ଅଧିକ ଅଛି।ଆପଣ ଯଦି ଦେଖିବେ ଗୋଟେ ନୂଆ ହିରୋ ଯଦି ଗୋଟିଏ କି ଦୁଇଟା ଫିଲ୍ମ କରି ଦେଲା ପ୍ରଯୋଜକକୁ ଧରା

ଧରି କରି ତାହେଲେ ସିଏ ଟାଟୁ କରି ବୁଲିଲା।ଆଉ ପ୍ରଯୋଜକ କି ନିର୍ଦ୍ଦେଶକ ମାନଙ୍କୁ ସେ ଖାତିର କରୁ ନାହାଁନ୍ତି।ଲୋକେ ବି ଓଡ଼ିଆ ଫିଲ୍ମ ଇଣ୍ଡରଷ୍ଟ୍ରିରୁ ଦୂରେଇ ଯିବା ପାଇଁ ଚାହୁଁଚି।ମୁଁ ବି ଏ ଇଣ୍ଡଷ୍ଟ୍ରିରୁ ଚାଲି ଯିବା ପାଇଁ ଚାହୁଁଚି।କୋଉଠି ସିନା ଦୋକାନ କରି ବସିବି କିନ୍ତୁ ଏ ଇଣ୍ଡଷ୍ଟ୍ରି ଆଉ ନୁହେଁ।ଓଡ଼ିଆ ଚଳଚ୍ଚିତ୍ର

ଜଗତରେ ନେଗେଟିଭ କଲା।ଆମେ ଯେଉଁ ମାନଙ୍କୁ ଦେଖି ଚଳଚ୍ଚିତ୍ର ଜଗତକୁ ଆସିଛୁ ଯେମିତି କି ଉତ୍ତମ ମହାନ୍ତି,ଶ୍ରିତମ ପଣ୍ଡା, ବିଜୟ ମହାନ୍ତିଙ୍କୁ ଦେଖି ଆସିଛୁ ସେମାନେ ମରି ଗଲେଣି ଆଉ କିଛି ଅଛନ୍ତି ଯେଉଁ ମାନେ ଥାଇ କି ବି ନଥିଲା ଭଳିଆ।କିଏ ରାଜନୀତି ଆଡ଼କୁ ଗଲେଣି ତ କିଏ କୁଆଡେ।

ଆଉ ଏବେ ଯେଉଁ ଟ୍ରେଣ୍ଡ ହିରୋ ଅଛନ୍ତି ଯେମିତି ଅନୁଭବ ମହାନ୍ତି ସେମାନେ ଆଉ ଇଣ୍ଡଷ୍ଟ୍ରିରେ ନାହାଁନ୍ତି।ବାବୁଶାନ ମହାନ୍ତି ବି।ତାଙ୍କର ପାରିବାରିକ ସମସ୍ୟାକୁ ନେଇ ବସି ଯାଇଛନ୍ତି ଆଉ ଚଳଚ୍ଚିତ୍ରକୁ ଏବେ ଯେଉଁ ମାନେ ଆସୁଛନ୍ତି ଚଳଚ୍ଚିତ୍ର କରିବା ପାଇଁ ପ୍ରଯୋଜକ ମାନେ ତାଙ୍କ ପଛରେ ପଇସା ଲଗାଉଛନ୍ତି

ସେମାନେ ଗୋଟିଏ ଦୁଇଟା ଫିଲ୍ମ କରି ଦେଲା ପରେ ନିଜକୁ ସଲମାନ ଖାନ ସାହରୁଖ ଖାନ ଭାବୁଛନ୍ତି।ଯାହା ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ତଳକୁ ତଳ ଗଲାଣି।ଓଲିଉଡ ଫିଲ୍ମକୁ ଆଉ କେହି ପ୍ରାୟ ଦେଖୁ ନାହାଁନ୍ତି।ଧରନ୍ତୁ ତେଲୁଗୁ ଫିଲ୍ମ ଗୋଟେ ୧୦୦ କୋଟି ଭାବରେ ତିଆରି କଲା ବେଳକୁ ଓଡ଼ିଆ ଇଣ୍ଡଷ୍ଟ୍ରି ତାକୁ

୧୦ କି ୨୦ ଲକ୍ଷ ଟଙ୍କାରେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି।ଆମର ସାଉଥ ଇଣ୍ଡଷ୍ଟ୍ରିରେ ଗୋଟିଏ ଗୀତ ୨ ବା ୩ କୋଟିରେ ତିଆରି କରୁଛନ୍ତି।ଆମର ଓଡ଼ିଆରେ ଗୋଟେ ଢଗ ଅଛି ଯେ ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଂଶ କାଇଁ ପାଈଁ ଧୋଇବା।ତେବେ ଆଶା କରୁଛି। ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *