ଅର୍ଚନା ଙ୍କ କମ୍ବଳ ସାରା ଖାଲି ବାଳ,ଯିଏ ତାଙ୍କ ସହିତ ଖେଳ କରୁଥିଲା ସେ କଣ Chota ପିଲା ଜାଣିପାରୁ ନଥିଲା…

Uncategorized

ଦେଖିବାରେ ଏଥିରେ କଣ ଅଛି ତାକୁ ଅର୍ଚ୍ଚନାକୁ ଆମେ କହୁଛନ୍ତି ।କିନ୍ତୁ ଜଉ ମାନଙ୍କୁ ସେ କରିଛି ସେମାନେ କଣ ଛୋଟ ଛୁଆ ସେମାନେ କ୍ଷୀର ଖାଉଥିଲେ କି?ଜାଣି ପାରିଲେନି,କଣ ପାଇଁ ସେମାନେ ର ଶିକାର ହେଉଥିଲେ। ତମ ପାଖରେ ପଇସା ଅଛି ବୋଲି ତମେ ଝିଅଙ୍କ ଦେହ ସହ ଖେଳିବ,ତମ ପାଖରେ ଆଭିଯାତ୍ୟ ଅଛି ବୋଲି ତମେ ମନ ଇଚ୍ଛା ଯାହା କରିବ ନା କଣ?

ସେ ତ ଅପରାଧୀ ତାକୁ ଦଣ୍ଡ ମିଳିବ ଏଭଳି ଅପରାଧୀ କୁ ଦଣ୍ଡ ମିଳିବା ଦରକାର।କିନ୍ତୁ କିଛି ନିରୀହ ଲୋକ ମଧ୍ୟ ତାଙ୍କ ପାଖରେ ଫସି ଥାଇ ପାରନ୍ତି।କିନ୍ତୁ ମୋ କଥା କହିବା କଥା ହେଲା ଏହି ଘଟଣା ଯେଉଁ ଦିନ ସାମ୍ନା କୁ ଆସିଲା ସେଇଦିନ ମର୍ମପାତ ଆରମ୍ଭ ହେଇଛି।କାରଣ ପ୍ରଥମ ଦିନରୁ ହିଁ ଜଣା ପଡି ଯାଉଛି

ଯେ ଯଦି କମଳରେ ବାଳ ବାଛିବା ଆରମ୍ଭ ହେବ ତାହେଲେ ଗୋଟିଏ ବି ରହିବନି କମଳ ସାରା ଯିବ।ଗୋଟିଏ ଯଦି ଆମେ ଫୋଟ କୁ ବିଶ୍ୱାସ କୁ ନେବା ଭିଡିଓ କୁ ବିଶ୍ୱାସକୁ ନେବା ତାହେଲେ ଏତିକି ତ ଲାଗୁଛି ଏହା ଘଟଣା ର ଜଷ୍ଟ ଗୋଟେ କଣିକା ଟିଏ ପର୍ବତ ବି ବାହାରି ପାରେ ତା ଭିତରୁ।ତେଣୁ ତଦନ୍ତ

କେମିତି ଯିବ ତଦନ୍ତ କେମିତି ହଉଛି ତଦନ୍ତ ଯିଏ ବି କରୁଛନ୍ତି କ୍ଷମତାରେ ଥିବା ଲୋକ ମାନଙ୍କ ଭିତରୁ ଯଦି କିଛି ଲୋକଙ୍କର ନାମ ଆସୁଛି ଯଦି ବିରୋଧୀ ଦଳର କିଛି ନାମ ଆସୁଛି ତେବେ କାହାର ବି ନାମ ଆସିବ କିଏ କହିବ।ସମସ୍ତେ ଏଥିରେ ସଂପୃକ୍ତ ଅଛନ୍ତି ଆଉ ଏହି ପରିସ୍ଥିତି ରେ ବାଟ ବଣା ହେବା ସ୍ଵାଭାବିକ।

ଅତୀତରେ ବହୁତ ଏଇ ଭଳି ଘଟଣା ଘଟିଛି ଅତୀତରେ ଆଶୀର୍ବାଦ ଗେଷ୍ଟ ହାଉସ ଘଟଣା ଘଟିଛି। ଅତୀତରେ ବହୁତ ଏଇଭଳି ଘଟଣା ଘଟିଛି,ଗଣମାଧ୍ୟମରେ ବହୁତ ମଧ୍ୟ ପ୍ରକାଶ ପାଇଛି।ବାଟବଣା ହେଇ ନଥିଲା ତଦନ୍ତ ପ୍ରଥମ ଦିନରୁ ଯେବେ ଆରମ୍ଭ ହେଲା ସେବେ ହିଁ ମେଡିସିନ ଦେବା ଆରମ୍ଭ ହେଇଛି।ତେଣେ ଏମିତି କିଛି ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *