ମା ହେବାପାଇଁ ସ୍ୱାମୀ ସ୍ତ୍ରୀ କେତେଥର ଓ କେଉଁ ବେଳ ରେ ସମ୍ପର୍କ ରଖିବେ ଓ କେବେ ରଖିବେ,ସବୁ ବିବାହିତା married ଲୋକ ଜାଣିରଖନ୍ତୁ…

ହାଏ ସାଙ୍ଗମାନେ ମୁଁ ଝରଣା ଆପଣ ମାନଙ୍କୁ ସ୍ଵାଗତ କରୁଛି ଆମ ଚ୍ୟାନେଲରେ, ଆଜି ମୁଁ ଆପଣଙ୍କ ସହ ଆଲୋଚନା କରିବା ପାଇଁ ଯାଉଛି ଯେ ଗ-ର୍ଭ-ଧାରଣ ପାଇଁ ମାସରେ କେତେ ଥର ଶା-ରୀ-ରିକ ସମ୍ପର୍କ ରଖିବା ଆବଶ୍ୟକ ହୋଇଥାଏ।ଅନେକ ମହିଳା ମାନଙ୍କର ଏଭଳି ପ୍ରଶ୍ନ ରହିଥାଏ ଆଉ ସେମାନେ ମତେ କମେଣ୍ଟ କରି ଏବିଷୟରେ ପ୍ରଶ୍ନ ମଧ୍ୟ କରିଛନ୍ତି,ଆଜି ଆମେ ସେହି ବିଷୟରେ ଆଲୋଚନା କରିବା।

ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ଭିଡିଓ ଟି,ସର୍ବ ପ୍ରଥମେ ଆପଣଙ୍କୁ ନୋଟିସ କରିବାକୁ ପଡ଼ିବ ଆପଣଙ୍କର ଏଗ ଲିଲିଜ ସମୟ,ଯେଉଁଟାକି ଓଭିଲେସନର ସମୟ।ଯଦି ଆପଣ ଓଭିଲେସନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଓଭିଲେଶନ ଉପରେ ମୁଁ ବହୁତ ଭିଡ଼ିଓ ବନେଇଛି ଆପଣ ତାକୁ ଦେଖି ପାରିବେ।

ଆପଣ ଯଦି ଜାଣି ପାରୁନାହାନ୍ତି ତାହେଲେ ମୁଁ କହି ଦଉଛି ଯେ ଯେଉଁ ସମୟରେ ଶରୀରରେ କିଛି ଚେଞ୍ଜେଶ ଦେଖା ଦେଇଥାଏ ସେ ସମୟରେ ଆପଣ ଜାଣି ପାରିବେ ଯେ ଏଇଟା ହଉଛି ଓଭିଲେସନର ସମୟ। ଜଉଥି ପାଇଁ ଶରୀରରେ ଏସବୁ ଲକ୍ଷଣ ଦେଖା ଦଉଛି।ସେ ସବୁ ଲକ୍ଷଣ କୁ ନୋଟିସ କରିକି ମଧ୍ୟ ଆପଣ ସମ୍ପର୍କ ରଖି ପାରିବେ।

ସମସ୍ୟା ତ ସମସ୍ତଙ୍କର ଅଲଗା ଅଲଗା ଥାଏ କାହାର କଣ୍ଡିସନ କଉ ସମୟରେ କଣ ରହିଥାଏ ତାହା କିଛି ନିର୍ଦ୍ଧାରିତ ହୋଇ ନଥାଏ ତେଣୁ ସେଥିପାଇଁ ଆପଣ ମେଡିସିନ ନେଇକି ଆପଣଙ୍କର ସମସ୍ୟାକୁ ଦୂର କରିପାରିବେ।ଆଉ ସମସ୍ୟା ବିଷୟରେ ଜାଣିବା ପାଇଁ ଆପଣ ଆମ ଭିଡିଓ ଦେଖି ପାରିବେ।

ଆପଣଙ୍କର ଯଦି ସବୁ କିଛି ଠିକ ଭାବରେ ଚାଲିଛି ଆଉ ଆପଣଙ୍କର ପିରିଓଡ଼ ଠିକ ଭାବରେ ହଉଛି ତାହେଲେ ଆପଣଙ୍କର ଓଭିଲେସନ ଠିକ ରହୁଥିବ ଆଉ ଆପଣଙ୍କର ଏଗ ରିଲିଜ ମଧ୍ୟ ଠିକ ଭାବରେ ହେଉଥିବ,ଆଉ ଏହାର କ୍ୱାଲିଟି ମଧ୍ୟ ଠିକ ରହୁଥିବ।

ଆପଣ ଏହି କଥା ଜାଣିବା ଦରକାର ଯେ ଯେତେବେଳେ ନାରୀର ଶରୀରକୁ ପୁରୁଷର ସ୍ପର୍ମ ଯାଇଥାଏ ସେତେବେଳ ସେହି ସ୍ପର୍ମ ନାରୀ ଶରୀରରେ ୩-୪ ଦିନ ଜୀବିତ ରହିଥାଏ,ତେଣୁ କରି ଆପଣ ଏହି ସମୟ ଭିତରେ ସବୁଦିନ ସମ୍ପର୍କ ରଖିବା ଦରକାର,ସମ୍ପର୍କ ଚାହିଁଲେ ଆପଣ ସକାଳୁ ରଖି ପାରିବେ କିମ୍ବା

ସନ୍ଧ୍ୟାରେ ରଖି ପାରିବେ,ଦିନକୁ ୩,୪ଥର ମଧ୍ୟ ରଖି ପାରିବେ କାହିଁକି ନା କାରଣ ଆପଣଙ୍କର ମୋଟିଭ ଅଛି ଆପଣ ଏହି ମାସରେ ଗର୍ଭ ଧାରଣ କରିବେ।ତ ସେ ଲକ୍ଷଣ ଗୁଡ଼ିକ କଣ କଣ ଯେଉଁ ସମୟରେ ଆପଣ ଜାଣି ପାରିବେ ଯେ ଏହା ହଉଛି ଓଭିଲେସନର ସମୟ?ଯଦି ଆପଣଙ୍କର ଶରୀରରୁ ୱାଇ ଡିତ୍ସାର୍ଜ ହୋଇଥାଏ

ତାହେଲେ ଜାଣିବେ ଯେ ଏହା ହଉଛି ଓଭିଲେସନର ସମୟ ୱାଈ ଡିତ୍ସାର୍ଜ କଣ ନା ଯେତେବେଳେ ନାରୀ ମାନଙ୍କର ପିରିଓଡ ସମୟରେ ମଝି ଡେଟ ବେଳକୁ ୱାଈ ଡିତ୍ସାର୍ଜ ହୋଇଥାଏ।ତେଣୁ ଆପଣ ଏହି ସମୟରେ ସମ୍ପର୍କ ରଖିବେ। ଏହି ବିଷୟରେ ଡ଼ାକ୍ତରଙ୍କୁ ନ ପଚାରି କିଛି କରନ୍ତୁ ନାହିଁ ଆଗ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *