ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା – ସଜନା ଖାଇଲେ ୩୦୦ ରୁ ଅଧିକା ରୋଗ ଦୁର ହୋଇଥାଏ – ଜାଣନ୍ତୁ କିପରି ଏହାର ସେବନ କରିବେ

ଦକ୍ଷିଣ ଭାରତରେ ବର୍ଷ ସାରା ଫଳ ଦେଉଥିବା ଗଛ ହୋଇଥାନ୍ତି । ସେମିତି ଉତ୍ତର ଭାରତରେ ଏହି ବର୍ଷ ହିଁ ଫଳ ଦେଇଥାଏ , ଥଣ୍ତାଦିନ ଯିବା ପରେ ଏହାର ଫୁଲ ଓ ତରକାରୀ ବନାଇକରି ଖିଆଯାଏ , ତାପରେ ନରମ ଫଳର ପରିବା ତରକାରି ବନାଯାଏ , ଏହାପରେ ଏହାର ଗଛକୁ ଛୋଟ କରି ଦିଆଯାଏ । ଆୟୁର୍ବେଦରେ ୩୦୦ ରୋଗକୁ ସଜନା ଦ୍ୱାରା ଉପଚାର କରିହେବ,  ଏହାର ଫଳ, ପତ୍ର ଓ ସୁଖିଲା ପତ୍ରରେ କାର୍ବୋହାଇଡ୍ରେଡ୍ ,ପ୍ରୋଟିନ୍ , କ୍ୟାଲସିୟମ୍, ପୋଟାସିୟମ୍ ,ଆଇରନ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ, ଓ ସି ,ବି କମ୍ପ୍ଲେକ୍ସ ପ୍ରଚୁର ମାତ୍ରାରେ ମିଳିଥାଏ,  ଏହାର ଫୁଲ ଉଦର ରୋଗ ଯେପରି କଫ ରୋଗରେ ଆଦି ଉପଯୋଗୀ ହୋଇଥାଏ । ସଜନା ଛାଳରେ ମହୁ ମିଶାଇ ପିଇଲେ ବାତ, କଫ ରୋଗ ଶାନ୍ତ ହୋଇଯାଏ , ଏହାର ପତି କୁ କାଢା ବନାଇ କରି ପିଇଲେ ଗାଠିଆ, ପକ୍ଷାଘାତ, ବାୟୁ ବିକାର ଶ୍ରୀଘ୍ର ଭଲ ହୋଇଯାଏ , ଗୋଡ ମୋଡି ହୋଇଗଲେ ଏହାର ପତ୍ରକୁ ଲୁଗଦି ବନାଇକରି ସୋରିଷ ତେଲରେ ପକାଇ ମୋଡି ହୋଇଥିବା ସ୍ଥାନରେ ଲଗାଇଲେ ଶିଘ୍ର ଲାଭ ମିଳିଥାଏ,  ଏହାର ପତ୍ର କବଜ୍ ଦୁର କରିଦିଏ । ସଜନା ବିଜରୁ ପାଣି ବହୁତ ପର୍ଯ୍ୟନ୍ତ ଶୁଦ୍ଧ କରି ପେୟଜଳ ରୁପରେ ବ୍ୟବହାର କରାଯାଏ

ଏହାର ବୀଜ ଚୁର୍ଣ୍ଣ ରୁପରେ ପେଶୀ କରି ପାଣିରେ ମିଶାଯାଏ , ପାଣିରେ ମିଶିକରି ଏକ ପ୍ରଭାବୀ ନ୍ୟାଚୁରାଲ୍ କ୍ଲାରିଫିକେସନ୍ ଏଜେଣ୍ଟ ବନିଯାଏ , ଏହାର ଜୁସ୍ କୁ ଗର୍ଭବତୀ ମହିଳାଙ୍କୁ ଦେବାପାଇଁ ପରାମର୍ଶ ଦିଆଯାଏ , ଏଥିରେ ଡେଲିଭେରୀ ହେଉଥିବା ସମସ୍ୟାରୁ ମୁକ୍ତି ମିଳେ , ଡେଲିଭରୀ ପରେ ମାକୁ କଷ୍ଟ କମ୍ ହୁଏ , ଏଥିରେ ଭିଟାମିନ୍ ଏ ହୋଇଥାଏ, ଯାହାକି ପୁରୁଣା ସମୟରେ ସୌନ୍ଦର୍ଯ୍ୟ ପାଇଁ ପ୍ରୟୋଗ ହେଉଥିଲା< ଏହାର ପତ୍ର କୁ ଖାଇବା ଦ୍ୱାରା ବୁଢାପା ଦୁର ହୋଇଥାଏ,  ଏହା ଆଖିର ରଶ୍ମୀକୁ ବି ଭଲ କରିଥାଏ, ଆପଣ ସଜନା ସୁପ୍ ରୁପରେ ପିଇପାରିବେ ଏହା ଶରୀରରେ ରକ୍ତ ସଫା କରେ, ବ୍ରଣ ଇତ୍ୟାଦି ସମସ୍ୟା ତେବେ ଠିକ୍ ହେବ , ଯେବେ ରକ୍ତ ସଫା ହେବ ।

ସଜନାରେ ହାଇ ମାତ୍ରାରେ ଆଲିକ୍ ଏସିଡ୍ ହୋଇଥାଏ, ଯାହା କି ଏକ ପ୍ରକାର ମୋନୋସେଚ୍ୟୁରେଟେଡ୍ ଫ୍ୟାଟ୍ ହୋଇଥାଏ, ଓ ଏହା ଶରୀର ପାଇଁ ଅତି ଆବଶ୍ୟକ ଅଟେ, ସଜନା ଭିଟାମିନ୍ ସି ମାତ୍ରା ବହୁତ ହୋଇଥାଏ, ଭିଟାମିନ୍ ସି ବହୁତ ରୋଗ ସହ ଲଢିଥାଏ , ଖାସ୍ କରି ଥଣ୍ତା ଦିନରେ ଯଦି ଥଣ୍ତା ହୋଇଯାଇଛି , ତେବେ ସଜନା ପାଣିରେ ସିଝାଇ ତାକୁ ଭାପ ନିଅନ୍ତୁ, ଏଥିରେ ନାକରୁ ଥଣ୍ତା ପଳାଇବ , ଏଥିରେ କ୍ୟାଲସିୟମ୍ ମାତ୍ରା ଅଧିକା ହୋଇଥାଏ, ଯେଉଁଥିରେ ହାଡଗୁଡୀକ ମଜବୁତ୍ ହୋଇଥାଏ, ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍, ଓ ସିଲିୟମ୍ ହୋଇଥାଏ ।

କ୍ୟାନ୍ସର୍ ଓ ପେଟ ଆଦି ଶରୀରର ଆଭ୍ୟନ୍ତରରେ ଉତ୍ପନ୍ନ ହେଉଥିବା ରୋଗ ସଜନା ଜଡରେ ଜୁଆଣୀ, ହିଙ୍ଗ୍, ଓ ସୁଣ୍ଠି ସହ କାଢା ବନାଇକରି ପିଇବାର ପ୍ରଚଳନ ଅଛି, ଏଥିରେ ମିଳିଛି କି କାଢାରେ ସାଇଟିକା ପାଦ ପିଡା, ଆଣ୍ଠୁଗଣ୍ଠି ରୋଗ , ବାତ ମାରିବା ଇତ୍ୟାଦିରେ ଉପଶମ ଦେଇଥାଏ,  ଆଜି ବି ଗ୍ରାମୀଣଙ୍କ ଏପରି ମାନ୍ୟତା ଅଛି ସଜନାର ପ୍ରୟୋଗରେ ବିଷାଣୁ ଜନୀତ ରୋଗ ଦୂର ହୋଇଯାଏ ।ତେଣୁ ପ୍ରତ୍ୟେକ ଖାଦ୍ୟରେ ସଜନା ଫୁଲ, ଓ ତାର ଫଳକୁ ସେବନ କରିବା ଦ୍ୱାରା ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ରୋଗରୁ ନିରାକରଣ ହୋଇପାରିବ

Leave a Reply

Your email address will not be published. Required fields are marked *