ଅଭିନେତ୍ରୀ Archita ଏବଂ ଅଭିନେତା ସବ୍ୟସାଚୀ ନିଜ ହନିମୁନ ଖୁବ ଆନନ୍ଦର ସହିତ ଉପଭୋଗ କରୁଛନ୍ତି

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଓ ଏହା ଆପଣଙ୍କୁ ନିହାତି ଭାବରେ ପସନ୍ଦ ମଧ୍ୟ ଆସୁଥିବ।ବର୍ତ୍ତମାନ ସମୟରେ ଅନେକ ଲୋକ ଓଡ଼ିଆ ଫିଲ୍ମ ଦେଖୁଛନ୍ତି ଓ ଅଧିକ ଲୋକ ଏହାକୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ମଧ୍ୟ ଲାଗିଛି।ଆପଣମାନେ ତ ଦେଖିଥିବେ ଯେତେବେଳେ କୌଣସି ଏକ ନୂତନ ଏବଂ ହିଟ ଫିଲ୍ମ ଆସିଥାଏ ସେତେବେଳେ ସବୁ ସ୍ଥାନରେ ସିନେମା ହଲରେ ଭିଡ଼ ଲାଗିଥାଏ ଓ ଅନେକ ସ୍ଥାନରେ ଲୋକମାନଙ୍କୁ ସେହି ଫିଲ୍ମ ବିଷୟରେ ଆଲୋଚନା ମଧ୍ୟ କରିବାର ଦେଖିଥିବେ।

ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ଅଧିକ ହିଟ ହେବାର କାରଣ ହେଉଚି ଏଥିରେ ଥିବା କାହାଣୀ।ଯେତେ ସୁନ୍ଦର ସେହି ଫିଲ୍ମର କାହାଣୀ ରହିଥାଏ ସେହିଭଳି ସୁନ୍ଦର ଭାବରେ ଏହାକୁ ଦର୍ଶକ ମାନଙ୍କ ଆଗରେ ପ୍ରକାଶ ମଧ୍ୟ କରାଯାଇଥାଏ।ଏବଂ ଦ୍ୱିତୀୟରେ ହେଉଛି ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା ଅନେକ ପ୍ରତିଭାଶୀଳ ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ତାଙ୍କର ଖୁବ ସୁନ୍ଦର ଅଭିନୟ ମାଧ୍ୟମରେ ଫିଲ୍ମଟିକୁ ଅଧିକ ଖାସ ବନାଇଥାନ୍ତି।ଓ ସେମାନଙ୍କ ଅଭିନୟ ଏତେ ବାସ୍ତବ ଥାଏଯେ ତାହା ଦର୍ଶକ ମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ ଓ ଫିଲ୍ମର କାହାଣୀ ସହିତ ଯୋଡି କରି ରଖିଥାଏ।

ସେହିପରି ଜଣେ ଓଲିଉଡର ସୁନ୍ଦର ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।ସେମାନଙ୍କ ଅଭିନୟ ଯେତିକି ସୁନ୍ଦର ଲୋକମାନେ ମଧ୍ୟ ତାଙ୍କୁ ସେହିଭଳି ଭାବରେ ପସନ୍ଦ କରିଥାନ୍ତି।ସେମାନଙ୍କ ଯୋଡି ଓଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ଭାବରେ ପରିଚିତ।ଏହି ଯୋଡିକୁ ଦେଖିବାପାଇଁ ଦର୍ଶକମାନେ ସର୍ବଦା ଚାହିଁ ରହିଥାନ୍ତି।ସେମାନେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଭାଇରାଲ ଯୋଡି ମଧ୍ୟ ଅଟନ୍ତି।ସବୁ ସ୍ଥାନରେ ସେମାନଙ୍କ ଚର୍ଚ୍ଚା ଚାଲିଥାଏ।ବର୍ତ୍ତମାନ ସମୟରେ ତାଙ୍କ ବିବାହକୁ ୬ ମାସ ବିତିଗଲାଣି ଓ ସେମାନେ ନିଜ ହନିମୁନ ପାଇଁ ବୁଲିବାକୁ ଯାଇଛନ୍ତି।

ଓ ଯେଉଁଠାକୁ ଯାଇଛନ୍ତି ସେହି ସ୍ଥାନର ଓ ପରସ୍ପରର ଅନେକ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।ସେହି ସବୁ ଫଟୋକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ଓ ସୁନ୍ଦର ସୁନ୍ଦର ବାର୍ତା ମଧ୍ୟ କହିଛନ୍ତି।ସେହି ସସବୁ ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *