ସନ୍ତୋଷ ଙ୍କ ମୃତ୍ୟୁ ପରେ ମୁଁହ ଖୋଲିଲେ Rasmirekha ଙ୍କ ମା,ଆଉ କହିଲେ ଏବେ ଯାହା ହେଲା ଠିକ ହେଲା କାରଣ…

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ସି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।ତେବେ ଏହି ଘଟଣା ଅନୁସାରେ ମହିଳା ଜଣଙ୍କ କଣ କହିଛନ୍ତି ଆସନ୍ତୁ ଜାଣିବା।

ତେବେ ସେ କହିଛନ୍ତି ଯେ ସେ ଯେଉଁ ମୋ ଝିଅକୁ ଏପରି କଲ ବଲ କରି ଚାପ ଦେଇ ଏଭଳି ଭାବରେ ଜୀବନରୁ ମାରିଦେଲା ଆଉ ସେ କଣ ପାଇଲା ଲାଭ?ମୁଁ ଜାଣିଚି ରାଜା ବହୁତ ଭଲ।କିନ୍ତୁ ଦୁନିଆ ଆଗରେ କଣ ସେକଥା ମୁଁ କହିପାରିବି ନାହିଁ।ଯାହା ହୋଇଛି ଠିକ ହୋଇଛି ଭଗବାନ ଦଣ୍ଡ ଦେବା କଥା ଦେଇଛନ୍ତି।କିନ୍ତୁ ସେ କାହା କରିଛି କେବେ ଠିକ ହୋଇନାହିଁ।

ଯଦି ବାହା ହୋଇଥିଲା ତେବେ ତୁମ ଘରେ ତୁମେ କହିପାରିଥାନ୍ତ ଆମ ଘରେ ଆମେ କହିପାରିଥାନ୍ତୁ।ଆଜି କାଲିର ଯୁଗ ହେଲାଣି ଆମେ ବାହା କରିଦେଇଥାନ୍ତୁ କିଛି ଅସୁବିଧା ନାହିଁ।କିନ୍ତୁ ସେ ଯେଉଁ କଲ ବଲ କରି ଏପରି ଚାପ ଦେଇ ଜୀବନରୁ ମାରିଦେଲା ସେ କଣ ପାଇଲା ସେଥିରୁ।ଦୁନିଆରୁ ତା ଆଖିକୁ ନଷ୍ଟ କରିଦେଲା।

କିନ୍ତୁ ଭଗବାନ ତାକୁ ଶାସ୍ତି ଦେଲେ।ମଣିଷ କେହି ଦେଇ ନାହାନ୍ତି।ସେଥିପାଇଁ ଆମ ମନ ଏଭଳି ହେଲା।ଯାହା ତ ଥିଲା ଥିଲା ସେଥିରେ ଗର୍ବ କରିବା କଥା କହୁନାହୁଁ।ମୁଁ ଆଗରୁ କହିଛି ଏବେ ମଧ୍ୟ କହିଛି ସେହି କଥା ରାଜା ବିଷୟରେ ମୁଁ କହିପାରିବି ନାହିଁ।ମୁଁ ଜାଣିଚି ରାଜା ବହୁତ ଭଲ।କିନ୍ତୁ ଦୁନିଆ ଆଖିରେ କଣ ମୁଁ ଆଉ ସେକଥା କହିପାରିବି ନାହିଁ।

ମନ ଭିତରେ ଥିଲେ କଣ ହେବ ରାଜା ଫୋନ କରିବ ଆଉ ସନ୍ତୋଷ ଚାପ ଦେଇକରି ମରା ମରି କରିଛି ଓ ତାକୁ ବହୁତ ଦଣ୍ଡ ଦେଇଛି।ଆଉ ସେ କହିଛି ଭୁବନେଶ୍ୱର ଯାଇ ପହଁଚିଲେ ମୋ ପାୱାର ତୁ ଦେଖିଦେବୁ।ମୋ ଝିଅ ସେଠି କହିଛି ସେ ଗୋଟେ ପାଗଳଟେ ଏମିତି ମାଡ଼ ଖାଉଛି।ଆଉ ତୁ ତା କଥା କାହିଁ ଶୁଣୁଛୁ।ତୁ ସିନା ତା ପାୱାର ଦେଖୁଥିଲୁ ତୋ ପାୱାର କିଏ ଦେଖିଲା ଦେଖ।

Leave a Reply

Your email address will not be published. Required fields are marked *