ଅର୍ଚ୍ଚନା ର ଅମାପ ସମ୍ପତି,ରାତାରାତି ପାଲଟିଥିଲେ Kotipati ଆଉ ଏଭଳି ରାତିରେ ନିଜ ସ୍ୱାମୀ କୁ ଛାଡି…

ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ପ୍ରେମ ନିବେଦନ । କମିଶନରେଟ ପୋଲିସ କବଜାରେ ଯୁବତୀ।ଅର୍ଚ୍ଚନା ନାୟକ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।କିଛି ଦିନ ତଳେ ଜଣେ ରାଜନେତାଙ୍କ ନେଇ ଆସିଥିଲା ଅଭିଯୋଗ। ଟଙ୍କା ନେଇ ବଡ଼ ପ୍ରସାଦ ଠିଆ କରିଛନ୍ତି ଅର୍ଚ୍ଚନା।ଆଖି ଝଲସା ଘର ଓ ବହୁତ

ବଡ଼ କୋଠା ଦେଖି ତଟକା ପୋଲିସ।ସେ କୋଟିପତି ହେବାର ସମ୍ପର୍କରେ ପଚରା ଉଚୁରା କରୁଛି ପୋଲିସ। ଟଙ୍କା ମାଗୁଥିବାର ଅଡିଓ ମଧ୍ୟ ଭାଇରାଲ ହୋଇଛି। ସୁନା ଦୋକାନ ମାଲିକଙ୍କ ଠାରୁ ନେଇଛନ୍ତି କୋଟି କୋଟି ଟଙ୍କା। ଅର୍ଚ୍ଚନାଙ୍କ ସହିତ ଅନେକ ବଡ଼ ବଡ଼ ଲୋକଙ୍କ ଫୋଟ ଅଛି। ବହୁତ କମ ଦିନ ମଧ୍ୟରେ

କୋଟି କୋଟି ଟଙ୍କାର ଆଣିଛନ୍ତି ଅର୍ଚ୍ଚନା। ଗିରଫ ପରେ ଅଜ୍ଞାତ ସ୍ଥାନରେ ଜେରା କରୁଛି ପୋଲିସ।ପୋଲିସରେ ଯୁବତୀ ଅର୍ଚ୍ଚନା।ରାତାରାତି କିଭଳି ସେ ଏମିତି ପାଲଟି ଗଲେ।କିଭଳି ଏତେ ମାତ୍ରାରେ ସମ୍ପତି କିଭଳି ଆସିଲା ତାକୁ ନେଇ ଆସେ ପୋଲିସ ଅନେକ ପଚରା ଉଚରା ଜାରି ରଖିଛି।ନେତା ଓ ଅଭିନେତାଙ୍କ

ଠାରୁ ଟଙ୍କା ହଡ଼ପ କରୁଥିଲେ।ତାଙ୍କର ତରିକା ବହୁତ ଭିନ୍ନ ଥିଲା। ସ୍କାଣ୍ଡଲ ପାଇଁ ସେ ମାଗୁଥିଲେ ଟଙ୍କା।ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।କିନ୍ତୁ ବର୍ତ୍ତମାନ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।ତାଙ୍କୁ ଏବେ ପଚରା ଉଚରା ଚାଲିଛି।ସେ ଏକୁଟିଆ ଏହି ଭଳି ପ୍ଲାନ କରୁଥିଲେ ନା ତାଙ୍କୁ କିଏ ଏଥିରେ ସହାୟତା

କରୁଥିଲା କି ଆଉ କାହାର ସମ୍ପୃତି ଅଛି ତାକୁ ନେଇ ପୋଲିସ ଏବେ ଛାନ ବିନ କରୁଛି।ଏହା ସବୁ ଜଣା ପଡ଼ିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା।ଜାଣିବାକୁ ପାଇଥିଲା କି ଅର୍ଚ୍ଚନା ନାୟକ ନାମକ ଜଣେ ଯୁବତୀ ଏହି ଭଳି କରୁଛନ୍ତି ଆଉ ତାଙ୍କ

କାରନାମା ବିଷୟରେ ଜଣା ପଡିଥିଲା।ଗତ କାଲି ରାତିରେ ଅର୍ଚ୍ଚନାଙ୍କୁ କୋର୍ଟ ଫରୱାର୍ଡ କରି ଦିଆ ଯାଇଛି।ଆଉ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି।ସେ ଦୁଇ ବର୍ଷ ତଳେ ଜଗବନ୍ଧୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ।ଦୁଇ ବର୍ଷ ଭିତରେ ସେ କିଭଳି ଭାବେ

ଏତେ ବଡ଼ ଘର କଲେ।ଏତେ ଏତେ ସମ୍ପତି କିପରି ହୋଇ ପାରିଥିଲେ।ସେ ଏହି ଭଳି ଆଲିସାନ ଜୀବନ ବଞ୍ଚୁଥିଲେ।ଏତେ ସମ୍ପତି କିଭଳି ଆସିଲା ତାଙ୍କ ପାଖକୁ ଏହା ଏକ ବଡ଼ ପ୍ରଶ୍ନ।ଏହି ମହିଳାଙ୍କର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବା ପାଇଁ ୩ ଜଣ ଥାନା ଅଧିକାରୀ ଏବେ କାମରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *