ଏସିଏଫ Somya ମାମଲାରେ ନୂଆ ଘଟଣା ସାମ୍ନାକୁ ଆସିଲା,ଭାଇ କହିଲେ ଏହି ଲୋକ ସବୁ ମିଶକି ମୋ ଭାଇ କୁ ପୋଡିଛନ୍ତି

ଏ ସି ଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଅନେକ ସମୟ ବିତି ସାରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସମାଧାନ ବାହାରୁ ନାହିଁ।ଏହା ସହିତ ଏହି ଘଟଣାର ସମାଧାନ ବାହାରୁ ନଥିବାରୁ ବର୍ତ୍ତମାନ ଅନେକ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ତେବେ ଅନେକ ଲୋକ ବର୍ତ୍ତମାନ ଏହି ଘଟଣାକୁ ଗୁରୁତର ସହିତ ନେବା ପାଇଁ ସରକାରଙ୍କୁ ଦାବି କରିଛନ୍ତି।ଏ ସି ଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ପୋଲିସର ତଦନ୍ତରେ ବିଲକୁଲ ଅସନ୍ତୁଷ୍ଟ ଥିଲେ ସେଥିପାଇଁ ସେମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ।

ସେଥିପାଇଁ ବର୍ତ୍ତମାନ ଏହି ଘଟଣାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରି ଦିଆ ଯାଇଛି।ଏହା ସହିତ ଏହି ଘଟଣା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ବର୍ତ୍ତମାନ ଜେରା କର ଯାଉଛି।ଏହା ସହିତ ଏହି ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ନିଜର ପ୍ରୟାସ ଚଳାଇଛି।ଏହା ସହିତ ଏହି ଘଟଣାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ମୂଳରୁ ତଦନ୍ତ କରିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।ଏହା ସହିତ ଏହି ଘଟଣା ସହିତ ଜଡ଼ିତ ସମସ୍ତ ଛୋଟ ଛୋଟ ତଥ୍ୟକୁ ଭଲ ଭାବରେ ତଦନ୍ତ କରିବା ପାଇଁ ବର୍ତ୍ତମାନ ଗୁରୁତ୍ବ ଦିଆ ଯାଇଛି।

ଏହି ଘଟଣା ସହିତ ଓ ଆଇ ସି ମମତା ପଣ୍ଡାଙ୍କ ସହିତ ସମ୍ପର୍କ କଣ ରହିଛି ଏହା ଉପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ଆରମ୍ଭ କରିଛି।ତେବେ ଏ ସି ଏଫ ସୌମ୍ୟରଞ୍ଜନଙ୍କ ଭାଇ ବର୍ତ୍ତମାନ ଏହି ଘଟଣାକୁ ଗୁରୁତର ସହିତ ନେବାକୁ କହିଛନ୍ତି।କାରଣ ଏହି ଘଟଣାରେ ଓ ଆଇ ସି ମମତା ପଣ୍ଡାଙ୍କ ସଂପୃକ୍ତିକୁ ମଧ୍ୟ ଅଣଦେଖା ନ କରିବା ପାଇଁ ଏ ସି ଏଫ ସୌମ୍ୟରଞ୍ଜନଙ୍କ ଭାଇ ବର୍ତ୍ତମାନ ଏହା ଦାବି କରିଛନ୍ତି।ତେବେ ଏହି ଘଟଣାକୁ ବର୍ତ୍ତମାନ ଅନେକ ଦିନ ବିତି ଯାଇଥିବା କାରଣରୁ ଅନେକ ଅସନ୍ତୋଷ ବୃଦ୍ଧି ପାଇଛି।

ତେବେ ଏହି ଘଟଣାକୁ ବର୍ତ୍ତମାନ ଅଧିକ ଗୁରୁତ୍ଵ ଦେଇଛି କ୍ରାଇମବ୍ରାଞ୍ଚ।ଏହା ସହିତ ଏହି ଘଟଣା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ପରିସରଭୁକ୍ତ କରି ସାରିଛି।ଏହା ସହିତ ଏହି ଘଟଣାକୁ ବର୍ତ୍ତମାନ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିବା କାରଣରୁ ଏହି ଘଟଣାକୁ ଅଧିକ ଗୁରୁତ୍ଵ ଦେବା ପାଇଁ ଏ ସି ଏଫ ସୌମ୍ୟରଞ୍ଜନଙ୍କ ପରିବାର ତରଫରୁ ବର୍ତ୍ତମାନ ଦାବି କରାଯାଇଛି।ଏହା ସହିତ ଏ ସି ଏଫ ସୌମ୍ୟରଞ୍ଜନଙ୍କ ବାପା ମଧ୍ୟ ଏଥିପାଇଁ ଗଣମାଧ୍ୟମ ସମ୍ମୁଖରେ ନିଜର ମତ ରଖିଥିଲେ।

ସେ କହିଥିଲେ କି ସେ ଏହି ଘଟଣାର ତୁରନ୍ତ ସମାଧାନ କରିବା ପାଇଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଚିଠି ଲେଖି ସାରିଛନ୍ତି।ଏହା ସହିତ ଏହି ଘଟଣାର ସମାଧାନ ପାଇଁ ବର୍ତ୍ତମାନ ତାଙ୍କର ପରିବାର ଲୋକଙ୍କ ସହିତ ଅନ୍ୟ ଲୋକମାନେ ମଧ୍ୟ ଏହି ଘଟଣାକୁ ଅଧିକ ଗୁରୁତର ସହିତ ନେବା ପାଇଁ ନିଜର ଦାବି ଜଣାଇଛନ୍ତି।ଏହା ସହିତ ଏହି ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ଏ ସି ଏଫ ସୌମ୍ୟରଞ୍ଜନଙ୍କ ପରିବାର ତରଫରୁ କୁହା ଯାଇଛି।ତେବେ କେବେ ଏହି ଘଟଣାର ସମାଧାନ ରାସ୍ତା ବାହାରକୁ ବାହାରିବ ଏହାକୁ ଅପେକ୍ଷା କରି ରହିଛନ୍ତି ଏ ସି ଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ।

Leave a Reply

Your email address will not be published. Required fields are marked *