Madhumita କହିଲେ ସେ ଡାକିଲା ତମେ ଗଲ କାହିଁକି,କେବଳ ତାର ସବୁ ଦୋଷ ନାହିଁ ସେ ସହିତ ଯିଏ ତା ଭିତରେ ଯେକି କାମ କିଛି ସେ ମଧ୍ୟ…

ଏ ବର୍ତ୍ତମାନ ଓଡ଼ିଆ ଫିଲ୍ମ ର ଅବସ୍ଥା ଯାହା ସେମାନେ ଆଉ ଫିଲ୍ମ ପାଉ ନାହାଁନ୍ତି,କାରଣ ଆମର ସେତେବେଳେ ବି ଯେଉଁ ଫିଲ୍ମ ଚାଲିଥିଲା ଫେସବୁକ ରେ ଯେଉଁ ସବୁ ଫିଲ୍ମ ଚାଲିଥିଲା ଯେ ଯଦି ତମେ ନିର୍ଦ୍ଦେଶକ ହେଇ କହୁଛ ସେ ମତେ ହଇରାଣ କରୁଥିଲା ତାହାଲେ ଫୋଟୋ ଗୁଡ଼ା କଉଠୁ ଆସୁଛି?ଯଦି ଫଟୋ ଏଇଭଳି ବୁଲିବ ତାହେଲେ ଆପଣଙ୍କର ଫିଲ୍ମ ଦେଖିବାକୁ କେହି ଯିବେନି ନା।

ଦେଖନ୍ତୁ ଆପଣ ଏବେ ଗୋଟେ ଘଟଣା ହେଇଥିଲା ଦୁଇଟା ହିରୋ ହିରୋଇନ ବିଷୟରେ ତେଣୁ ତାଙ୍କ ଫିଲ୍ମ ନେଲେ କି?ନେଲେନି। ତ ତମେ ଯଦି କହିବ ଝିଅର ଦୋଷ,ହଁ ଝିଅର ଦୋଷ ହେଲେ ତମେ ଝିଅ ପାଖକୁ କାହିଁକି ଗଲ ଯେ ଫୋଟ ଟା ଉଠିଲା।ମୁଁ ପ୍ରଥମେ ଧନ୍ୟବାଦ ଦେବି ଆମର ଭୁବନେଶ୍ୱର ଡି ସି ପି

ଙ୍କୁ କାରଣ ସେ ଏତେ ବଡ଼ ଗୋଟେ କୁ ଧରିଛନ୍ତି।ତେଣୁ ଧନ୍ୟବାଦ ଦେବି ଯାହା ହଉ ସେ ଭୁବନେଶ୍ୱର ଆସିବା ପରେ ଭଲ ଭଲ କେସ ଗୁଡ଼ା ଧରିଛନ୍ତି ସବୁ ବଡ଼ ବଡ଼ କେସ ଗୁଡ଼ା ସମାଧାନ କରୁଛନ୍ତି।ଏଠି ମୁଁ ଗୋଟେ କଥା କହିବି ଏଠି କେବଳ ଯେ ଝିଅର ଦୋଷ ତାହା ନୁହଁ ଏଠି ସେ ଝିଅର ସ୍ବାମୀ ର

ଦୋଷ ଅଛି ଆଉ ଏଠି ରାଜନେତା ଆଉ ଜଉ ସବୁ ଫିଲ୍ମ ପ୍ରଡ୍ୟୁସର ଅଛନ୍ତି ଆଉ କିଛି ପୋଲିସ ଅଫିସର ମଧ୍ୟ ଅଛନ୍ତି ତା ଭିତରେ କିଛି ବିଲ୍ଡର ଅଛନ୍ତି।ତେଣୁ ଏତେ କଥା ଅଛି ଯେଉଁ କୁହନ୍ତି କେରାଣ୍ଡି କୁ ଧରୁ ଧରୁ ବାଲିଆ ଖସି ଯାଉଛି ଏଠି ସେହି ପ୍ରକାରର ନୀତି ଅଛି ଭୁବନେଶ୍ୱରରେ।ତେଣୁ ଏଠି ଯେଉଁ ଝିଅଟି

ଧରା ପଡ଼ିଛି ସେ ଗୋଟେ ସ୍ବପ୍ନ ଦେଖିଛି ଯେ ମୁଁ ଗୋଟେ ବଡ଼ ଲୋକ ହେବି।ସେ ଗୋଟେ ବିବାହିତ ମୁଣ୍ଡରେ ସିନ୍ଦୂର ଲଗେଇଛି ଆଉ ସ୍ବାମୀ ସବୁ ଜାଣି ମଧ୍ୟ ସେମାନେ ଏମିତି ହଇରାଣ କାମ କରିକି ଟଙ୍କା ଆଦାୟ କରୁଥିଲେ।ସେ ଗୋଟେ ପ୍ୟାଲେସ ଭଳି ଘର କରିଛି ଆଉ ତା ସହିତ କୁକୁର ରଖିଛି ଘୋଡ଼ା ରଖିଛି

ଆଉ ଯାହା ଯାହା ସବୁ ଜିନିଷ ରଖିଛି ଦେଖିଲେ ଯେମିତି ଲାଗୁଛି ସେ ଗୋଟେ ଅନେକ ଜିନିଷ ରହିଛି।ୟେ କେବେଠୁ ଆଉ କେତେ ଦିନ ଠାରୁ ଭୁବନେଶ୍ଵର ଆସିକି ଏତେ ଟଙ୍କା କମେଇଲା ଏକଥା କେହି ଧରି ପାରୁ ନଥିଲେ କାରଣ ଏଠି ବଡ଼ ବଡ଼ିଆ ମାନଙ୍କର ହାତ ଅଛି ତେଣୁ ତାଙ୍କୁ କେହି ଧରି ପାରୁନଥିଲେ।

Leave a Reply

Your email address will not be published. Required fields are marked *